Latest Odisha News

BREAKING NEWS

Browsing Category

ଫିଚର

ଚେନ୍ନାଇ ସୁପକିଙ୍ଗସ୍ ଆଇପିଏଲ୍ ଚାମ୍ପିଅନ୍

ସ୍ପୋର୍ଟସ ବ୍ୟୁରୋ (ଓଡ଼ିଶା ସମ୍ବାଦ): ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ପୁଣି ଥରେ ଆଇପିଏଲ୍ ଚାମ୍ପିଅନ୍ ହୋଇଛି ଚେନ୍ନାଇ ସୁପରକିଙ୍ଗସ । କୋଲକାତା ନାଇଟ ରାଇଡର୍ସକୁ ୨୭ ରନରେ ପରାସ୍ତ କରି ଚତୁର୍ଥ ଥର ଆଇପିଏଲ୍ ଟ୍ରଫି ହାତେଇଛି । ଚଳିତ ଆଇପିଏଲ୍ ଫାଇନାଲରେ ଚେନ୍ନାଇ ଓ କୋଲକାତା ଭିତରେ…

କୋଲକାତା ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ

ଦୁବାଇ: ଚଳିତ ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ ୧୯୩ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଟସ୍ ଜିତି କୋଲକାତା ଅଧିନାୟକ ଇଅନ ମୋର୍ଗାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଚେନ୍ନାଇର ଫାଫ ଡୁ ପ୍ଲେସିସ ୫୯ ବଲରେ ୮୬, ମୋଇନ ଅଲି…

ସିଙ୍ଗୁ ସୀମାରେ ନିର୍ମମ ହତ୍ୟାକାଣ୍ଡ ରଚିଥିବା ନିହଙ୍ଗ ଶିଖ ସରବଜିତଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ: ସିଙ୍ଗୁ ସୀମାରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଏହାର ମୁଖ୍ୟ ଅଭିଯୁକ୍ତ ନିହଙ୍ଗ ଶିଖ ସରବଜିତ ସିଂ ଆଜି ହରିୟାଣା ପୋଲିସଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ପୋଲିସ ତାଙ୍କୁ ଗିରଫ କରି ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି ।…

ଗୁଗଲ ସର୍ଚ୍ଚ ଇଂଜିନର ତ୍ରୁଟି ଖୋଜି ସମ୍ମାନୀତ ହେଲେ ଭାରତର ମୟଙ୍କ

ପ୍ରୟାଗରାଜ: ଭାରତର ମେଧାବୀ ଛାତ୍ର ମୟଙ୍କ ମିଶ୍ର ବିଶ୍ୱର ଶ୍ରେଷ୍ଠ ସର୍ଚ୍ଚ ଇଂଜିନ ଭାବେ ପ୍ରତିଷ୍ଠିତ ଗୁଗଲର ତ୍ରୁଟି ଖୋଜିବାରେ ସଫଳ ହୋଇଛନ୍ତି । ଏଥିରେ ଖୁସି ହୋଇ ଗୁଗଲ ବଗ ହଂଟର ହଲ ଅଫ ଫେମରେ ମୟଙ୍କଙ୍କୁ ସ୍ଥାନ ଦିଆଯାଇଛି । ବିଟେକ କରୁଥିବା ମୟଙ୍କ ଅତି ସାଧାରଣ ପରିବାରରୁ ଆସିଛନ୍ତି ।…

ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଶିଳ୍ପପତି ତଥା କେଜେଏସ ଗ୍ରୁପର ଅଧ୍ୟକ୍ଷ କମଳଜିତ ସିଂହ ଆଲୁୱାଲିଆଙ୍କ ପରଲୋକ । ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭାରାତୀୟ ଖଣି ଓ ଲୌହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ କମଳଜିତ ସିଂହ ଜଣେ ପ୍ରମୁଖ ଓ ଜଣାଶୁଣା ବ୍ୟକ୍ତିତ୍ବ ଥିଲେ । ଜୀବନରେ ବହୁ ସଂଗ୍ରାମ ଓ…

ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବାରୁ ପୋଲିସ ଗାଡି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ବରଗଡ଼ : ପୋଲିସ ଗାଡ଼ି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଗାପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କହିବାରୁ ପୋଲିସ ଗାଡି ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକ । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଡଭା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମା’…

ଲଂଚ ହେଲା ଓଡିଆ ଓଟିଟି ପ୍ଲାଟଫର୍ମ “Kanccha Lannka”

ଭୁବନେଶ୍ୱର: ଏଣିକି ମନୋରଂଜନ କ୍ଷେତ୍ରରେ ଓଡିଶା କିମ୍ବା ଓଡିଆ ଭାଷା ଆଉ ପଛରେ ରହିବ ନାହିଁ । ପ୍ରତିଭାବାନ କଳାକାରଙ୍କୁ ମିଳିବ ଭରପୁର ସୁଯୋଗ, ଦର୍ଶକଙ୍କୁ ମିଳିବ ନନଷ୍ଟପ୍ ଅନ୍ ଡିମାଣ୍ଡ ଏଣ୍ଟରଟେନମେଣ୍ଟ । ଲଂଚ ହୋଇଛି ଓଡିଶାର ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ "Kanccha Lannka"…

ମାଆଙ୍କ ଭକ୍ତଙ୍କ ଉପରେ ମାଡିଗଲା ଗଂଜେଇ ନେଉଥିବା କାର

କାଶପୁର: ଛତିଶଗଡର କାଶପୁର ଅଂଚଳରେ ଦଶହରା ଭଳି ଦିନରେ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ମାଆ ଦୁର୍ଗାଙ୍କ ଦର୍ଶନ ପାଇଁ ଯାଉଥିବା ଏକ ଭୀଡ ଉପରେ ହଠାତ ଏକ କାର ମାଡି ଯାଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତମାନଙ୍କୁ ପାଥଲଗାଁଓର ଡାକ୍ତରଖାନାରେ…

ମୂର୍ତ୍ତି ବିସର୍ଜନ ସାରି ଫେରିବା ବେଳେ ଅଘଟଣ ,ଓଲଟିଲା ଟ୍ରାକ୍ଟର ୧୧ ମୃତ

ଉତ୍ତରପ୍ରଦେଶ:ସଡକ ଦୁର୍ଘଟଣାରେ ନିମିଷକେ ଚାଲିଗଲା ୧୧ ଜଣଙ୍କ ଜୀବନ । ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ଓ ୪ ଜଣ ଶିଶୁ ଥିବା ଜଣାପଡ଼ିଛି ।ଉତ୍ତର ପ୍ରଦେଶ ଝାନସୀ ଚିରଗାଁଓ ଅଞ୍ଚଳର ଏପରି ଅଘଟଣ ହୋଇଛିା  ମାଣ୍ଡେର ରୋଡ ସ୍ଥିତ ଛିନ୍ନୋରା ଗାଁର ଶ୍ରଦ୍ଧାଳୁମାନେ ମୂର୍ତ୍ତି ବିସର୍ଜନ ସାରି…

ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବାକୁ ୬୩ବର୍ଷୀୟ ବୃଦ୍ଧଙ୍କ ୭୫୦ କିଲୋମିଟର ପଦଯାତ୍ରା

ଦିଲ୍ଲୀ: ପାଦରେ ଚାଲି ଚାଲି ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ୬୩ବର୍ଷୀୟ ବୃଦ୍ଧ। ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଜଣେ ବୃଦ୍ଧ ୭୫୦ କିଲୋମିଟର ପଦଯାତ୍ରା କରି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଯାତ୍ରା ସେ ୨୨ଦିନରେ ଅତିକ୍ରମ କରିଛନ୍ତି। ପିପାରିଆ ଗାଁର…