Latest Odisha News

BREAKING NEWS

Browsing Category

ଫିଚର

ସମ୍ପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ର ସରଞ୍ଜାମର ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ଏମଓୟୁ

ଭୁବନେଶ୍ବର : ସମ୍ପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ର ସରଞ୍ଜାମର ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ହୋଇଛି ଏମଓୟୁ । ସମସ୍ତ ପୌରସଂସ୍ଥା ସହ ୩୩ ଆଇଟିଆଇ ମଧ୍ୟରେ ହୋଇଛି ଚୁକ୍ତିପତ୍ର ସ୍ବାକ୍ଷର । ରାଜ୍ୟର ୧୧୪ ପୌରାଞ୍ଚଳରେ ପ୍ରତିଷ୍ଠା କରାଯାଇଛି ଏହି ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ର…

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ତାଲିକା ସଂଶୋଧନ ନେଇ ସର୍ବଦଳୀୟ ବୈଠକରେ ହେବ ଆଲୋଚନା

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତି । ଆସନ୍ତା ୨୦୨୨ରେ ହେବ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ୨୦୨୧ ଜାନୁଆରୀ ପହିଲାରୁ ଭୋଟର ତାଲିକା ପ୍ରଦାନ କରିସାରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ତେବେ ଏହି…

କୋଲକାତାରେ ବଢୁଛି ସଂକ୍ରମଣ, ସୋନାରପୁର ପୌରାଞ୍ଚଳରେ ଲାଗୁ ହେଲା ୩ ଦିନିଆ ଲକଡାଉନ୍

ପଶ୍ଚିମବଙ୍ଗ : ଦୁର୍ଗାପୂଜା ପରେ କୋଲକାତାରେ ବଢୁଛି ସଂକ୍ରମଣ । ପ୍ରତିଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବା ବେଳେ, ଏବେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧି ପରେ ସୋନାରପୁର ପୌରାଞ୍ଚଳକୁ ୩ ଦିନ ପାଇଁ ଲକଡାଉନ୍ ଘୋଷଣା…

କାମ କରି ମିଳୁନି ପାରିଶ୍ରମିକ, ଡିଏଫଓ ଅଫିସ ଘେରାଉ କଲେ ମହିଳା ଶ୍ରମିକ

କେନ୍ଦୁଝର: ବନଖଣ୍ଡ ଅଧିକାରୀକୁ ଘେରିଲେ ମହିଳା ଶ୍ରମିକ। ୭ମାସ ଧରି କାମ କରିଥିଲେ ମଧ୍ୟ ପାରିଶ୍ରମିକ ମିଳିନି। ଫଳରେ ବାଧ୍ୟ ହୋଇ ମହିଳା ଶ୍ରମିକମାନେ ଡିଏଫଓ ଅଫିସ୍ ଘେରାଓ କରିଛନ୍ତି। ଧ୍ୱଂସ ପାଉଥିବା ଜଙ୍ଗଲ ପୁନଃ ସ୍ଥାପନା ନିମନ୍ତେ ଆରମ୍ଭ ହୋଇଛି ବନୀକରଣ। ଏହି ବନୀକରଣ ଚାରାର ଅଭାବ…

ବନ ବିଭାଗ ପଞ୍ଝାରେ ଶିକାରୀ ,ହରିଣ ମାଂସ ଜବତ

କେନ୍ଦୁଝର :ହରିଣ ମାଂସ ବିକ୍ରି କରୁଥିବା ବେଳେ ମାଡିବସିଲା ବନ ବଭାଗ । କେନ୍ଦୁଝର ଗୁପ୍ତଗଙ୍ଗା ଅଞ୍ଚଳରେ ହରଣ ମାଂସ ବିକ୍ରି କରୁଥିବା ଶିକାରୀକୁ ଗିରଫ କରିଛି ବନ ବିଭାଗ । ତା ସହ ଅଭିଯୁକ୍ତ ଠାରୁ ଓଜନ କଣ୍ଟା ,ମାଂସ ଓ କଟୁରୀ ଜବତ କରିଛି । କେନ୍ଦୁଝର ବିଜେପି ରେଞ୍ଜ ଗୋନାସିକା ସ୍ଥିତ…

ବିଜ୍ଞାପନରେ ସଧବା ନାରୀର ପ୍ରତୀକକୁ ଅପମାନ କଲେ ସବ୍ୟସାଚୀ!

