Latest Odisha News

BREAKING NEWS

Browsing Category

ଫିଚର

[ଭିଡିଓ] ସେନା ଦିବସରେ ସାମ୍ନାକୁ ଆସିଲା ଭାରତୀୟ ସେନାର ଯୁଦ୍ଧ ପୋଷାକ

ନୂଆଦିଲ୍ଲୀ: ଭାରତୀୟ ସେନାର ୭୪ତମ ପ୍ରତିଷ୍ଠା ଦିବସରେ ସର୍ବସାଧାରଣରେ ପ୍ରଦର୍ଶନ ଯବାନଙ୍କ ପାଇଁ ଉଦ୍ଧିଷ୍ଟ ନୂତନ ()ଯୁଦ୍ଧ ପୋଷାକ । ନୂଆ ପୋଷାକ ପିନ୍ଧି ଭାରତୀୟ ଯବାନମାନେ ଦିଲ୍ଲୀର କାଣ୍ଟୋନମେଣ୍ଟ ରୋଡ୍ ପ୍ୟାରେଡ୍ ପଡିଆକୁ ଓହ୍ଲାଇଥିଲେ । ଗତବର୍ଷ ଡିସେମ୍ବର ମାସରେ ଭାରତୀୟ ସେନାର…

ସେନା ଦିବସରେ ଦିଆସିଲି କାଠିରେ ଟ୍ୟାଙ୍କ ତିଆରି କଲେ ଯୁବଶିଳ୍ପୀ ଶାଶ୍ୱତ

ପୁରୀ : ଦିଆସିଲି କାଠିରେ ସେନା ଦିବସର ଶୁଭେଚ୍ଛା । ଏହି ଅବସରରେ ଦେଶର ରିଅଲ ହିରୋଙ୍କୁ କଳା ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ପୁରୀ କୁମ୍ଭାରପଡାର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ।  ଆଜି ଦେଶ ପାଳୁଛି ୭୪ ତମ ଜାତୀୟ ସେନା ଦିବସ । ଶାଶ୍ୱତ ରଞ୍ଜନ ସାହୁ ଦିଆସିଲ କାଠିରେ ଏକ ଦେଶୀ ଟି -୯୦…

ପୁରୀରେ ପହଁଞ୍ଚିଲା ୨୦୨୨ କମନୱେଲଥ ଗେମ୍ କୁଇନ୍ସ ବାଟେନ ରିଲେ

ପୁରୀ :ପୁରୀରେ ପହଁଞ୍ଚିଲା କୁଇନ୍ସ ବାଟେନ ରିଲେ । ଇଂଲଣ୍ଡର ବର୍ମିଂହୋମରେ ୨୦୨୨ କମନୱେଲଥ ଗେମ୍ ଅନୁଷ୍ଠିତ । ଏଥିପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଏନେଇ ସାରା ବିଶ୍ୱରେ ଏବେ ବୁଲୁଛି କୁଇନ୍ସ ବାଟେନ ରିଲେ । ଏହାକୁ ବିଭିନ୍ନ ସ୍ଥାନରେ ସ୍ୱାଗତ ମଧ୍ୟ କରାଯାଉଛି ।ଏବେ ଓଡିଶାରେ ଆସି…

ଚୀନ ଆକ୍ରମଣ ପାଇଁ ତାଇୱାନ ପ୍ରସ୍ତୁତ: ସେନାଙ୍କୁ ଦିଆଯାଉଛି କଡା ପ୍ରଶିକ୍ଷଣ

ତାଇପେ: ଚୀନ ଏବଂ ତାଇୱାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଏ ନେଇ ତାଇୱାନ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛି । ନିକଟରେ ଜଳ ଏବଂ ସ୍ଥଳ ଯବାନଙ୍କ କଡା ଅଭ୍ୟାସ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଏଥିରେ ଯବାନମାନେ ନିଆଁ, ବରଫ, ସମୁଦ୍ରର ଲହରୀ ଏବଂ ବାଲିଝଡର…

ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଭାଇ

ଝାରସୁଗୁଡ଼ା : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳଡିଆଁ  ପର୍ବ । ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଭାଇ ବିହାରୀ ଚନ୍ଦ୍ର ବିଶ୍ୱାଳ । ତାଙ୍କ ପୁତ୍ର ବଧୂ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ବେହେରାମାଲ ବିଜେପି କାର୍ଯ୍ୟାଳୟରେ…

ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ଲକ୍ଷଣ ନାହିଁ ଯଦି ଟେଷ୍ଟ ଦରକାର ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପଜିଟିଭ୍ ସଂସ୍ପର୍ଶରେ ଯଦି ଆସୁଛନ୍ତି , ଯଦି ଆପଣଙ୍କ ଠାରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ତେବେ ଟେଷ୍ଟ କରିବା ଦରକାର ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ଏଆଇଏଫଏଫ କାଟାଗୋରୀ-୨ ଜାତୀୟ ରେଫରି ପରୀକ୍ଷା: ଲିଖିତ, ଫିଟନେସରେ ଉତୀର୍ଣ୍ଣ ହେଲେ ୪ ଓଡିଆ

ଭୁବନେଶ୍ୱର: ସର୍ବ ଭାରତୀୟ ଫୁଟବଲ ଆସୋସିଏଶନ (ଏଆଇଏଫଏଫ) କାଟାଗୋରୀ-୨ ଜାତୀୟ ରେଫରି ପରୀକ୍ଷା ଆୟୋଜିତ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ଓଡିଶାର ୪ଜଣ ଲିଖିତ ଏବଂ ଫିଟନେସ ଟେଷ୍ଟରେ ପାସ କରିଛନ୍ତି । ସେମାନେ ହେଲେ କିଶନ ଦାସ, ଆଶୀର୍ବାଦ କାନୁନଗୋ, ଭିମ କୁମାର ଛେତ୍ରୀ ଓ ଅରୁନ ନାୟକ ।…

ରାଜ୍ୟରେ ବଜ୍ରପାତ ଯୋଗୁ ଯାଇଛି ୨୧୩ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ବାର୍ଷିକ ଜଳବାୟୁ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ୨୦୨୧ ମସିହାରେ ବର୍ଷା ,ଘଡଘଡି ଓ ବିଜୁଳି ଯୋଗୁ ଭାରତରେ ମୋଟ ୧୭୫୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେଥିରୁ ବିଜୁଳି ଓ ଘଡଘଡି ନେଇଛି ୭୮୭ ଜଣଙ୍କ ଜୀବନ।…

ପଶୁଠାରେ ବି ‘ମାତୃ ସ୍ନେହ’

ଭଦ୍ରକ: ପ୍ରକୃତରେ କୁହାଯାଏ ମାଆ ହେଉଛି ସର୍ବଂସ୍ୱାହା । ଜଣେ ମାଆ ଯିଏ ନିଜ ସନ୍ତାନମାନଙ୍କ ପାଇଁ ନୀଜ ନୀବନକୁ ଉତ୍ସର୍ଗ କରିବାକୁ ସର୍ବଦା ପ୍ରସ୍ତୁତ । ସେ ପଶୁ ହେଉ ଅବା ମଣିଷ । ପ୍ରେମ ସହ ପ୍ରତିଦ୍ୱନ୍ଦିତା କରି ପାରିବେ ନାହିଁ । ଜ୍ଞାନଥିବା ମଣିଷ ଯେଉଁଠି ସ୍ୱାର୍ଥ ପାଇଁ ନିଜ…

ଅଡୁଆରେ ପଡି ପାରନ୍ତି କୋହଲି, ଅଶ୍ୱୀନ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ହାରିବା ସହ ସିରିଜ ପରାଜୟବରଣ କରିଛି । ତେବେ ମ୍ୟାଚର ତୃତୀୟ ଦିବସରେ ଡିନ ଏଲଗାରଙ୍କୁ ରବିଚନ୍ଦ୍ରନ ଅଶ୍ୱୀନଙ୍କ ବୋଲିଂରେ ଅମ୍ପାୟର ଏଲବିଡବ୍ଲ୍ୟୁ ଆଉଟ ଦେଇଥିଲେ । ଏଲଗାର ଡିଆରଏସର ସାହାଯ୍ୟ ନେଇଥିଲେ । ଏଥିରେ ତାଙ୍କୁ…