Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ କାର୍ଡ

କଟକ : ଆସନ୍ତାକାଲି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ଜିଲ୍ଲାର ହିତାଧିକାରୀଙ୍କୁ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏହାସହ ବିଭିନ୍ନ ଜନକଲ୍ୟାଣ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ । ଏଥିପାଇଁ ବାଲିଯାତ୍ରା ପଡିଆରେ ସମସ୍ତ ପ୍ରସ୍ତୁତି…

ମମତାଙ୍କ ନିର୍ବାଚନୀ ପ୍ରତିଶ୍ରୁତିକୁ ସମାଲୋଚନା କଲେ ଚିଦାମ୍ବରମ: କହିଲେ ତାଙ୍କ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ ପୁରସ୍କାର…

ପାଣାଜି: ଗୋଆରେ ପାଦ ଥାପିବା ପାଇଁ ତୃଣମୂଳ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛି । ତେବେ ଏହାର ମୁଖ୍ୟ ମମତା ବାନାର୍ଜୀଙ୍କ ଏକ ନିର୍ବାଚନ ପ୍ରତିଶ୍ରୁତିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମ । ସେ ଟୁଇଟ କରିଛନ୍ତି ଯେ, ଯେଉଁ…

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଓ ରାଜନଗରରେ ଜଓ୍ବାଦ କ୍ଷୟକ୍ଷତି ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍

କେନ୍ଦ୍ରାପଡ଼ା : ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ବରେ ଓଡ଼ିଶା ଗସ୍ତରେ ଅଛନ୍ତି ୬ ଜଣିଆ ପ୍ରତିନିଧି ଦଳ । ଆଜିଠୁ ତିନୋଟି ଟିମ୍ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର,…

କଥା ରଖିଲେ ମୁଖ୍ୟମନ୍ତ୍ରୀ, ପଞ୍ଚାୟତ ପ୍ରତିନିଧିଙ୍କୁ ପ୍ରସାଦ ବାଣ୍ଟିଲେ

ଭୁବନେଶ୍ବର : ଆଜି ଗଞ୍ଜାମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ତାରାତାରିଣୀ ପୀଠରେ…

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଫ୍ରାନ୍ସର ଷ୍ଟାର ସନ୍ତରଣକାରୀ ଆଗ୍ନେଲ

ପ୍ୟାରିସ: ଫ୍ରାନ୍ସର ଷ୍ଟାର ସନ୍ତରଣକାରୀ ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ୟାନିକ ଆଗ୍ନେଲ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି । ୨୦୧୬ରେ ଜଣେ ୧୫ ବର୍ଷୀୟା ନାବାଳିକା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ । ଏବେ ସଂମ୍ପୃକ୍ତ ଘଟଣାରେ ଆଗ୍ନେଲଙ୍କୁ…

ଆମେରିକା ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୮୦କୁ ବୃଦ୍ଧି

ଆମେରିକା : ଆମେରିକା ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି । ପ୍ରାୟ ୬ଟି ଆମେରିକୀୟ ପ୍ରଜାତନ୍ତ୍ରରେ ଘଟିଥିବା ଏହି ଭୟଙ୍କର ଘୂର୍ଣ୍ଣିଝଡ ଜନିତ କ୍ଷୟକ୍ଷତିର ତୁଳନା ନାହିଁ । ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବିଡେନ ।…

ଭାଇ ହବ ତ ଏମିତି: ଭଉଣୀକୁ ୫୧ କିଲୋ ଓଜନର ରୂପା ଦେଲେ

ଯୋଧପୁର: ଭାଇ ହବ ତ ଏମିତି । ରାଜସ୍ଥାନର ଯୋଧପୁର ଅଂଚଳରେ ଜଣେ ଭାଇ ଏ ଭଳି ଏକ କାର୍ଯ୍ୟ କରିଛି ଯାହକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଭଉଣୀ ବାହାଘର ବେଳେ ଅଭିଷେକ ଚୌଧୁରି ଛୋଟ ଭଉଣୀ ଆକାଂକ୍ଷାଙ୍କୁ ତାଙ୍କ ଓଜନର(୫୧କେଜି) ରୂପା ଉପହାର ଦେଇଥିଲେ । ତରାଜୁର ଗୋଟିଏ ପଟେ ଆକାଂକ୍ଷା…

ବିଜୟ ହଜାରେ ଟ୍ରଫି: ୨୪ ଓଭରରେ ଶେଷ ହୋଇଗଲା ନାଗାଲାଣ୍ଡ-ତ୍ରିପୁରା ମ୍ୟାଚ

ଅଗରତାଲା: ଜୟପୁରରେ ଖେଳାଯାଇଥିବାର ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ପ୍ଲେଟ ଗ୍ରୁପର ଏକ ମୁକାବିଲା ମାତ୍ର ୨୪ ଓଭରରେ ଶେଷ ହୋଇଯାଇଛି । ନାଗାଲାଣ୍ଡ ଓ ତ୍ରିପୁରା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନାଗାଲାଣ୍ଡ ୪୮ରନରେ ଅଲଆଉଟ ହୋଇ ଯାଇଥିଲା । ୬ଜଣ…

ବାପାଙ୍କ ପ୍ରତିମୂର୍ତ୍ତି ଆଗରେ ବିବାହ କଲେ ଝିଅ, ଭାବୁକ ହେଲେ ଅତିଥି

ଜଳଗାଁଓ(ମହାରାଷ୍ଟ୍ର): ବାପାଙ୍କର ଲାଡଲି ଝିଅ । ଦୁନିଆରେ ଜଣେ ଝିଅ ତା ବାପାଙ୍କୁ ସବୁଠୁ ଅଧିକ ଭଲ ପାଏ । ଏକଥା ପ୍ରମାଣ କରି ଦେଖାଇଛନ୍ତି ମହାରାଷ୍ଟ୍ର ଜଳଗାଁଓର ଜଣେ ଝିଅ । ନିଷ୍ଠୁର କରୋନା ତାଙ୍କ ବାପାଙ୍କୁ ସବୁଦିନ ପାଇଁ ସେମାନଙ୍କ ପାଖରୁ ଦୂରେଇ ଦେଲା । ଝିଅ ଚିନ୍ତା କରିଥିଲେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକାଉଣ୍ଟ ହ୍ୟାକ୍ ପରେ ପ୍ରତିକ୍ରିୟା ରଖିଲା ଟ୍ୱିଟର୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟ ହ୍ୟାକ୍ ହେବା ପରେ ବୟାନ ଦେଇଛି ଟ୍ୱିଟର୍ ଇଣ୍ଡିଆ । ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟ ହ୍ୟାକ୍ ହେବା ଜାଣିବା ପରେ ତୁରନ୍ତ ସକ୍ରିୟ ହୋଇଥିଲେ । ଆକାଉଣ୍ଟକୁ ସୁରକ୍ଷିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ…