Latest Odisha News

BREAKING NEWS

Browsing Category

ଫିଚର

ଖୁବ୍ ଶିଘ୍ର ରିଲିଜ ହେବ ”ଲାଗେ ପ୍ରେମ ନଜର”

ଭୁବନେଶ୍ୱର : ଖୁବ୍ ଶୀଘ୍ର ରିଲିଜ ହେବ ଓଲିଉଡ ଫିଲ୍ମ  'ଲାଗେ ପ୍ରେମ ନଜର'। ଡିସେମ୍ବର ଶେଷ ବେଳକୁ ପରଦାକୁ ଆସିବ ନୂଆ ସିନେମା 'ଲାଗେ ପ୍ରେମ ନଜର'। ନୂଆ ବର୍ଷ ଉପଲକ୍ଷେ ଏହି ଫିଲ୍ମ ରିଲିଜ ହେବ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ଅମ୍ଲାନ ରିୟା, ପ୍ରିୟା, ରାଗିଣୀ, ରାକେଶ ଓ ବବିମିଶ୍ର। ।…

ଇଚ୍ଛା ମୃତ୍ୟୁ, ସୁଇସାଇଡ ମେଶିନକୁ ମଂଜୁର କଲା ସୁଇଜରଲାଣ୍ଡ ସରକାର

ନୂଆଦିଲ୍ଲୀ: ସୁଇଜରଲାଣ୍ଡ ସରକାର ଆଜି ଇଚ୍ଛା ମୃତ୍ୟୁକୁ ସରକାରୀ ମଂଜୁରୀ ପ୍ରଦାନ କରିଛି । ଏକ ସୁଇସାଇଡ ମେଶିନ (ସୁସାଇଡ ପଡ)ରେ ବିନା ଯନ୍ତ୍ରଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିପାରିବ । ଏହି ମେସିନ ମଧ୍ୟରେ ଅମ୍ଳଜାନର ମାତ୍ରା ବହୁତ କମ ରଖାଯାଇଥିବ, ଯାହା ଫଳରେ ରୋଗୀ ଧୀରେ ଧୀରେ…

ନାଗାଲାଣ୍ଡରେ ତେଜୁଛି ଉତ୍ତେଜନା, ଜୋର ଧରିଲା ଆଫସ୍ପା ପ୍ରତ୍ୟାହାର ଦାବି

ନାଗାଲାଣ୍ଡ : ନାଗାଲାଣ୍ଡ ଗଣହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ଉତ୍ତେଜନା । ବିବାଦୀୟ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ ବା ଆଫସ୍ପାକୁ ହଟାଇବାକୁ ଜୋର ଧରିଛି ଦାବି । ଏହି ଆଇନକୁ ହଟାଇବା ଦାବିରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓଙ୍କ ସହ ସ୍ବର ମିଳାଇଛନ୍ତି ମେଘାଳୟ…

ସାରା ବିଶ୍ବରେ ଓମିକ୍ରନକୁ ନେଇ ଆତଙ୍କ

ନୂଆଦିଲ୍ଲୀ : ଧିରେ ଧିରେ ବ୍ୟାପୁଛି ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ଯାହାକୁ ନେଇ ବଢ଼ୁଛି ଭୟ । ସାରା ବିଶ୍ବରେ ଓମିକ୍ରନକୁ ନେଇ ଦେଖାଦେଲାଣି ଆତଙ୍କ । ଭାରତରେ ବି ଓମିକ୍ରନ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁବା ପରେ ଚିନ୍ତା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । ନୂଆ ଷ୍ଟ୍ରେନ ଯୋଗୁ…

ହାତରେ ପିସ୍ତଲ ଧରି ଫଟୋ ଉଠାଇଲେ ଟିଏମସି ନେତ୍ରୀ, ଉପୁଜିଲା ରାଜନୈତିକ ବିବାଦ

କୋଲକାତା:ଟିଏମସିର ନେତ୍ରୀ ମୃଣାଳିନୀ ମୌତି ଏବେ ଚର୍ଚ୍ଚାରେ । ସେ ଏକ ସରକାରୀ କାର୍ଯ୍ୟାଳୟରେ ହାତରେ ପିସ୍ତଲ ଧରି ଫଟୋ ଉଠାଇଥିଲେ । ସୋସିଆଲ ସାଇଟରେ ଏହି ଫଟୋ ଭାଇରାଲ ହେବା ପରେ ଏବେ ଏ ନେଇ ବିବାଦ ଉପୁଜିଛି । ମାଲଦା ପଂଚାୟତର ଏବଂ ଜିଲ୍ଲା ମହିଳା ୱିଙ୍ଗର ସଭାପତି ମୃଣାଳିନୀଙ୍କ ଫଟୋକୁ…

