Latest Odisha News

BREAKING NEWS

Browsing Category

ଫିଚର

‘ଗୋଟିଏ ପରିବାରରୁ ଗୋଟିଏ ଟିକେଟ’: ଓଡ଼ିଶାରେ ପ୍ରଯୁଜ୍ୟ ହୋଇପାରିବ ?

ଭୁବନେଶ୍ୱର: କଂଗ୍ରେସର ପରିବାରବାଦ ବିରୋଧରେ ନାରା ଦେଇ ବିଜେପି ଗୋଟିଏ ବଡ ସଫଳତା ପାଇଛି । ଏପରି କରି କଂଗ୍ରେସର ରାଜନୀତିକ ଢାଞ୍ଚାକୁ ପ୍ରହାର କରିଛି ବିଜେପି। ଯାହାକୁ ଲୋକେ ମଧ୍ୟ ଗ୍ରହଣ କରିଛନ୍ତି। ଏବେ କିନ୍ତୁ ଏହି ଅପବାଦରୁ ଦୂରେଇ ରହିବାକୁ ଯାଇ କଂଗ୍ରେସ ଗୋଟିଏ ପରିବାରରୁ…

କେରଳରେ ପ୍ରାକ ମୌସୁମୀ ବର୍ଷା, ଓଡ଼ିଶାରେ ବି ପ୍ରଭାବ ପଡ଼ିବ ସୂଚନା

ନୂଆଦିଲ୍ଲୀ: ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ସ୍ୱାଭାବିକ ସମୟ ଜୁନ ୧ର ଚାରି ଦିନ ପୂର୍ବରୁ ଅର୍ଥାତ ମେ ୨୭ରେ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ସେପଟେ ଏହାର ପ୍ରଭାବରେ କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।…

ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସ ମହାସଚିବ ତଥା ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ । ରାଜସ୍ଥାନ ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରରୁ ଫେରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ବିମାନବନ୍ଦରରେ ଗଣମାଧ୍ୟମ…

ଏଥର ଅଭିନୟରେ ପାଦ ଥାପିବେ ଶିଖର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଖୁବ୍ ଶୀଘ୍ର ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଗବର ଭାବେ ପରିଚିତ ଶିଖର ଏକ ବଡ ଫିଲ୍ମ ଯୋଡି ହୋଇ ସାରିଛନ୍ତି । ସେ ଏହାର ଶୁଟିଂ ମଧ୍ୟ ଶେଷ କରି ଦେଇଛନ୍ତି । ତେବେ ଫିଲ୍ମର ନାମ ଏବଂ କେବେ…

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ : ୩ ପଦକ ନିଶ୍ଚିତ କଲେ ଭାରତୀୟ ବକ୍ସର

ଇସ୍ତାନବୁଲ: ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ ସୋମବାର ଭାରତୀୟ ବକ୍ସରମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମ ଦିବସରେ ୩ ବକ୍ସର ପଦକ ନିଶ୍ଚିତ କରିଛନ୍ତି । ନିଖିତ ଜରିନ, ଅନାମିକା ଓ ପରୱିନ ସେମାନଙ୍କ ବିଭାଗରେ ସେମିଫାଇନାଲରେ ପ୍ରବେଶ…

ଜାତୀୟ ମହିଳା ହକି ଫାଇନାଲରେ ଓଡିଶା

ଭୁବନେଶ୍ୱର: ଭୋପାଳରେ ଚାଲିଥିବା ଜାତୀୟ ମହିଳା ସିନିୟର ହକି ଫାଇନାଲରେ ଓଡିଶା ପ୍ରବେଶ କରିଛି । ଫାଇନାଲରେ ଓଡିଶା ଓ କର୍ଣ୍ଣାଟକ ମଧ୍ୟରେ ମୁକାବିଲା ହେବ । ସୋମବାର ଅନୁଷ୍ଠିତ ସେମିଫାଇନାଲରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ଝାଡଖଣ୍ଡକୁ ୫-୦ ଗୋଲରେ ପରାସ୍ତ କରିଥିଲା । ଏହି ଏକତରଫା…

ଦିବ୍ୟାଙ୍ଗଙ୍କୁ ଫ୍ଲାଇଟ ବାରଣ: ଇଣ୍ଡିଗୋକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ରାଞ୍ଚି ଏୟାରପୋର୍ଟରେ ଦିବ୍ୟାଙ୍ଗ ବାଳକକୁ ଇଣ୍ଡିଗୋ ଫ୍ଲାଇଟ ଯାତ୍ରାରୁ ବିରତ କରିବା ଘଟଣାରେ ବିମାନ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଡିଜିସିଏ । ଆସନ୍ତା ଦଶ ଦିନ ମଧ୍ୟରେ ଏହି ଅସଭ୍ୟ ବ୍ୟବହାର ଘଟଣାର କାରଣ ଲିଖିତ ଭାବେ ଜଣାଇବାକୁ ସୋମବାର ଡିଜିସିଏ ନିର୍ଦ୍ଦେଶ…

ଟ୍ରେଲବ୍ଲେଜର୍ସ ଟିମରେ ୨ ଓଡିଆ

ଭୁବନେଶ୍ୱର: ମହିଳା ଟି୨୦ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଂଟ ପାଇଁ ସୋମବାର ବିସିସିଆଇ ଟ୍ରେଲବ୍ଲେଜର୍ସ, ସୁପରନୋଭାସ ଓ ଭେଲେସିଟି ଟିମ ପାଇଁ ଖେଳାଳି ଚୟନ କରିଛି । ଟ୍ରେଲବ୍ଲେଜର୍ସ ଟିମରେ ୨ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶନୀ ଓ ସୁଜାତା ମଲ୍ଲିକ । ଉଭୟ…

ଖୋଲିବ ବରମୁଣ୍ଡା ଫାୟାର ପାର୍କ, ଲୋକେ ହେବେ ସଚେତନ

ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ‘ଫାୟାର ପାର୍କ’ ତଥା ଓଫଡ୍ରା (ଓଡ଼ିଶା ଫାୟାର ଆଣ୍ଡ୍ ଡିଜାଷ୍ଟର ରେସ୍ପନ୍ସ ଏକାଡେମୀ) ଆସନ୍ତା ଶନିବାର ମେ ୨୧ ଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ । ଏନେଇ ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ କରି ଯୋଗ ଦେଇଥିବା ମହାନିର୍ଦ୍ଦେଶକ ସନ୍ତୋଷ…

ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ : ସ୍ମୃତି, ହରମନପ୍ରୀତ, ଦୀପ୍ତି ହେଲେ ଅଧିନାୟିକା

ନୂଆଦିଲ୍ଲୀ: ମେ ୨୩ରୁ ପୁଣେରେ ଆରମ୍ଭ ହେବ ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ । ସୋମବାର ୩ଟି ଟିମର ଅଧିନାୟିକା ନାମ ଘୋଷଣା କରିଛି ବିସିିସିଆଇ । ହରମନପ୍ରୀତ କୌର ସୁପରନୋଭାଜ, ସ୍ମୃତି ମାନ୍ଧାନା ଟ୍ରେଲବ୍ଲେଜର୍ସ ଓ ଦୀପ୍ତି ଶର୍ମାଙ୍କୁ ଭେଲୋସିଟି ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି…