Latest Odisha News

BREAKING NEWS

Browsing Category

ଫିଚର

ଦୁର୍ଦ୍ଦଶା ଦେଇଗଲା ଜଓ୍ବାଦ ବର୍ଷା, ନିମାପଡ଼ାରେ ଧାନ ସହ ପରିବା ଫସଲ ନଷ୍ଟ

ନିମାପଡ଼ା : ସେପ୍ଟେମ୍ବର ମାସରେ ଲଗାଣ ବର୍ଷା ପାଇଁ ସୃଷ୍ଟି ହୋଇଥିଲା କ୍ରୁତ୍ରିମ ବନ୍ୟା । ଆଉ ଏବେ ବାତ୍ୟା ଜଓ୍ବାଦର ବର୍ଷା ଯୋଗୁଁ ଭାଙ୍ଗି ଯାଇଛି ଚାଷୀଙ୍କ ମେରୁଦଣ୍ଡ । ନିମାପଡ଼ା ବଳଙ୍ଗା ଅଞ୍ଚଳରେ ଧାନ ସହ କ୍ଷତିଗ୍ରସ୍ତ ହୋଇଛି ପନିପରିବା ଫସଲ । ବର୍ଷା ଯୋଗୁଁ ପ୍ରାୟ ୭୦ ପ୍ରତିଶତ…

ଭିଜିଲାନ୍ସ ପଞ୍ଝାରେ ପୋଲିସ ଏସଆଇ , ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଯାଜପୁର : ପୁଣି ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପୋଲିସ ଏସଆଇ । ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ବିଂଝାରପୁର ଥାନା ଏସଆଇ ଫକୀର ମୋହନ ସିଂ। କଲ୍ୟାଣପୁର ପଂଚାୟତ ବରିବାଗଗାଁ ର ବସନ୍ତ କୁମାର ଜେନା ଙ୍କୁ ଏକ କେଶ ରେ ସହାୟତା କରିବା ପାଇଁ ୬ହଜାର ଟଙ୍କା…

ବର୍ଷା ଉଜାଡ଼ି ଦେଲା ଧାନ ଫସଲ, ଚିନ୍ତାରେ ଚାଷୀ

ଭଦ୍ରକ : ବାତ୍ୟା ଚାଲିଗଲା, ହେଲେ ଦେଇଗଲା ଦୁର୍ଦ୍ଦଶା । ବର୍ଷା ଛାଡିଯାଇଛି, କିନ୍ତୁ ଚାଷୀଙ୍କ ଦୁଃଖକୁ ବଢ଼ାଇ ଦେଇଛି । ବର୍ଷା ଫଳରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ, ବନ୍ତ ବ୍ଲକରେ ହେକ୍ଟର ହେକ୍ଟର ଚାଷ ଜମି…

କୋହଲିଙ୍କ ନାମରେ ବିଶ୍ୱ ରେକର୍ଡ

ମୁମ୍ବାଇ: ୱାଙ୍ଖେଡ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅଧିନାୟକ ଭାବେ କୋହଲି ସମସ୍ତ ଫର୍ମାଟରେ ୫୦ରୁ ଊର୍ଦ୍ଧ୍ୱ ମ୍ୟାଚରେ ବିଜୟ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତୀୟ…

ନୂଆ ଷ୍ଟ୍ରେନରେ ଅଧିକ ସଂକ୍ରମିତ ହେବେନି ଭାରତୀୟ ଶିଶୁ

ନୂଆଦିଲ୍ଲୀ : ବ୍ୟାପୁଛି ଓମିକ୍ରନ । ମାମଲା ବଢୁଥିବା ବେଳେ, ଭୟଭୀତ ହେଲେଣି ଲୋକେ । ତେବେ ଦେଶରେ ଏହି ଭ୍ୟାରିଆଣ୍ଟ ପିଲାଙ୍କ ପାଇଁ କ୍ଷତିକାରକ ହେବନି । ନୂଆ ଷ୍ଟ୍ରେନରେ ଅଧିକ ସଂକ୍ରମିତ ହେବେନି ଭାରତୀୟ ଶିଶୁ । ବିଭିନ୍ନ ଦେଶରେ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ, ଭାରତ…

