Latest Odisha News

BREAKING NEWS

Browsing Category

ଫିଚର

ଭିଜିଲାନ୍ସ ଜାଲରେ ଓଏସଏପି ଷଷ୍ଠ ବାଟାଲିଆନ ସିପାହୀ

କଟକ: ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକସ୍ଥିତ ଓଏସଏପି ଷଷ୍ଠ ବାଟାଲିଆନ ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ଼୍ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଉଛି । ସହଦେବ ପରିଡ଼ାଙ୍କ ଅଫିସ, କଟକ ତିନିଘରିଆ ଛକରେ ଥିବା…

ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୫୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୯ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ୬୨ଜଣ ସ୍ଥାନୀୟ ସଂକ୍ରମଣରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ଼, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଗଜପତି: ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ଼୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି ।  ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଟିମ୍ । ନୂଆଗଡ଼ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ, ପାରଳାଖେମୁଣ୍ଡି…

ଯାଜପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟରୁ ୯ଛାତ୍ରୀ କରୋନା ପଜିଟିଭ

ଯାଜପୁର: ସ୍କୁଲ, କଲେଜ ଖୋଲିବା ପରେ କାୟା ମେଲାଉଛି କରୋନା । ବୁର୍ଲା ଭିମସାର ମେଡ଼ିକାଲ କଲେଜ, ଢ଼େଙ୍କାନାଳର ଏକ ଆବାସିକ କଲେଜର ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ଯାଜପୁରରେ ମଧ୍ୟ କରୋନା ନିଜ କାୟା ମେଲାଇଛି । ଯାଜପୁର ଜିଲ୍ଲା ଦଶରଥପୁରର ଏକ ସରକାରୀ ଆବାସିକ ବାଳିକା…

ଭିମସାରରେ କୋଭିଡ଼ ଆକ୍ରାନ୍ତ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ଜଣ ଡ଼େଲଟା ଭାରିଆଣ୍ଟ ଚିହ୍ନଟ

ସମ୍ବଲପୁର: ବୁର୍ଲା ଭୀମସାରର କୋଭିଡ଼ ଆକ୍ରାନ୍ତ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆସିଲା ଜେନୋମ ସିକ୍ୟୁଏନ୍ସିଂ ରିପୋର୍ଟ । ଜେନମ ସିକ୍ୟୁଏନ୍ସିଂରୁ ୨ଜଣ ଡ଼େଲଟା ଭାରିଆଣ୍ଟରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ପରୀକ୍ଷା ହୋଇଥିବା ୧୧ଟି ନମୂନାରୁ ଅନ୍ୟ ୯ଟି ଡ଼େଲଟାର ଅନ୍ୟ ଭାରଆଣ୍ଟରେ ଆକ୍ରାନ୍ତ ରହିଥିବା…

ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ: ନୂତନ କାର୍ଯ୍ୟସୂଚୀ ଘୋଷଣା କଲା ସିଏ

ନୂଆଦିଲ୍ଲୀ: କ୍ରିକେଟ ସାଉଥ ଆଫ୍ରିକା ସୋମବାର ଭାରତ ବିପକ୍ଷ କ୍ରିକେଟ ସିରିଜ ପାଇଁ ନୂତନ କାର୍ଯ୍ୟସୂଚୀ ଘୋଷଣା କରିଛି । ଓମକ୍ରନ ସଂକ୍ରମିତ ହାର ଦକ୍ଷିଣ ଆଫ୍ରିକାରେ ଅଧିକ ରହୁଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ(୧୭ ଡିସେମ୍ବର)ରେ ପରିବର୍ତନ କରିବା…

ଗୃହ ଚଳାଇବାକୁ ରାଜି ଅଛି କଂଗ୍ରେସ, ଦୁର୍ଭାଗ୍ୟଜନକ କହିଲା ବିଜେଡି

ଭୁବନେଶ୍ବର : ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ୫ ଦିନ ହେଲା ଚାଲିପାରୁନି ବିଧାନସଭା ଅଧିବେଶନ । ଏଭଳି ସ୍ଥିତିରେ କଂଗ୍ରେସ କହିଛି ଗୃହ ଚଳାଇବାକୁ ରାଜି ଅଛୁ । କିନ୍ତୁ କଂଗ୍ରେସର ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି । କାରଣ ସାରା ଓଡ଼ିଶା ଦେଖୁଛି, କଂଗ୍ରେସ କିଭଳି ଗୃହ…

ଅଦାଲତି ମାମଲାକୁ ନେଇ ବିଭ୍ରାନ୍ତି କରୁଛି ବିଜେପି, ପ୍ରେସମିଟ୍ କରି ବର୍ଷିଲା ବିଜେଡି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରିଛି ବିଜେପି । ସେହିପରି ମାହାଙ୍ଗ ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡାଉଛନ୍ତି ସରକାର । ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି…

କାଳୀପଡା ଘାଟି ଲୁଟ୍ ମାମଲା: ଧରାପଡିଲେ ଅଭିଯୁକ୍ତ ଉଦ୍ଧାର ହେଲା ଟଙ୍କା

ରାୟଗଡା: ବହୁଚର୍ଚ୍ଚିତ କାଳୀପଡା ଘାଟି ଲୁଟ୍ ମାମଲାର ପର୍ଦ୍ଦଫାସ୍ କଲା ରାୟଗଡା ପୋଲିସ । ଲୁଟ୍ ହୋଇଥିବା ଟଙ୍କା ଜବତ ହେବା ସହ ଗିରଫ ହୋଇଛନ୍ତି ଏକାଧିକ ଅଭିଯୁକ୍ତ । ଲଙ୍କାଗୁଣ୍ଡ ଫିଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ପୋଲିସର ତଦନ୍ତରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ପୋଲିସ…

ଅନ ଲାଇନ ମିଟିଂରେ ସିଇଓ କ୍ଷଣିକରେ ନେଇଗଲେ ୯୦୦ କର୍ମଚାରୀଙ୍କ ଚାକିରୀ

ନ୍ୟୁୟର୍କ: ନ୍ୟୁୟର୍କରେ ଏକ ଅନଲାଇନ ମିଟିଂରେ ଜଣେ ସିଇଓ କ୍ଷଣିକରେ ୯୦୦ କର୍ମଚାରୀଙ୍କ ଚାକିରୀ ନେଇ ଯାଇଛନ୍ତି । ଯାହା ଏବେ ସବୁଠାରେ ଚର୍ଚ୍ଚାର କାରଣ ସାଜିଛି । ବେଟର.କମ ନାମକ ଏକ ସଂସ୍ଥ୍‌ାର ସିଇଓ ବିଶାଳ ଗର୍ଗ ଏହି କାମ କରିଛନ୍ତି । ଜୁମ ମିଟିଂରେ ଗର୍ଗ କର୍ମଚାରୀଙ୍କ ସହ ବୈଠକ ଆରମ୍ଭ…