Latest Odisha News

BREAKING NEWS

Browsing Category

ଫିଚର

ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ କରି ଦେଶରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ଏବଂ ମୌସୁମୀ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଛନ୍ତି । ଏହି ବୈଠକରେ ଆଇଏମଡି ଏବଂ ଏନଡିଏମଏର ବରିଷ୍ଠ ପଦାଧିକାରୀମାନେ ଦେଶରେ ମାର୍ଚ୍ଚ-ମେ ୨୦୨୨ ମାସ ମଧ୍ୟରେ ଅନୁଭୂତ ହୋଇଥିବା…

ରାଜ୍ୟରେ ଚାଲିବ ଇ-ବସ୍

ଭୁବନେଶ୍ୱର: ରାଜ୍ୟରେ ଖୁବ୍‍ ଶୀଘ୍ର ଚାଲିବ ଇ-ବସ୍ । ଏ ନେଇ ପରିବହନ ବିଭାଗ ଅଧିକାରୀ ଓ କ୍ରୁଟ୍ କୁ ପରାମର୍ଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏ ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଗୁରୁବାର ଲୋକସେବା ଭବନ ରେ ‘ମୋ ବସ୍’…

ଧର୍ମପଦ ପୁରସ୍କାର ପାଇଁ ଚୟନ କମିଟି ଗଠିତ, ସୁଦର୍ଶନ ସାହୁ ଅଧ୍ଯକ୍ଷ

ଭୁବନେଶ୍ୱର: ଧର୍ମପଦ ପୁରସ୍କାର ପାଇଁ ଗଠନ ହୋଇଛି ଚୟନ କମିଟି । ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ର ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ କରିଛନ୍ତି । ବିଭାଗ ସାତ ଜଣିଆ ଏକ କମିଟି ଗଠନ କରି ରାଜ୍ୟ ପାଳଙ୍କ ନିକଟକୁ ପ୍ରସ୍ତାବ ଦେଇଥିଲା । କମିଟି ଗଠନ ସହ…

ବିବାହ ଆଗରୁ ଭାବି ସ୍ୱାମୀଙ୍କୁ ଗିରଫ କଲେ ଆସାମ ଏସଆଇ

ଭୁବନେଶ୍ୱର: ଆସାମ ର ଜଣେ ଠକ କୁ ବାହାଘର ଆଗରୁ ଧରିଛନ୍ତି ଏସଆଇ କନ୍ୟା । ଉଭୟଙ୍କ ର ନିର୍ବନ୍ଧ ସରିଯାଇଥିଲା । ଆଉ ଅଳ୍ପ ଦିନ ବାକି ଥିଲା ଶୁଭ ଦିନ । ହେଲେ ଠକାମି ଶିକାର ହୋଇଥିବା କିଛି ଲୋକ କନ୍ୟା ର ଜୀବନ ବଂଚାଇବା ସହ ଠକ କୁ ଧରା ପକେଇ ଦେଇଥିଲେ । ଏହି ଠକ ହେଉଛି, ରାଣା ପୋଗାଗ । ସେ…

ଡୋଜର ଚକା ରେ ପମ୍ପ ଦେଲା ବେଳେ ଚାଲିଗଲା ପ୍ରାଣ

ରାୟପୁର: ବୁଲ୍ ଡୋଜର ରେ ପମ୍ପ ଦେଉ ଦେଉ ପ୍ରାଣ ଚାଲିଗଲା । ମଙ୍ଗଳବାର ସିଲତାରା ଅଂଚଳରେ ଦୁଇ ଜଣ ବ୍ୟକ୍ତି ଏକ ବୁଲ୍ ଡୋଜର ଚକା ରେ ପମ୍ପ ଭରୁଥିଲେ । ହଠାତ୍ ବୋମା ଫୁଟିଲା ଭଳି ଆବାଜ୍ ହେଲା । କିଛି ସମୟ ଚାରିଆଡ଼େ ଧୂଆଁ ଧୂଆଁ ହୋଇଗଲା । ତା ପର ଦୃଶ୍ୟ ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।…

ଦଙ୍ଗଲ କଲେକ୍ସନ ଅତିକ୍ରମ କଲା କେଜିଏଫ ୨, ଓଟିଟି ରାଇଟ୍ସ ୩୨୦ କୋଟିରେ ବିକ୍ରୀ

ମୁମ୍ବାଇ: କେଜିଏଫ ୨ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ଏହା ଓଭରାଲ ୧୧୦୦ କୋଟି ଟଙ୍କା ଆୟ କରି ୪ର୍ଥ ସ୍ଥାନରେ ରହିଥିବା ବେଳେ ହିନ୍ଦୀରେ ଦଙ୍ଗଲ ରେକର୍ଡ ଭାଙ୍ଗି ଦ୍ୱିତୀୟ ସ୍ଥାନ ହାସଲ କରିଛି । ଦଙ୍ଗଲ ୩୮୭.୩୮ କୋଟି ଆୟ କରିଥିବା ବେଳେ କେଜିଏଫ ୨ ବକ୍ସ ଅଫିସରେ ୩୯୧.୬୫ କୋଟି…

