Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ବଜ୍ରପାତ ଯୋଗୁ ଯାଇଛି ୨୧୩ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ବାର୍ଷିକ ଜଳବାୟୁ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ୨୦୨୧ ମସିହାରେ ବର୍ଷା ,ଘଡଘଡି ଓ ବିଜୁଳି ଯୋଗୁ ଭାରତରେ ମୋଟ ୧୭୫୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେଥିରୁ ବିଜୁଳି ଓ ଘଡଘଡି ନେଇଛି ୭୮୭ ଜଣଙ୍କ ଜୀବନ।…

ପଶୁଠାରେ ବି ‘ମାତୃ ସ୍ନେହ’

ଭଦ୍ରକ: ପ୍ରକୃତରେ କୁହାଯାଏ ମାଆ ହେଉଛି ସର୍ବଂସ୍ୱାହା । ଜଣେ ମାଆ ଯିଏ ନିଜ ସନ୍ତାନମାନଙ୍କ ପାଇଁ ନୀଜ ନୀବନକୁ ଉତ୍ସର୍ଗ କରିବାକୁ ସର୍ବଦା ପ୍ରସ୍ତୁତ । ସେ ପଶୁ ହେଉ ଅବା ମଣିଷ । ପ୍ରେମ ସହ ପ୍ରତିଦ୍ୱନ୍ଦିତା କରି ପାରିବେ ନାହିଁ । ଜ୍ଞାନଥିବା ମଣିଷ ଯେଉଁଠି ସ୍ୱାର୍ଥ ପାଇଁ ନିଜ…

ଅଡୁଆରେ ପଡି ପାରନ୍ତି କୋହଲି, ଅଶ୍ୱୀନ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ହାରିବା ସହ ସିରିଜ ପରାଜୟବରଣ କରିଛି । ତେବେ ମ୍ୟାଚର ତୃତୀୟ ଦିବସରେ ଡିନ ଏଲଗାରଙ୍କୁ ରବିଚନ୍ଦ୍ରନ ଅଶ୍ୱୀନଙ୍କ ବୋଲିଂରେ ଅମ୍ପାୟର ଏଲବିଡବ୍ଲ୍ୟୁ ଆଉଟ ଦେଇଥିଲେ । ଏଲଗାର ଡିଆରଏସର ସାହାଯ୍ୟ ନେଇଥିଲେ । ଏଥିରେ ତାଙ୍କୁ…

ଏସବିଆଇ ବ୍ୟାଙ୍କରୁ ସୁନା ଚୋରି , ପୋଲିସର ଛାନଭିନ୍ ଜାରି

କୋରାପୁଟ : ବ୍ୟାଙ୍କରେ କଳାକନା ବୁଲାଇଲେ ଚୋର । କୋରାପୁଟ ଲକ୍ଷ୍ମୀପୁର ଏସବିଆଇ ବ୍ୟାଙ୍କରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏସବିଆଇ ବ୍ୟାଙ୍କରୁ ପ୍ରାୟ କୋଟଏ ଟଙ୍କାର ସୁନା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରାୟ ୧୬ଶହ ୧୦ ଗ୍ରାମ ସୂନା ଚୋରି ହୋଇଥିବା ବ୍ୟାଙ୍କ ମ୍ୟାନେଜର…

୧୦୦ ନିର୍ବାଚନ ହାରି ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟରେ ଆଗ୍ରାର ହସନୁରାମ

ଆଗ୍ରା: ଆଗ୍ରାର ୭୫ ବର୍ଷୀୟ ହସନୁରାମ ଆମ୍ବେଦକର ଏ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ୯୩ ଥର ପରାଜିତ ହୋଇଛନ୍ତି । ୧୦୦ ନିର୍ବାଚନରେ ହାରି ବିଶ୍ୱରେକର୍ଡ କରିବା ଲକ୍ଷ୍ୟରେ ମୁଁ ରହିଛି ବୋଲି ହସନୁରାମ କହିଛନ୍ତି । ୩୬ ବର୍ଷ ତଳେ ଏକ ବଡ ପାର୍ଟି ତାଙ୍କୁ ନିର୍ବାଚନ…

ଧୂଳିସାତ ହେଲା ଦକ୍ଷିଣ ଆଫ୍ରିକାରେ ଟିମ ଇଣ୍ଡିଆର ସିରିଜ ଜିତିବା ସ୍ୱପ୍ନ

କେପଟାଉନ: ତୃତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ପରାସ୍ତ କରି ୨-୧ରେ ସିରିଜ କବଜା କରିଛି । ଫଳରେ ଦକ୍ଷିଣ ଆଫ୍ରିକା ମାଟିରେ ଭାରତର ସିରିଜ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ଆବଶ୍ୟକ ୨୧୨ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୩ ଉଇକେଟ ହରାଇ ହାସଲ କରି…

ପୋଲିସର ଚଢାଉ, ନଟେଇ ସୂତା ଜବତ

କଟକ: ମକର ସଂକ୍ରାନ୍ତିରେ ଅମାନିଆଙ୍କ ଉତ୍ପାତ । ବାରଣ ହେଲା ତାଗିଦ ବି ହେଲା, କିନ୍ତୁ ମାନିଲେନି ଅମାନିଆ । ଆକାଶରେ ଉଡେଇଲେ ଶହ ଶହ ଗୁଡ଼ି । ଅନେକ ସ୍ଥାନରେ ପଥଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଆଜି କଟକର ବିଭିନ୍ନ ସ୍ଥାନରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଶହଶହ ଗୁଡ଼ି ଉଡ଼ା…

ପଞ୍ଚଭୂତରେ ବିଲୀନ ହେଲେ ସରୋଜ ପଟ୍ଟନାୟକ

ବାରିପଦା: ପଞ୍ଚଭୂତରେ ବିଲୀନ ହେଲା ସରୋଜ ପଟ୍ଟନାୟକଙ୍କ ପାର୍ଥୀବ ଶରୀର । ସ୍ଥାନୀୟ ବାରୁଣୀ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଯାଇଛି । ଆଜି ତାଙ୍କ ପାର୍ଥୀବ ଶରୀରକୁ ଶୋଭାଯାତ୍ରାରେ ବାରୁଣୀ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଶେଷକୃତ ସମ୍ପନ୍ନ ହୋଇଛି । ବଡ଼ ପୁଅ ରାଜେଶ ପଟ୍ଟନାୟକ…

ପୁଣି ବର୍ଷିବ, କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ପୁଣି ବର୍ଷିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅନେକ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ବାଲେଶ୍ୱର , ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର,ଗଜପତି, ଗଞ୍ଜାମ ଖୋର୍ଦ୍ଧା , ପୁରୀ,. ନୟାଗଡ , ସୁନ୍ଦରଗଡ , ବରଗଡ, କେନ୍ଦୁଝର, ମୟୂରଭଞ୍ଜ ,…

ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ପାରାଦୀପ: ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ । ଗାଁରେ ପଶି ଗ୍ରାମବାସୀଙ୍କୁ ପୋଲିସର ମାଡ଼ । ପାରାଦୀପ ଢିଙ୍କିଆରେ ମାଡ ମାରିବା ନେଇ ପୁରୁଷ କି ମହିଳାଙ୍କୁ ବାଦ୍ ଦେଇନି ପୋଲିସ । ଦୀର୍ଘ ଦିନ ହେଲା ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ଢିଙ୍କିଆବାସୀ ବିରୋଧ କରିଆସୁଥିଲେ ।…