Latest Odisha News

BREAKING NEWS

Browsing Category

ଫିଚର

ଜାଡେଜାଙ୍କ ଘାତକ ବୋଲିଂ: ପ୍ରଥମ ଇନିଂସରେ ଶ୍ରୀଲଙ୍କା ୧୭୪ରେ ଅଲଆଉଟ୍

ମୋହାଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ବ୍ୟାଟିଂ ପରେ ବୋଲିଂରେ କମାଲ କଲେ ରବୀନ୍ଦ୍ର ଜାଡେଜା । ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିଲେ । ଘାତକ ବୋଲିଂ ବି କରିଛନ୍ତି । ଜାଡେଜାଙ୍କ ଯାଦୁଗରୀ ସ୍ପିନରେ ଘାଇଲା ହୋଇଛି ସିଂହଳୀ ଦଳ । ପ୍ରଥମ ଇନିଂସରେ ୧୭୪ ରନରେ ଅଲଆଉଟ୍ ହୋଇଛି ।…

ମିତାଲି ରାଜଙ୍କ ନୂଆ ରେକର୍ଡ, ସଚିନଙ୍କ ସହ ଏଲିଟ୍ ଗ୍ରୁପରେ ସାମିଲ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ରେକର୍ଡ କ୍ଲବରେ ସଚିନଙ୍କ ସହ ସାମିଲ ହେଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ । ସର୍ବାଧିକ ୬ଟି ୱାର୍ଲଡ କପ୍ ଖେଳିଥିବା ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି । ଏହି କ୍ଲବରେ ସଚିନ ତେନ୍ଦୁଲକର ଓ ପାକିସ୍ତାନର ଜାଭେଦ୍ ମିଆନନ୍ଦାଦଙ୍କ ପରେ ସେ…

ଭାରତ-ପାକିସ୍ତାନ ମହିଳା ବିଶ୍ୱକପ ଲଢ଼େଇ: କମାଲ କଲେ ପୂଜା-ସ୍ନେହା ଯୋଡ଼ି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ପାକିସ୍ତାନ ବିପକ୍ଷ ମହିଳା ବିଶ୍ୱକପରେ କମାଲ କଲେ ଦୁଇ ଭାରତୀୟ କ୍ରିକେଟର ପୂଜା ବସ୍ତ୍ରେକର ଓ ସ୍ନେହା ରାଣା । ଏହି ଦୁଇ ଜଣଙ୍କର ଲଢୁଆ ବ୍ୟାଟିଂ ବଳରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିବା ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ୨୪୫ ନ୍…

ଶ୍ରୀତମ ଦାସ ବିଜେପିର କଟକ ମହାନଗର ନିଗମ ମେୟର ପ୍ରାର୍ଥୀ

କଟକ: ପୌର ଭୋଟ ପାଇଁ ରାଜନୀତି ତେଜିଛି । ଭୁବନେଶ୍ୱର ପରେ କଟକ ମହାନଗର ନିଗମ ମେୟର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଅଭିନେତାରୁ ରାଜନେତା ପାଲଟିଥିବା ଶ୍ରୀତମ ଦାସଙ୍କୁ ସିଏମସି ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତାଙ୍କ ନାଁ ଘୋଷଣା କରିଛନ୍ତି କଟକ ନଗର ବିଜେପି…

ବାଇଡେନଙ୍କ ସହ କଥା ହେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ଉପରେ ଜୋରଦାର ହମଲା ଜାରି ରଖିଛି ରୁଷ୍ । ଯୁଦ୍ଧ ଭିତରେ ପାଶ୍ଚାତ୍ୟ ଦେଶକୁ ସହାୟତା ଓ ସହଯୋଗ ମାଗୁଛନ୍ତି ୟୁକ୍ରେନ୍ ରାଷ୍ଚ୍ରପତି ଜେଲେନସ୍କି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫୋନ୍ କରି କଥା ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଏହି ଆଲୋଚନା…

ଆଜି ୧୮ ଜିଲ୍ଲାରୁ ୧୨୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨୯ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୭୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୪ । ୧୮ ବର୍ଷ ଭିତରେ ଆଉ ୩୯ ସଂକ୍ରମିତ ବାହାରିଛନ୍ତି…

କିଭରେ ହାଇଡ୍ରୋ ଇଲେକଟ୍ରିକ୍ ପାୱାର ପ୍ଲାଣ୍ଟ ଦଖଲ ଅଭିମୁଖେ ରୁଷ ସେନା

କିଭ୍(ୟୁକ୍ରେନ): ଚାରିପଟରୁ ୟୁକ୍ରେନରୁ ଘେରି ହମଲା କରୁଛି ରୁଷ୍ । ଗୋଟିଏ ପରେ ଗୋଟିଏ ସହରକୁ କବଜା କରୁଛି । ଏବେ କିଭ ପାଖରେ ଥିବା କାନିଭ୍ ହାଇଡ୍ରୋ ଇଲେକଟ୍ରିକ୍ ପାୱାର ପ୍ଲାଣ୍ଟକୁ ଦଖଲରେ ନେବା ପାଇଁ ଆଗକୁ ବଢୁଛି ରୁଷ୍ ସେନା । ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ୟୁରୋପୀୟ ଦେଶକୁ ନାଲି ଆଖି ଦେଖାଇଲେ ପୁଟିନ୍

ମସ୍କୋ: ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ୟୁରୋପୀୟ ରାଷ୍ଟ୍ରକୁ ଧମକାଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ୍ ଉପରେ ହମଲା ପାଇଁ ରୁଷ ଉପରେ ବିଭିନ୍ନ ଦେଶ ଅର୍ଥନୈତିକ କଟକଣା ଲଗାଇଛନ୍ତି । ରୁଷ୍ ପାଇଁ କିଛି ଦେଶ ବାୟୁସୀମା ବନ୍ଦ କରିଛନ୍ତି । ଏମିତି ସ୍ଥିତିରେ ପୁଟିନ୍…

ଇନିଂସ ଘୋଷଣା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଲେ ଜାଡେଜା

ମୋହାଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ୫୭୪/୮ ରନ କରିଥିବା ଅଧିନାୟକ ରୋହିତ ଶର୍ମା ଇନିଂସ ଘୋଷଣା କରିଥିଲେ । ସେ ସମୟରେ ରବୀନ୍ଦ୍ର ଜାଡେଜା ୧୭୫ ରନ କରି ଅପରାଜିତ ରହିଥିଲେ । ଏହାକୁ ନେଇ ସୋସିଆଲ ସାଇଟରେ ରୋହିତଙ୍କୁ ସମାଲୋଚନା କରାଯିବା ସହ ୧୮ ବର୍ଷ ତଳେ…

ହକ୍କାନୀଙ୍କ ଚେହେରା ଦେଖିଲା ଦୁନିଆ

କାବୁଲ: ଆଫଗାନିସ୍ତାନ ଗୃହ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀଙ୍କ ଚେହେରା ପ୍ରଥମ ଥର ପାଇଁ ଦୁନିଆ ସମ୍ମୁଖକୁ ଆସିଛି । ୨୦ ବର୍ଷ କାଳ ଆମେରିକା ସେନା ଆଫଗାନିସ୍ତାନରେ ରହିବା ସତ୍ୱେ ଏହି ୧୦ଲକ୍ଷ ଡଲାର ପୁରସ୍କାର ରାଶି ବିଶିଷ୍ଟ ଆତଙ୍କବାଦୀଙ୍କ ଚେହେରା ଦେଖିପାରି ନ ଥିଲା । ଆଫଗାନିସ୍ତାନ…