Latest Odisha News

BREAKING NEWS

Browsing Category

ଫିଚର

ଇବ୍ ନଦୀ ନିକଟରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଝାରସୁଗୁଡ଼ା: ଇବ୍ ନଦୀ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ଜଣକ ହେଲେ ପଙ୍କଜ କୁମାର। ସେ ଝାଡ଼ଖଣ୍ଡ ଅଞ୍ଚଳରୁ ଆସି ବ୍ରଜରାଜନଗରରେ ରହୁଥିଲେ। ସୂଚନା ଅନୁଯାୟୀ, ସକାଳୁ ଇବ୍ ନଦୀ ନିକଟରେ ଜଣଙ୍କର ମୃତଦେହ ପଡ଼ିଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା। ଇବ୍ ନଦୀ ପୋଲର ବାମପଟେ ଜଣଙ୍କ…

ହାଇକୋର୍ଟ ଗଲା ମମିତା ହତ୍ୟା ମାମଲା ,ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ସହ ସିବିଆଇ ତଦନ୍ତ ଦାବି

କଟକ:ଓଡ଼ିଶା ହାଇକୋର୍ଟରେ ପହଁଚିଲା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା। ଘଟଣାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ କଲା ଭାରତୀୟ ବିକାଶ ପରିଷଦ। ସିବିଆଇ କିମ୍ବା ଅନ୍ୟ କୌଣସି ସ୍ୱାଧିନ ତଦନ୍ତ କାରୀ ସଂସ୍ଥା ଦ୍ୱାରା ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ତଦନ୍ତରେ ସହଯୋଗ କରିବା ଓ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ । ତେବେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ଧାର୍ଯ୍ୟ କରିବେ ବୋଲି କୋର୍ଟ…

ଅଷ୍ଟ୍ରେଲିଆର ହ୍ୟାରିସନ ଗୋଟିଏ ଓଭରରେ ମାରିଲେ ୮ ଛକା

ସିଡନୀ: କ୍ରିକେଟରେ ଗୋଟିଏ ଓଭରରେ ୬ଟି ଛକା କେତେଜଣ ବ୍ୟାଟ୍ସମ୍ୟାନ ମାରି ସାରିଛନ୍ତି । ତେବେ ଗୋଟିଏ ଓଭରରେ ୮ଟି ଛକା ମାରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି ଅଷ୍ଟ୍ରେଲିଆର ସ୍ୟାମ ହ୍ୟାରିସନ । ଏକ କ୍ଲବ କ୍ରିକେଟ ମୁକାବିଲାରେ ସୋରାଂଟା ଡନକ୍ରେଗ ସିନିୟର ଟିମ ପକ୍ଷରୁ ଖେଳୁଥିବା…

ଶାହାରୁଖ, ଅନନ୍ୟାଙ୍କ ଘରେ ଏନସିବି ଚଢ଼ାଉ

ମୁମ୍ବାଇ: ନାର୍କୋଟିସ କଂଟ୍ରୋଲ ବ୍ୟୁରୋ (ଏନସିବି) ଆଜି ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଅନନ୍ୟା ପାଣ୍ଡେଙ୍କ ଘରେ ଚଢ଼ାଉ କରିଛି । ଏହା ପରେ ଅପରାହ୍ନ ୨ଟା ବେଳେ ଏନସିବି ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟାଙ୍କୁ ପଚରାଉଚରା ପାଇଁ ଡକାଇଛି । ସୂଚନାଯୋଗ୍ୟ, ବୁଧବାର ଡ୍ରଗ୍ସ କେସରେ ଜାମିନ ଅବେଦନ…

