Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶା ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କ ମିଳୁନି ପତ୍ତା

ଭୁବନେଶ୍ୱର: ଓମିକ୍ରନ ନେଇ ବଢ଼ୁଛି ଚିନ୍ତା । ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ସଠିକ୍ ତଥ୍ୟ ମିଳୁନି । ଓମିକ୍ରନ ଆକ୍ରାନ୍ତ ଦେଶରୁ ୮ଶହରୁ ଅଧିକ ଯାତ୍ରୀ ଓଡ଼ିଶା ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୪୦ପ୍ରତିଶତ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ସେନା ବିରୋଧରେ ଅସନ୍ତୋଷ ଓ କୋଭିଡ୍ କଟକଣା ଉଲ୍ଲଙ୍ଘନ ଯୋଗୁଁ ସୁ କିଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ବ୍ୟାଙ୍ଗ୍‌କକ୍‌ : ମିଆଁମାର ନେତ୍ରୀ ସୁ କିଙ୍କୁ ୪ ବର୍ଷ କାରାଦଣ୍ଡ । ସେନା ବିରୋଧରେ ଅସନ୍ତୋଷ ସୃଷ୍ଟି କରିବା ଓ କୋଭିଡ କଟକଣା ଉଲ୍ଲଙ୍ଘନ କରିଥିବାରୁ ଏକ ସ୍ୱତନ୍ତ୍ର ଅଦାଲତ ଦେଶର ବିତାଡିତା ନେତ୍ରୀ ଅଙ୍ଗ୍ ସାନ୍ ସୁ କିଙ୍କୁ ୪ ବର୍ଷ କାରା ଦଣ୍ଡାଦେଶ ଘୋଷଣା କରିଥିବା ସେନାର ମୁଖପାତ୍ର…

ବିବାହ ପାଇଁ ରାଜସ୍ଥାନ ମୁହାଁ ହେଲେ ଭିକି-କ୍ୟାଟ୍ରିନା

ମୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭିକିଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୁମ୍ବାଇ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେସନ ରାଜସ୍ଥାନ ମୋଧପୁରର ରିସୋର୍ଟକୁ ରୟାଲ ଲୁକ୍ ଦିଆଯାଇଛି । କାଲିଠୁ ଆରମ୍ଭ ହେବ ଫଙ୍କସନ୍। ଆଉ ୯ ତାରିଖରେ ବିବାହ…

ଫସଲ ନଷ୍ଟ ହେବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ

ବ୍ରହ୍ମପୁର: ଚାଷୀଙ୍କ ପାଇଁ ଦୁଃଖର କାରଣ ସାଜିଲା ଜୱାଦ । ବାତ୍ୟାରେ ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହିଭଳି ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ତୁରୁବୁଡ଼ି ପଞ୍ଚାୟତର ଉଲୁମ ଗାଁରେ । ମୃତ ଚାଷୀ ଜଣକ ହେଲେ କୈଳାସ ଶବର । କୈଳାସ ୨ ଏକର ଜମିକୁ ଭାଗରେ…

[ଭିଡିଓ] ପଞ୍ଚମ ଦିନରେ ବିଧାନସଭା ଅଚଳ, ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଆଜି ପଞ୍ଚମ ଦିନରେ ବି ଚାଲିପାରିଲାନି ଗୃହ । ସୋମବାର ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ହୋ ହାଲ୍ଲା ଓ ପ୍ରତିବାଦ ଜାରି ରଖିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ଗୃହର ମଧ୍ୟ…

ୱାସିମ ରିଜଭି ହେଲେ ହରବୀର ନାରାୟଣ ସିଂ ତ୍ୟାଗୀ

ନୂଆଦିଲ୍ଲୀ: ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭି ଇସଲାମ ଧର୍ମ ଛାଡି ଆଜି ବିଧିବଦ୍ଧ ଭାବେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ତାଙ୍କ ନାମ ପରିବର୍ତନ କରାଯାଇ ହରବୀର ନାରାୟଣ ସିଂ ତ୍ୟାଗୀ ରଖାଯାଇଛି । ଗାଜିଆବାଦର ଦଶନା ଦେବୀ ମନ୍ଦିରରେ ଶିବ ଶକ୍ତି ଧାମର ମହନ୍ତ ୟତି…

ରାଜ୍ୟରେ ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ଏବେ ଜଣଙ୍କ ପରେ ଜଣଙ୍କ ଜୀବନ ନେଉଛି କରୋନା। ଗତ ୨୪ ଘଣ୍ଟାରେ ୧୦୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୩ କୁ ବୃଦ୍ଧି…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ସମ୍ବଲପୁର: ଭିଜିଲାନ୍ସ ହାତରେ ଧରାପଡ଼ିଲା ପଞ୍ଚାୟତ ନିର୍ବାହୀ ଅଧିକାରୀ । ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ଭିଜିଲାନ୍ସ ରେଡ଼୍ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି ।…

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୬୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୪୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୧୯ଜଣ କରୋନା ପଜିଟିଭ ଚିହ୍ନଟ…

ସିରିଜ ହାତେଇଲା ଟିମ ଇଣ୍ଡିଆ: ରନ ହିସାବରେ ବୃହତମ ବିଜୟ

ମୁମ୍ବାଇ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୩୭୨ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସିରିଜକୁ ୧-୦ରେ ହାତେଇ ନେଇଛି । ରନ ବ୍ୟବଧାନ ଦୃଷ୍ଟିକୋଣରୁ ଭାରତର ଏହା ବୃହତମ ବିଜୟ । ୫୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ଡାରେଲ…