Latest Odisha News

BREAKING NEWS

Browsing Category

ଫିଚର

ଏସିଆ କପ ହକି: ଭାରତୀୟ ଦଳର ନେତୃତ୍ୱ ନେବେ ବୀରେନ୍ଦ୍ର

ଭୁବନେଶ୍ୱର: ଜାକାର୍ତାରେ ହେବାକୁ ଥିବା ଏସିଆ କପ ହକିରେ ଓଡିଶାର ବୀରେନ୍ଦ୍ର ଲାକ୍ରା ଭାରତୀୟ ଟିମର ନେତୃତ୍ୱ ନେବେ । ନିୟମିତ ଅଧିନାୟକ ତଥା ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂ ଆଘାତ ସମସ୍ୟା ଯୋଗୁ ଟୁର୍ଣ୍ଣାମେଂଟରୁ ଓହରି ଯିବା ଫଳରେ ବୀରେନ୍ଦ୍ରଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ…

ଚୀନରେ ମିଳିଲା ୬୩୦ ଫୁଟ ଗଭୀର ଗାତ

ବେଜିଂ: ଚୀନରେ ୬୩୦ଫୁଟ ଗଭୀର ଏକ ଗାତ ଭୂ-ବିଜ୍ଞାନୀମାନେ ଖୋଜି ବାହାର କରିଛନ୍ତି । ହୁୱେଇ ଅଂଚଳରେ ଏହାକୁ ଠାବ କରାଯାଇଛି । ଏହି ଗାତ ମଧ୍ୟରେ ଏକ ଜଙ୍ଗଲ ରହିଛି କହିଲେ ଭୁଲ ହେବନି । ଏହା ମଧ୍ୟକୁ ପ୍ରବେଶ କରିବା ପାଇଁ ୩ଟି ଗୁମ୍ଫା ବାଟ ଦେଇ ରାସ୍ତା ରହିଛି । ଗର୍ତର ଲମ୍ବ ୧୦୦୪ ଫୁଟ ଓ…

ମନ୍ତ୍ରୀ ଟୁକୁନି ସାହୁଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ

ଟିଟିଲାଗଡ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ । ଟିିଟିଲାଗଡର ଅଧ୍ୟକ୍ଷ ତଥା ବିଜେପି ନେତ୍ରୀ ମମତା ଦେବୀ ଜୈନ ଆଣିଛନ୍ତି ଏପରି ଅଭିଯୋଗ । ଶୁକ୍ରବାର ଟିଟିଲାଗଡ଼ ପୌର ପରିଷଦ ବୈଠକ ବସିଥିଲା । ଏଥିରେ ଟିଟିଲାଗଡର ଅଧ୍ୟକ୍ଷା ମମତା ଦେବୀ ଜୈନ…

ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫାଙ୍କ ଦେହାନ୍ତ

ଦୁବାଇ: ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଏହି ଦୁଃଖଦ ଖବର ଜନ ସାଧାରଣଙ୍କୁ ଜଣାଇ ଦିଆଯାଇଥିଲା । ୪୦ ଦିନ ଧରି ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ସମସ୍ତ ସରକାରୀ ଓ…

ବଡ଼ଗଡ଼ ବ୍ରିଟ୍ ରେ ଫଳକ ଭଙ୍ଗା ରାଜନୀତି

ଭୁବନେଶ୍ୱର: ବଡ଼ଗଡ଼ ବ୍ରିଟ୍ ୱାର୍ଡ଼ ନଂ-୫୭ ଅଞ୍ଚଳରେ ପୂର୍ବତନ କର୍ପୋରେଟର ବନ୍ଦନା ସାହୁଙ୍କ ସମୟରେ ହୋଇଥିବା ସ୍ୱେରେଜ ଲାଇନ କାମ ଓ ରାସ୍ତା ନବୀକରଣ ର କାର୍ଯ୍ୟଫଳକ ଭଙ୍ଗା କୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିସିଜେଡି ମଧ୍ୟମ ଉପସଭାପତି ଶୁଭମ ସାହୁ ଏନେଇ ଫେସବୁକ୍ ରେ ଘଟଣା ସଂପର୍କରେ…

ରାହୁଲ ଭଟ୍ଟଙ୍କ ହତ୍ୟାକାରକୁ ୨୪ଘଂଟା ମଧ୍ୟରେ ମାରିଲେ ସୁରକ୍ଷାକର୍ମୀ

ଲେହ: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ଅନ୍ୟ ରାଜ୍ୟର ଲୋକ ଏବଂ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି । ନିକଟରେ ରାହୁଲ ଭଟ୍ଟଙ୍କୁ ୩ ଆତଙ୍କବାଦୀ ହତ୍ୟା କରିଥିଲେ । ତେବେ ସୁରକ୍ଷାକର୍ମୀଙ୍କ ଘେରାବନ୍ଦୀ ଏବଂ କଡା ପଦକ୍ଷେପ ଯୋଗୁ ଏଥିରେ ସାମିଲ ସମସ୍ତ ଆତଙ୍କବାଦୀଙ୍କୁ ସଫା…

ନିଶା ଦେଇ ଦୁଷ୍କର୍ମ କଲେ ପବ୍ ସାଙ୍ଗ

ଭୁବନେଶ୍ୱର: ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ପାହାଳ ଥାନା ପୋଲିସ୍ ଲୁହା ବ୍ୟବସାୟୀ କିଶନ ଅଗ୍ରୱାଲଙ୍କୁ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଅନୁସାରେ, ପାହାଳ ଥାନାରେ ଗତ ୬…

ନିଷିଦ୍ଧ କଫ୍ ସିରଫ ଚାଲାଣ: ଜଣେ ଗିରଫ, ୧୨୮୦ ବୋତଲ ଜବତ

ଭୁବନେଶ୍ୱର: ଶୁକ୍ରବାର ସକାଳୁ କମିଶନରେଟ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨୮୦ ବୋତଲ ନିଷିଦ୍ଧ କଫ୍ ସିରଫ ଜବତ କରିଛି । ଏହି ବୋତଲ ସବୁକୁ ଚାଲାଣ କରିବାକୁ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ୍ । ଜବତ ୧୨୮୦…

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନସ୍ପେକ୍ଟର

ଭୁବନେଶ୍ୱର: ଘର ଢ଼ିଙ୍କି କୁମ୍ଭୀର । ଭିଜିଲାନ୍ସ- ଦୁର୍ନୀତି ନିବାରଣ । ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭିଜିଲାନ୍ସ ଇନସ୍ପେକ୍ଟର । ଶୁକ୍ରବାର ସମ୍ବଲପୁର ଡିଭିଜନ ଇନସ୍ପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି । ମୁକେଶ ସାହୁ ନାମକ (ସାଧାରଣ ବ୍ୟକ୍ତି)…

ଆଇପିଏଲର ବାକି ତକ ମ୍ୟାଚରୁ ଓହରିଲେ ପ୍ୟାଟ କୁମିନ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ପ୍ୟାଟ କୁମିନ୍ସ ସିଜନର ବାକି ତକ ମ୍ୟାଚରୁ ଓହରି ଯାଇଛନ୍ତି । ଏହି ଷ୍ଟାର ଅଲରାଉଣ୍ଡର ଆଘାତପ୍ରାପ୍ତ ହୋଇଥିବାରୁ ସ୍ୱଦେଶ ଫେରିଯିବା ପାଇଁ ନିଷ୍ପତି ନେଇଛନ୍ତି । କୋଲକାତା ୧୨ ମ୍ୟାଚ ଖେଳି…