୩୨୪ବୋତଲ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ

ବରଗଡ଼: ବିପୁଳ ପରିମାଣରେ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ। ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଭୁକ୍ତା ଅଞ୍ଚଳରୁ ୩୨୪ବୋତଲ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ ହୋଇଛିି। ଅବକାରୀ ଗୁଇନ୍ଦା ସଂସ୍ଥା, ସମ୍ବଲପୁର ଓ ଭଟଲି ଅବକାରୀ ବିଭାଗ ମିଳିତଭାବେ ଚଢ଼ାଉ କରିଥିଲେ। କୌଣସି ସୂତ୍ରରୁ ଖବର ମିଳିବା ପରେ…

କଟକରେ ୬୨ ତମ ପୋଲିସ ସହିଦ ଦିବସ ପାଳିତ

କଟକ : ଆଜି ପୋଲିସ ସହିଦ ଦିବସ । କଟକ ବକ୍ସିବଜାର ସ୍ଥିତ ରାଜ୍ୟ ପୋଲିସ କାର୍ଯ୍ୟାଳୟରେ ପାଳିତ ହୋଇଛି ୬୨ ତମ ପୋଲିସ ସ୍କୁୃତି ଦିବସ। ଏହି ଉତ୍ସବରେ ଗତ ବର୍ଷ କୋଭିଡରେ ସହିଦ ହୋଇଥିବା ୨୨ ଜଣ ଏବଂ ୪ ଜଣ ଆଇନଶୃଙ୍ଖଳା ରକ୍ଷା କରି ସହିଦ ହୋଇଥିବା ପୋଲିସଙ୍କର ଅମର ଆତ୍ମାର ସତଗତି ପାଇଁ…

ପୋଲିସ ବିରୋଧରେ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀଙ୍କ ଏତଲା

ବାଲେଶ୍ୱର: ପୋଲିସ ବିରୋଧରେ ଏତଲା ଦେଇଛନ୍ତି ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀ। ପୋଲିସ କବଜାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦରର ମୃତ୍ୟୁ ହୋଇଥିଲା। ଘଟଣାର ୩ମାସ ପରେ ଶେଖ୍ ହାଇଦରର ପତ୍ନୀ ହାସିନା ବିବି ସିମୁଳିଆ ଥାନାରେ ଲିଖିତ ଅଭିଯୋଗ…

ମା’ ସୁନାଦେଈଙ୍କ ବୁଏଲ ଯାତ୍ରା ସମ୍ପନ୍ନ, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ନୂଆପଡ଼ା: ସୁନାବେଡ଼ାରେ ବହୁ ପ୍ରସିଦ୍ଧ ମା’ ସୁନାଦେଈଙ୍କ ବୁଏଲ ଯାତ୍ରା ସମ୍ପନ୍ନ ହୋଇଛି। ସୁନାବେଡ଼ା ଅଞ୍ଚଳର ୮୪ଟି ଛୋଟ ବଡ଼ ସାହିର ଇଷ୍ଟଦେବୀ ହେଉଛନ୍ତି ମା’ ସୁନାଦେଈ। ମା’ ସୁନାଦେଈଙ୍କ ଯାତ୍ରା ବର୍ଷକୁ ଦୁଇଥର ହୋଇଥାଏ। ମାତ୍ର ଅଶ୍ୱିନୀ ମାସ ପୂର୍ଣ୍ଣିମା ତିଥିରେ ହେଉଥିବା ବୁଏଲ ଯାତ୍ରା…

ପୁଅକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ୍

ମୁମ୍ବାଇ: ପୁଅକୁ ଭେଟିବାକୁ ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ଼ ଜେଲରେ ପହଞ୍ଚିଛନ୍ତି। ଅକ୍ଟୋବର ୮ରୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଜେଲରେ ଅଛନ୍ତି ଆର୍ଯ୍ୟନ୍ ଖାନ୍। ଏବେ ଯାଏଁ ତାଙ୍କ ଜାମିନ ଆବେଦନ ହୋଇପାରିନାହିଁ। ପରିଦର୍ଶନ ବିଭାଗରେ ଶାହାରୁଖ ଖାନଙ୍କ…