Latest Odisha News

BREAKING NEWS

Browsing Category

ଫିଚର

ବର୍ଷାରେ ଭିଜୁଛି ସାରା ଓଡ଼ିଶା, ଚାଷୀଙ୍କ ଉପରେ ଦାଉ ସାଧିଛି ଅଦିନିଆ ବର୍ଷା

ଭୁବନେଶ୍ୱର: ବର୍ଷାରେ ଭିଜୁଛି ସାରା ଓଡ଼ିଶା । କିଛି କିଛି ସ୍ଥାନରେ ବର୍ଷା ହେଉଥିବାବେଳେ ଆଉ କିଛି ସ୍ଥାନରେ ପାଗ କୋହଲା ରହିଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ । ଉପକୂଳ ଓଡ଼ିଶା ସମେତ ତତସଂଲଗ୍ନ ଅଞ୍ଚଳର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ…

ମଲାଇକା-ଅର୍ଜୁନଙ୍କ ୪ ବର୍ଷର ସମ୍ପର୍କ ଭାଙ୍ଗିଲା !

ମୁମ୍ବାଇ: ୪ ବର୍ଷ ପରେ ଅଭିନେତ୍ରୀ ମଲାଇକା ଆରୋରା ଓ ଅଭିନେତା ଅର୍ଜୁନ କାପୁରଙ୍କ ବ୍ରେକ ଅପ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏ ନେଇ ମଲାଇକା କିମ୍ବା ଅର୍ଜୁନଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ । ଏହି ସମ୍ପର୍କ ଭାଙ୍ଗିବା ପରେ ମଲାଇକା ଭାଙ୍ଗି ପଡିଥିବା ନେଇ…

ପୁରୀରୁ ୧୨୦ଗ୍ରାମ ବ୍ରାଉନସୁଗର ଜବତ , ୫ ଗିରଫ

ପୁରୀ:  ବ୍ରାଉନସୁଗର କାରବାର ଉପରେ ପୋଲିସର ନଜର ।  ପୁରୀ ବାସେଳିସାହୀ ପୋଲିସ ହାତରେ ଧରାପଡିଛନ୍ତି ବ୍ରାଉନସୁଗାର ବେପାରୀ । ଏସଟିଏଫ୍ ଓ ବାସେଳୀସାହି ପୋଲିସ ଚଢାଉ କରି ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏହାସହ ଲୋକନାଥ ରୋଡ ଜଙ୍ଗଲ ନିକଟରୁ ୫ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ…

ମାଲକାନଗିରିରେ ଭାରରେ ବୁହା ହେଲା ରୋଗୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର । ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଫଳରେ ଭାରରେ ବୁହା ହେଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ…

ରାଜ୍ୟର ୫ଟିି ଜିଲ୍ଲାରେ ଟିକାକରଣ ହାର କମ ରହିଛି : ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର : ରାଜାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ୫ ଜିଲ୍ଲାରେ ଟିକାକରଣ ହାର କମ୍ ରହିଛି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅନୁଗୁଳ ମୟୂଭଞ୍ଜ , ଜଗପତି, କଟକ ସୁନ୍ଦରଗଡରେ ଟିକାକରଣ ହାର କମ ରହିଛି । ଏହି ଅଞ୍ଚଳରେ ଅଧିକାଂଶ…

ସାଇନାଙ୍କୁ କ୍ଷମା ମାଗିଲେ ସିଦ୍ଧାର୍ଥ

ମୁମ୍ବାଇ: ଅଲିମ୍ପିକ ପଦକ ବିଜେତା ସାଇନା ନେହ୍ୱାଲଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଫସିଥିବା ତାମିଲ ଅଭିନେତା ଶେଷରେ ଚାପରେ ପଡି କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । ସୋସିଆଲ ମିଡିଆରେ ଏକ ପତ୍ର ଲେଖି ସେ ସାଇନାଙ୍କୁ କ୍ଷମା ମାଗିବା ସହ, ମୋ ପାଇଁ ସର୍ବଦା ତୁମେ ଚାମ୍ପିୟନ ହୋଇ ରହିବ…

ଓଡ଼ିଶାରେ ଆହୁରି ଦୁଇ ମାସ ଯାଏ ବଢ଼ିବ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ୯ ହଜାର ମୁହାଁ ହେଲାଣି ଦୈନିକ କରୋନା କେସ୍ । ଆହୁରି ଦୁଇ ମାସ ଯାଏ ରାଜ୍ୟରେ ବଢ଼ିବା ଅବସ୍ଥାରେ ରହିବ କରୋନା ଟ୍ରେଣ୍ଡ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ୪ରୁ ୫ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ଅଧିକ ରହିଛି…

ସବୁ ରାଜ୍ୟକୁ କେନ୍ଦ୍ରର ଚିଠି: ଅକ୍ସିଜେନ୍ ପ୍ରସ୍ତୁତ ରଖ, ଅକ୍ସିଜେନ୍ କଣ୍ଟ୍ରୋଲ୍ ରୁମ୍ ଖୋଲ

ନୂଆଦିଲ୍ଲୀ: ଦେଶରେ କରୋନା ଲମ୍ବା ଲମ୍ଫ ମାରୁଛି । ସଂକ୍ରମଣ ଉପରମୁହାଁ । ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ । ପ୍ରସ୍ତୁତ ରହିବା ପାଇଁ ସବୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । 48 ଘଣ୍ଟା ଅକ୍ସିଜେନ୍ ମହଜୁତ ରଖିବା ପାଇଁ ଚିଠିରେ…

କୋହଲିଙ୍କ ବ୍ୟାଟିଂକୁ ବରିଷ୍ଠ କ୍ରିକେଟରଙ୍କ ପ୍ରଶଂସା, ଶତକଠାରୁ କମ ନ ଥିଲା ୭୯ ରନର ଇନିଂସ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୨୩ ରନ କରି ଅଲଆଉଟ ହୋଇଛି । ଏହି ଇନିଂସରେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୭୯ ରନର ଇନିଂସ ଖେଳିଥିଲେ । ତାଙ୍କର ଏହି ଇନିଂସକୁ ବରିଷ୍ଠ କ୍ରିକେଟରମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ୭୯ ରନର…

କଟକରେ ଆପାର୍ଟମେଣ୍ଟରେ ଲାଗିଲା ନିଆଁ

କଟକ: ଆପାର୍ଟମେଣ୍ଟରେ ଲାଗିଲା ନିଆଁ । କଟକ ବାଦାମବାଡ଼ିରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ହୋଇଛି । ବିକାଶ ଭବନ ସାମ୍ନାରେ ଥିବା ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ତୁରନ୍ତ ନିଆଁ ଲିଭା କାମ ଆରମ୍ଭ…