Latest Odisha News

BREAKING NEWS

Browsing Category

ଫିଚର

ଚୀନ: ଦୁଇ ବର୍ଷ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି !

ବେଜିଂ: ଦୁଇ ବର୍ଷ ପୂର୍ବେ ଚୀନରେ କରୋନାର ପ୍ରଥମ ଲହରରେ ଯେଉଁମାନେ ଆକ୍ରାନ୍ତ ହୋଇଥିଲେ ସେମାନେ ଆଜି ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି। ଏହି ରୋଗୀଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ପାଖରେ ଥକାପଣ, ନିଦ୍ରାହୀନତା ଏବଂ ଅନ୍ୟାନ୍ୟ ସମସ୍ୟା ରହିଛି। ଏହି ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ…

ଡ୍ରାଗନ ଫଳ କୁ ପ୍ରଧାନ୍ଯ, ବଢିବ ଉତ୍ପାଦନ

ଭୁବନେଶ୍ୱର : ଡ୍ରାଗନ ଫଳକୁ ରାଜ୍ଯ ସରକାର ପ୍ରଧାନ୍ଯ ଦେଉଛନ୍ତି। ସର୍ବାଧିକ ପ୍ରୋତ୍ସାହନ ସହ ଉତ୍ପାଦନ ବୃଦ୍ଧି ହେଉଛି ପ୍ରାଥମିକ ଲକ୍ଷ୍ଯ। ଫଳ ଚାଷକୁ ପ୍ରୋତ୍ସାହିତ କରିବାପାଇଁ ରାଜ୍ୟ ସରକାର ଯେଉଁ ସହାୟତା ପ୍ରଦାନ କରୁଛନ୍ତି ସେଥିରେ ସବୁଠାରୁ ଆଗରେ ରହିଛି ଡ୍ରାଗନ ଫଳ । ଏହି ଫଳ ଚାଷ ପାଇଁ…

ଏହି ଦେଶରେ ସ୍ୱାମୀ-ସ୍ତ୍ରୀ ରେଷ୍ଟୁରାଣ୍ଟରେ ଏକାଠି ଖାଇବା ଅପରାଧ !

କାବୁଲ: ସ୍ୱାମୀ ସ୍ତ୍ରୀ ଏକାଠି ରେଷ୍ଟୁରାଣ୍ଟରେ ଖାଇପାରିବେ ନାହିଁ । ତାଲିବାନ ସରକାର ଏପରି ଫତଓ୍ୱା ନିଜ ଦେଶର ନାଗରିକଙ୍କ ପାଇଁ ଜାରି କରିଛି । ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ କିପରି ସାମାଜିକ ଚିତ୍ର ବଦଳୁଛି ଇଏ ହେଉଛି ଆଉ ଏକ ନମୁନା । ବିଭିନ୍ନ ପ୍ରତିବନ୍ଧକର…

ନୀତି ଆୟୋଗ ଆରମ୍ଭ କଲା ଡାଟା ଓ ଆନାଲିଟିକ୍ସ ପ୍ଲାଟଫର୍ମ

ଭୁବନେଶ୍ୱର: ନୀତି ଆୟୋଗ ପକ୍ଷରୁ ଜାତୀୟ ଡାଟା ଓ ଅନାଲିଟିକ୍ସ ପ୍ଲାଟଫର୍ମ (ଏନ୍‌ଡିଏପି) ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଆଜିଠୁ ଆରମ୍ଭ କରାଯାଇଛି । ଏହି ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଲା ସରକାରୀ ତଥ୍ୟାବଳୀକୁ ଲୋକଙ୍କୁ ସହଜରେ ଯୋଗାଇବା । ଏହା ଫଳରେ ସରକାରୀ ଡାଟା ସଂଗ୍ରହ ସହଜ, ଆନ୍ତଃ…

ଗୋଟିଏ ପରିବାରରୁ ଦୁଇଟି ଟିକେଟ୍ ପାଇଁ ସର୍ତ୍ତ ଲାଗୁ କଲା କଂଗ୍ରେସ

ନୂଆଦିଲ୍ଲୀ: ଗୋଟିଏ ପରିବାର ଗୋଟିଏ ଟିକେଟ । ଉଦୟପୁରରରେ ଚାଲିଥିବା ଚିନ୍ତନ ଶିବିରରେ କଂଗ୍ରେସ ଏପରି ନିଷ୍ପତ୍ତି ନେଇଛି । ହେଲେ ସେହି ପରିବାରରୁ ଆଉ ଜଣେ ଟିକେଟ ପାଇବାକୁ ହେଲେ ସଂପୃକ୍ତ ଆଶାୟୀ ଦଳ ପାଇଁ ଅନୂନ୍ୟ 5 ବର୍ଷ କାମ କରିଥିବେ ଏବଂ ଏହି ଅବଧି ମଧ୍ୟରେ ତାଙ୍କ କାମର ଚମତ୍କାର…

ସୁନ୍ଦରଗଡ଼ରେ ମୁଖ୍ଯ ଶାସନ ସଚିବ, ସମୀକ୍ଷା କଲେ ନିର୍ମାଣଧୀନ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ସେ ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ…

ଚେତା ପଶିଲା ଗଣଶିକ୍ଷା ବିଭାଗର, ପିଲା କାହିଁକି ପାଠ ପଢା ଛାଡୁଛନ୍ତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚେତା ପଶିଲା ଗଣଶିକ୍ଷା ବିଭାଗର । ଚାଳିଶ ହଜାରରୁ ଅଧିକ ପିଲା ଫର୍ମ ପୂରଣ କରି ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିବା ପରେ ଏବେ ନିଦ ଭାଙ୍ଗିଛି ଗଣଶିକ୍ଷା ବିଭାଗର । ଏବେ କେଉଁ କାରଣ ପାଇଁ ପିଲା ପାଠ ପଢା ଛାଡୁଛନ୍ତି ତାଙ୍କୁ କେମିତି ବୁଝାଇ ସୁଝାଇ ସ୍କୁଲ ପିଣ୍ଡାକୁ…

ରାଜଧାନୀ ସ୍ଥିତ ଏକ ତିନି ମହଲା କୋଠାରେ ଅଗ୍ନିକାଣ୍ଡ, ୨୭ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ତିନି ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଖବର ଲେଖା ହେବା ସୁଦ୍ଧା ୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ନିଆଁରେ ପୋଡ଼ି ହୋଇଯାଇଥିଲେ । ଏବେ ନିଆଁକୁ ନିୟନ୍ତ୍ରଣକୁ…

ରଥଯାତ୍ରା ପ୍ରସ୍ତୁତି, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଲାଗିବ ୨୩୬ ସିସିଟିଭି କ୍ୟାମେରା

ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଉଭୟ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକ କରିଛନ୍ତି। ଏଏସଆଇ ସୁପରିଟେଣ୍ଡେଣ୍ଟ ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସେପଟେ ଆସନ୍ତା ୨୦ ତାରିଖରେ…