ମୁମ୍ବାଇ: ହିନ୍ଦୁଙ୍କ ଆସ୍ଥା ଉପରେ ବାରମ୍ବାର କୁଠାରଘାତ ହେଉଛି । କରୱାଚୌଥରେ ସମଲିଙ୍ଗୀ ପ୍ରୋତ୍ସାହନ ପରେ ଏବେ ସଧବା ନାରୀର ସମ୍ମାନ ତଥା ପ୍ରତୀକ ମଙ୍ଗଳସୂତ୍ରକୁ କଦର୍ଥ ଭାବେ ଉପସ୍ଥାପନ କରାଯାଇଛି । ବଲିଉଡର ପ୍ରତିଷ୍ଠିତ ଡିଜାଇନର ସବ୍ୟସାଚୀ ମୁର୍ଖାଜୀ ନୂତନ ଅଳଙ୍କାର ବିଜ୍ଞାପନ ଏହି…

ଯାଜପୁର ସବ-ଜେଲରେ ଲାଇବ୍ରେରୀ ସେବା ଆରମ୍ଭ

ଯାଜପୁର :ଅନ୍ତେବାସୀ ପଢ଼ିବେ ପାଠ । ଯାଜପୁର ସବ-ଜେଲରେ ଆରମ୍ଭ ହେଲା ଲାଇବ୍ରେରୀ ସେବା। ଯାଜପୁର ସର୍ବ ପୂରାତନ ଜେଲରେ ଆଜିଠାରୁ ଆଜି ପ୍ରଥମ ଥର ପାଇଁ ରୋଟାରୀ କ୍ଲବ ସହାୟତାରେ ଅନ୍ତେବାସୀଙ୍କୁ ଲାଇବ୍ରେରୀ ସୁବିଧା ଯୋଗାଇ ଦିଆଯାଇଛି ।ଏହି ଅବସରରେ ଯାଜପୁର ଉପଜିଲ୍ଲାପାଳ ,ଜ୍ୟୋତିଶଙ୍କର…

ମୁଖ୍ୟମନ୍ତ୍ରୀ ନବୀନଙ୍କ ସମ୍ମୁଖରେ ୧୩ଦଫା ଦାବି ରଖିବେ ଭଦ୍ରକ ଡ୍ରାଇଭର ମହାସଂଘ

ଭଦ୍ରକ: ୧୩ଦଫା ଦାବି ନେଇ ଆଜି ଭଦ୍ରକ ଡ୍ରାଇଭର ମହାସଂଘର ପଦଯାତ୍ରା। ଏହି ଦାବି ଉପସ୍ଥାପନା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ନବୀନ ନିବାସ ପର୍ଯ୍ୟନ୍ତ ଡ୍ରାଇଭରମାନେ ପଦଯାତ୍ରା କରୁଛନ୍ତି । ଆଜି ଭଦ୍ରକରୁ ୫ହଜାର ଜଣ ଡ୍ରାଇଭର ବାହାରି ଏହି ପଦଯାତ୍ରାରେ ସାମିଲ ହେବେ। ଓଡ଼ିଶା ଡ୍ରାଇଭର…

ଏଲୋପାଥୀ ବିରୁଦ୍ଧରେ ଭୁଲ ତଥ୍ୟ ଦେବା ପଡ଼ିଲା ମହଙ୍ଗା : ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ ଜାରି

ଦିଲ୍ଲୀ : ପୁଣି ଫସିଲେ ବାବା ରାମଦେବ। ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ ଜାରି । କରୋନା ମହାମାରୀ ବ୍ୟାପିବା ସମୟରେ ବାବା ରାମଦେବ ଏଲୋପାଥୀ ଚିକତ୍ସା ବିରୁଦ୍ଧରେ ଭୁଲ କଥା କହି ଲୋକଙ୍କୁ ଭ୍ରମିତ କରିଥିବାରୁ ,ତାଙ୍କ ନାଁ ରେ ଭାରତୀୟ ମେଡିକାଲ ଆସୋସିଏସନ ଏବଂ ଅନ୍ୟ…

ପ୍ରକାଶ ପାଇବ NEET-UG ଫଳାଫଳ: ସୁପ୍ରିମକୋର୍ଟ

ଦିଲ୍ଲୀ: ପ୍ରକାଶ ପାଇବ ନିଟ୍-ୟୁଜି ଫଳାଫଳ। ଏନେଇ ସୁପ୍ରିମକୋର୍ଟ ୧୬ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳକୁ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷ୍ପତି ଉପରେ ରୋକ ଲଗାଇଦେଇଛନ୍ତି ସୁପ୍ରିମକୋର୍ଟ। ନିକଟରେ ବମ୍ବେ ହାଇକୋର୍ଟ ୨ଛାତ୍ରଙ୍କୁ ପୁଣି ଥରେ ପରୀକ୍ଷା…