ସଂସଦରେ ମୃତ ଚାଷୀଙ୍କ ତାଲିକା ପ୍ରଦାନ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଲୋକସଭାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚାଷୀ ଆଇନ ଆନ୍ଦୋଳନ ସମୟରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ତାଲିକା ଦାଖଲ କରିଛନ୍ତି। ସଂସଦରେ ଶୂନ୍ୟ କାଳ ସମୟ ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିକ୍ଷୋଭ ପ୍ରଦର୍ଶନ କରି ମୃତ୍ୟୁ ବରଣ କରିଥିବା ଚାଷୀ ମାନଙ୍କୁ…

ଯାଜପୁର ପରେ ଅନୁଗୁଳରେ ୧୦ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୁଳ: ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ସ୍କୁଲ, କଲେଜ ଖୋଲିଥିବାରୁ କରୋନାର ଭୟାବହତା ବ୍ୟାପିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରୁ ସ୍କୁଲ ମାନଙ୍କରୁ ଛାତ୍ରଛାତ୍ରୀମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଯାଜପୁର ଜିଲ୍ଲାର ୯ଜଣ ଛାତ୍ରୀଙ୍କ ପଜିଟିଭ୍ ରିପୋର୍ଟ ବାହାରିବା ପରେ ଏବେ…

ଆଜି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ସଙ୍ଗୀତ, ସାମିଲ ହେବେ ବଲିଉଡର ସେଲିବ୍ରେଟି

ମୁୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭକି କୌଶଲ ବିହାର ପାଇଁ ସଜବାଜ ଆରମ୍ଭ ହେଲାଣି। ସଜେଇ ହୋଇଛି ରାଜସ୍ଥାନର ସିକ୍ସଥ ସେନ୍ସ ଫୋର୍ଟ। ଆଜି ଏହି ଫୋର୍ଟରେ ଚିକିନ ଚମେଲି ଓ ଭିକିଙ୍କ ସଙ୍ଗୀତ ସେରିମନି ଆୟୋଜନ କରାଯାଇଛି। ଏହି ଫଙ୍କସନରେ କ୍ୟାଟ୍-ଭିକିଙ୍କ ପିରବାର ଲୋକ ରହିବେ ବୋଲି ସୂଚନା…

ବିଧାନସଭାରେ ବିରୋଧୀଙ୍କ ଘଣ୍ଟମାଡ଼, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭାରେ ବିରୋଧୀଙ୍କ ହାଇଡ୍ରାମା । ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହ । ବିଧାନସଭାରା ଆରମ୍ଭରୁ ହୋ ହାହାଲ୍ଲା ଆରମ୍ଭ ହୋଇଯାଇଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ମାନେ ନାରାବାଜୀ କରିବା ସହ ବିଧାନସଭାରେ ଘଣ୍ଟମାଡ କରିଥିଲେ।…

ସିଆଚେନରେ ପାକ୍ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୨ ପାଇଲଟ୍ ମୃତ

ସିଆଚେନ : ପାକିସ୍ତାନ ସେନାର ହେଲକପ୍ଟର ଦୁର୍ଘଟଣା ଗ୍ରସ୍ତ । ଫଳରେ ଦୁଇଜଣ ପାଇଲଟ୍ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମୃତ ପାଇଲଟ ଦୁଇଜଣ ହେଉଛନ୍ତି ମେଜର ଇରଫାନ୍ ବର୍ଚ୍ଚା ଓ ମେଜର ରାଜା ଜୀସନ୍ ଜହାନଜେବ୍। ଆଇଏସଆରପି କହିଛି ଯେ ଦୁର୍ଘଟଣା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଓ ଉଦ୍ଧାର…