Latest Odisha News

BREAKING NEWS

Browsing Category

ଫିଚର

ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର ତଥା ଇନଚାର୍ଜ ସବ୍ ରେଜିଷ୍ଟର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ନିମାପଡ଼ା ତହସିଲଦାର ରାମ ଚନ୍ଦ୍ର ଜେନାଙ୍କ ଘରେ ସକାଳ ୫ଟା ସମୟରେ ଚଢ଼ାଉ କରାଯାଇଛି। ତହସିଲଦାରଙ୍କ କାର୍ଯ୍ୟାଳୟ ଚଢ଼ାଉବେଳେ ତାଙ୍କୁ ଅଟକାଇ…

ଭିଜିଲାନ୍ସ ଜାଲରେ ମହାବିରୋଡ଼ ଫାଣ୍ଡି ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଢ଼େଙ୍କାନାଳ ଜିଲ୍ଲାର ମହାବିରୋଡ଼ ଫାଣ୍ଡି ଅଧିକାରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ୭ଟି ଘର ଓ ଫାର୍ମ ହାଉସରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ, ପରଜଙ୍ଗ ପୁଲିସ ଥାନା ଅଧିନରେ ଥିବା…

ଆଜିଠାରୁ ‘ହର ଘର ଦସ୍ତକ’ ଅଭିଯାନ

ଭୁୁବନେଶ୍ୱର:ଟିକାକରଣ ଅଭିଯାନକୁ ବୃଦ୍ଧି କରିବା ପାଇଁ ଆଜିଠାରୁ ହର ଘର ଦସ୍ତକ ଅଭିଯାନ ଆରମ୍ଭ ହେବ। କରୋନା ମହାମାରୀକୁ ହରାଇବା ନେଇ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଘରକୁ ଘର ଯିବେ ସ୍ୱାସ୍ଥ୍ୟ କର୍ମୀ। ପରିବାରର କେଉଁ କେଉଁ ସଦସ୍ୟ ଟିକା ନେଇ ନାହାନ୍ତି। ଯଦି ନେଇଛନ୍ତି ଉଭୟ…

ଆଜି ଶ୍ରୀମନ୍ଦିର ପରିଚାଳନା କିମଟି ବୈଠକ ବସିବ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ପୂର୍ବାହ୍ନ ସାଢ଼େ ୧୦ଟାରେ ନିଳାଦ୍ରୀ ଭକ୍ତନିବାସରେ ଏହି ବୈଠକ ବସିବ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ବିଭିନ୍ନ ତହସିଲ ଅଧିନରେ ମହାପ୍ରଭୁଙ୍କ ଜମି ହଡ଼ପ ପ୍ରସଙ୍ଗ ଓ ଜମି ସୁରକ୍ଷା ମୁଖ୍ୟ…

୬ଟି ଷ୍ଟେସନରେ ଅତିରିକ୍ତ ରହଣି କରିବ ଭୁବନେଶ୍ବର-ପଲାସା-ଭୁବନେଶ୍ବର ବିଶେଷ ଟ୍ରେନ୍

ଭୁବନେଶ୍ବର : ୬ଟି ଷ୍ଟେସନରେ ଅତିରିକ୍ତ ରହଣି କରିବ ଭୁବନେଶ୍ବର-ପଲାସା-ଭୁବନେଶ୍ବର ବିଶେଷ ଟ୍ରେନ୍ । ଆସନ୍ତା ୮ ତାରିଖରେ ଭୁବନେଶ୍ବରରୁ ଏବଂ ୯ ତାରିଖରେ ପଲାସାରୁ ୦୮୪୩୩/୦୮୪୩୪ ଭୁବନେଶ୍ବର-ପାଲାସା-ଭୁବନେଶ୍ବର ସ୍ପେଶାଲ୍ ଭୁବନେଶ୍ବର ଏବଂ ପଲାସା ମଧ୍ୟରେ ଆଉ ୬ଟି ଷ୍ଟେସନରେ ଅତିରିକ୍ତ ରହଣି…

ବାଣ ବ୍ୟବହାର ଓ ବିକ୍ରି ନେଇ ଏସଆରସିଙ୍କ ଗାଇଡଲାଇନ୍

ଭୁବନେଶ୍ବର : ଦୀପାବଳିରେ ଫୁଟିବ ସବୁଜ ବାଣ । ଏନେଇ ଆଜି ଅନୁମତି ଦେଇଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । କୋର୍ଟଙ୍କ ଅନୁମତି ପରେ ଏବେ ବାଣ ଫୁଟାଇବା ଓ ବିକ୍ରି ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଦୀପାବଳି, ଛଟ୍, କାର୍ତ୍ତିକ ପୂର୍ଣ୍ଣିମା ବେଳେ ବାଣ…

ନଭେମ୍ବର ୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ଜୋର ଧରିଲା ପ୍ରତିବାଦ । ସାରା ରାଜ୍ୟରେ ପ୍ରତିବାଦ ଓ ବିକ୍ଷୋଭ ଜାରି ରହିଥିବା ବେଳେ, ଏବେ ଓଡ଼ିଶା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ଆସନ୍ତା ୧୨ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ମମିତା ମେହେର ହତ୍ୟା ଘଟଣାରେ…

ଆରମ୍ଭ ହେଲା ରାଜ୍ୟ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ବର : ଆରମ୍ଭ ହେଲା ଓଡ଼ିଶା ପ୍ରଦେଶ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ । ଏହି ସଭ୍ୟ ସଂଗ୍ରହ ଅଭିଯାନ ରାଜ୍ୟର ଜିଲ୍ଲା ସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଚାଲିବ । ଏଆଇସିସି ସାଧାରଣ ସଂପାଦକ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦଳୀୟ ନେତା…

ଭୂତ ପ୍ରତି ଆମେରିକାବାସୀଙ୍କ ଭୟ ରହିଛି : ସର୍ଭେ

ନୂଆଦିଲ୍ଲୀ: ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ହେଲା ଆମେରିକା । ତେବେ ଆମେରିକାବାସୀ ଭୂତପ୍ରେତଙ୍କୁ ଭୟ କରୁଥିବା ଏକ ସର୍ଭେରେ ଜଣାପଡିଛି । ଗ୍ୟାଲେପ ନାମକ ଏହି ସର୍ଭେ ସଂସ୍ଥାର ରିପୋର୍ଟ ଅନୁସାରେ ୫ଜଣଙ୍କ ମଧ୍ୟରୁ ୨ଜଣ ଭୂତ ଥିବା ବିଶ୍ୱାସ କରନ୍ତି । ସେହିପରି ୫ଜଣଙ୍କ ମଧ୍ୟରୁ ଜଣେ ଭୂତକୁ…

ପୁରୀ ମଙ୍ଗଳା ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ପୁରୀ : ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳା ନଦୀରେ ଅଘଟଣ । ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମଙ୍ଗଳା ଘାଟର ମାଗୁଣି ନାୟକ । ଆଜି ଅପରାହ୍ନରେ ମାଗୁଣି ମଙ୍ଗଳା ନଦୀକୁ ଶୌଚ ପାଇଁ ଯାଇଥିଲେ । କିନ୍ତୁ ନଦୀରେ ଗୋଡ ଖସିଯିବାରୁ ନଦୀ ଭିତରକୁ ଚାଲି ଯାଇଥିଲେ…