୪୦୦ ମହିଳା ଏସଏଚଜି ଙ୍କୁ ଡିଜିଟାଲ ସାକ୍ଷର କଲା ଟିପିଏସଓଡିଏଲ

ଭୁବନେଶ୍ୱର: ଡିଜିଟାଲ ଶିକ୍ଷଣୀୟ ଆଟରିଚ୍ ରେ ଉନ୍ନତି ଆଣିବା ପାଇଁ ଟିପିଏସଓଡିଏଲ ଏହାର ସମସ୍ତ ଲାଇସେନ୍ସପ୍ରାପ୍ତ କ୍ଷେତ୍ରରେ ଡିଜିଟାଲ୍ ସାକ୍ଷରତା ଅଭିଯାନ ଆରମ୍ଭ କରିଛି । ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ରେ ଏହି ଅଭିଯାନ ଚାଲୁ…

ରେକର୍ଡ ପ୍ରାଇସରେ ନିଲାମ ହେଲା ମାରାଡୋନାଙ୍କ ହ୍ୟାଣ୍ଡ ଅଫ ଗଡ ଜର୍ସି

ନୂଆଦିଲ୍ଲୀ: ବିଶ୍ୱର ମହାନ ଫୁଟବଲ ଖେଳାଳି ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କ ଏକ ଜର୍ସି ରେକର୍ଡ ଦରରେ ନିଲାମ ହୋଇଛି । ୧୯୮୬ ବିଶ୍ୱକପରେ ଏହି ଜର୍ସି ପିନ୍ଧି ସେ ହ୍ୟାଣ୍ଡ ଅଫ ଗଡ ବିବାଦୀୟ ଗୋଲ ସ୍କୋର କରିଥିଲେ । ଜର୍ସିଟି ୬୭.୫୮ କୋଟି ଟଙ୍କାରେ ନିଲାମ ହୋଇ ନୂତନ ବିଶ୍ୱ ରେକର୍ଡ ସ୍ଥାପନ…

ଆଇପିଏଲ ୨୦୨୨: ମହଙ୍ଗା ପଡିଲା ଏହି ଖେଳାଳିମାନଙ୍କୁ ରିଟେନ କରିବା

ମୁମ୍ବାଇ: ଆଇପିଏଲ ୨୦୨୨ରେ କେତେକ ଖେଳାଳିଙ୍କୁ ରିଟେନ କରିବା ଫ୍ରାଚାଂଇଜରମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଯଦି ଟଙ୍କା ଏବଂ ରନ ହିସାବକୁ ନିଆଯାଏ ତାହାହେଲ ରୋହିତ ଶର୍ମାଙ୍କ ୧ରନର ମୂଲ୍ୟ ୧୦ ଲକ୍ଷ ଏବଂ ବିରାଟ କୋହଲିଙ୍କ ୮ଲକ୍ଷ ଟଙ୍କା ହେବ । ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ…

କଳିଙ୍ଗ ଷ୍ଟାଡିୟମ ସୁଇମିଂ ହାଇପରଫର୍ମାନ୍ସ ସେଂଟରରେ ପ୍ରଶିକ୍ଷଣ ଦେବେ ଷ୍ଟାର ସନ୍ତରଣକାରୀ

ଭୁବନେଶ୍ୱର:ଦକ୍ଷିଣ ଆଫ୍ରିକାର ଭେଟେରାନ ସନ୍ତରଣକାରୀ କୋଚ ଡଗଲସ ଓ ଅଲିମ୍ପିଆନ ତଥା ଏସିଆନ ଗେମ୍ସ ପଦକ ବିଜେତା ସନ୍ଦୀପ ସେଜୱାଲ କଳିଙ୍ଗ ଷ୍ଟାଡିୟମର ଓଡିଶା ଜେଏସଡବ୍ଲ୍ୟୁ ସନ୍ତରଣ ହାଇ ପରଫର୍ମାନ୍ସ ସେଂଟରରେ ପ୍ରଶିକ୍ଷଣ ଦେବେ । ଡଗଲସ ଓ ସନ୍ଦୀପଙ୍କ ଉପସ୍ଥିତି ଓଡିଶାର ଯୁବ ପ୍ରତିଭାଙ୍କୁ…