Latest Odisha News

BREAKING NEWS

Browsing Category

ଫିଚର

ପାରଳା ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ନାଁରେ ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ଅଭିଯୁକ୍ତ ।…

ସୁବର୍ଣ୍ଣପୁରରେ ଗୋ ଶ୍ରଦ୍ଧା ଅଭିଯାନ ଆରମ୍ଭ

ସୋନପୁର: ସୁବର୍ଣ୍ଣପୁର ପୌରାଞ୍ଚଳରେ ବୁଲା ଗାଈ ଗୋରୁଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏନେଇ ଜିଲ୍ଲା ପ୍ରଶାସନ ତଥା ପୌରପାଳିକା ପକ୍ଷରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନକୁ ନେଇ ଆରମ୍ଭ ହୋଇଛି ଗୋ ଶ୍ରଦ୍ଧା ଅଭିଯାନ।…

କଳାହାଣ୍ଡିରେ ମାତିଛନ୍ତି ନକଲି ମାଷ୍ଟର, ଧରାପଡିଲେ ୧୨ଜଣ

କଳାହାଣ୍ଡି: ସରିଲା କଳାହାଣ୍ଡି ଜିଲ୍ଲାର୧୩ଟି ବ୍ଲକର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ୍ ଯାଂଚ ପ୍ରକ୍ରିୟା । ଓ.ଟି.ଇ.ଟି ସାର୍ଟିଫିକେଟ୍ ଯାଂଚ ସମୟରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ଜଣେ କି ଦୁଇଜଣ ନୁହେଁ ବରଂ ନକଲି ମାଷ୍ଟର ଭାବେ ସାମ୍ନାକୁ ଆସିଛି ୧୨ ଜଣ…

ଜେଲରେ ପ୍ରଥମ ରାତି କାଟିଲେ ଜୁନିଅର କିଙ୍ଗ ଖାନ୍

ମୁମ୍ବାଇ: ଜୁନିଅର୍ ଖାନଙ୍କୁ ମହଙ୍ଗା ପଡ଼ିଲା ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି । ବେଲ୍ ମିଳିଲାନି । ଶେଷରେ ମୁମ୍ବାଇ ଆର୍ଥର ରୋଡ୍ ଜେଲ୍ ଯାଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍ । ଜେଲରେ ପ୍ରଥମ ରାତି କାଟିଛନ୍ତି । ଡ୍ରଗ୍ସ କେସରେ ଗିରଫ ଅଭିଯୁକ୍ତଙ୍କୁ ଆର୍ଥର ରୋଡ୍ ଜେଲର ପ୍ରଥମ…

ମୃତଦେହ ରଖି ରାସ୍ତାରୋକ, ବାରିପଦା-ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍

ବାରିପଦା: ମୃତଦେହ ରଖି ରାସ୍ତା ଅବରୋଧ । ରୋଗୀ ମୃତ୍ୟୁର ପ୍ରତିବାଦ । କ୍ଷତିପୂରଣ ଦାବିରେ ବାରିପଦା-ଉଦଳା ରାସ୍ତାକୁ ଗତକାଲି ରାତିରୁ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ । ଫଳରେ ଏହି ରାସ୍ତାରେ ଠପ୍ ହୋଇଛି ଗାଡ଼ିମୋଟର ଚଳାଚଳ । ଅଭିଯୋଗ ହୋଇଛି, ଗତ ୩ ତାରିଖରେ ବାରିପଦା ମେଡିକାଲ କଲେଜ ଓ…

ଦଶହରାରେ ଲଘୁଚାପ: ୧୫-୧୬ ବେଳକୁ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବ

ଭୁବନେଶ୍ୱର: ବର୍ଷାରେ ଭିଜିବ ଦଶହରା । ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ-ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆଜି ଗୋଟିଏ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ…

ପୋଖରୀ ଭିତରୁ ନିଖୋଜ ଯୁବତୀଙ୍କ ମୃତଦେହ ଠାବ

ଖୋର୍ଦ୍ଧା: ଦୁଇ ଦିନ ତଳେ ନିଖୋଜ ଯୁବତୀଙ୍କ ମୃତଦେ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ଅଟ୍ରି-ଶରଧାପୁର ରାସ୍ତା କଡ଼ ଏକ ପୋଖରୀ ଭିତରୁ ମୃତଦେହ ଠାବ ହୋଇଛି । ୨ ଦିନ ତଳେ ଅଟ୍ରି ଗାଁର ଯୁବତୀ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ବାଘମାରୀ ଥାନାରେ ଅଭିଯୋଗ ପରେ…

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡାକ୍ତର ଗିରଫ

ବାରିପଦା: ଲାଞ୍ଚ ନେବା ବେଳେ ଡାକ୍ତର ବାବୁ ଗିରଫ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ଦେବୀଦତ୍ତ ପାତ୍ରଙ୍କୁ ଧରିଥିଲା ଭିଜିଲାନ୍ସ । ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ସେ ୨୦ ହଜାର ଟଙ୍କା ଲାଞ୍ଚ…

ଜାମିନ ଆବେଦନ ଖାରଜ ପରେ କୋର୍ଟ ପରିସରରେ ଅସୁସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦେବ

ଖୋର୍ଦ୍ଧା : ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନି ଆବେଦନ ଖାରଜ ପରେ ଖୋର୍ଦ୍ଧା କୋର୍ଟ ପରିସରରେ ସେ  ଅସୁସ୍ଥ ହୋଇପଡ଼ିଛନ୍ତି  । ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତି କରାଯାଇଛି । ଆଜି ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ତାଙ୍କୁ ବେଲ…

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ,ମାଲିକ ଗିରଫ

କାମାକ୍ଷାନଗର: ଦେଶୀ ବନ୍ଧୁକ ତିଆରି କାରଖାନା ଠାବ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅନ୍ତର୍ଗତ ବାମ୍ ଗାଁ ଭୁଟୁଭୁଟି ସାହିରୁ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପରଜଙ୍ଗ ପୋଲିସ । କାରଖାନାର ମାଲିକ ମଙ୍ଗୁଳୁ ମହାରଣାକୁ ଗିରଫ କରିବା ସହ ବନ୍ଧୁକ ତିଆରି ସାମଗ୍ରୀ…