ଡରାଉଛି ଓମିକ୍ରନ୍, ଚିନ୍ତା ବଢ଼ାଉଛନ୍ତି ବିଦେଶ ଫେରନ୍ତା

ଭୁବନେଶ୍ବର : ଓମିକ୍ରନ ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା । ୩୮ ଦେଶକୁ ଭୂତାଣୁ ବ୍ୟାପି ସାରିଥିବା ବେଳେ, ଏବେ ଚିନ୍ତା ବଢାଇଛନ୍ତି ବିଦେଶ ଫେରନ୍ତା । ଠିକଣା ବଦଳାଇ ଓଡିଶା ଆସୁଛନ୍ତି ଲୋକ । ଏଯାଏଁ ବିଦେଶରୁ ରାଜ୍ୟକୁ ୮୦୦ରୁ ଅଧିକ ଲୋକ ଫେରିଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ…

ଶୀର୍ଷରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ବିଜୟ ହାସଲ କରି ଭାରତୀୟ କ୍ରିକେଟ ଦଳ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥ୍‌ାନ ଅଧିକାର କରିଛି । ଓଭରାଲ ୧୨୪ ରେଟିଂ ପଂଏଟ ସହ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୧୨୧ ସହ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ (୧୦୮) ତୃତୀୟ ସ୍ଥାନରେ…

ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର : ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ଦଳରୁ ପୂର୍ବତନ ବିଧାୟକ ଡକ୍ଟର ପ୍ରଫୁଲ୍ଲ ମାଝୀଙ୍କୁ ବହିଷ୍କାର କରାଯାଇଛି। ଏନେଇ କଂଗ୍ରେସ ଦଳ ପକ୍ଷରୁ ସଂଯୋଜକ ଦୀପକ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା…

[ଭିଡିଓ] ବିଶ୍ୱାସଘାତ: ଛେପର ଲେପରେ ପ୍ରସ୍ତୁତ ହେଉଥିଲା ତନ୍ଦୁରୀ ରୁଟି

ଭୁବନେଶ୍ୱର: ଢାବା, ବିବାହ ଭୋଜିରେ ତନ୍ଦୁରୀ ନାନ୍ କିମ୍ବା ରୁଟି ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ହୁଏ ତ ଆପଣଙ୍କ ବିଶ୍ୱାସ ସହ କେହି ସଂଘାତିକ ଖେଳ ଖେଳିଥାଇପାରନ୍ତି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟିକୁ ଦେଖିଲେ ଆପଣ ସବୁକିଛି ବୁଝିପାରିବେ । ଦାବି ହୋଇଛି ଏହି…

ସଂସଦ ଟିଭିରେ ଆଉ ଟକ୍ ସୋ ‘ଟୁ ଦି ପଏଣ୍ଟ’ କରିବେନି ସାଂସଦ ଶଶୀ ଥରୁର

ନୂଆଦିଲ୍ଲୀ : ସଂସଦ ଟିଭିରେ ନଜର ଆସିବେନି କଂଗ୍ରେସ ସାଂସଦ ଶଶୀ ଥରୁର। ସେ ଆଉ କରିବେନି ଟକ୍ ସୋ ‘ଟୁ ଦି ପଏଣ୍ଟ। ଏହି ଟକ୍ ସୋ ର ହୋଷ୍ଟ ପଦରୁ ସେ ଆଜି ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ରାଜ୍ୟ ସଭାରୁ ନିଲମ୍ବତ ହୋଇଥିବା ୧୨ ଜଣ ବିରୋଧୀ ସାଂସଦଙ୍କ ପ୍ରତି ସମର୍ଥନ ଜଣାଇ ଥରୁର୍ ଏଭଳି…