Latest Odisha News

BREAKING NEWS

Browsing Category

ଫିଚର

ଆମେରିକା ଗସ୍ତରେ ମୋଦି,୨୪ରେ ମୋଦି-ବାଇଡେନ ସାକ୍ଷାତ

ଦିଲ୍ଲୀ : ଆଜିଠାରୁ ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସେ ୱାସିଟନଂରେ ପହଁଚିବେ । ପରେ ୨୩ ତାରିଖରେ ଆମେରିକାର ଟପ୍ ସିଇଓଙ୍କୁ ଭେଟିବେ ମୋଦି ।୨୪ ତାରିଖରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ଭାରତ ଆମେରିକା ସାମରିକ ସହେଯାଗ ବାଣିଜ୍ୟ ସୁରକ୍ଷା…

ବଢ଼ୁଛି ସୁବର୍ଣ୍ଣରେଖା ଜଳସ୍ତର, ବନ୍ୟା ଆଶଙ୍କା

ବାଲେଶ୍ୱର : ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ,ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ବଡ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ରାଜଘାଟ ରେଡିଂ ପଏଣ୍ଟ ଅନୁଯାୟୀ ବୁଧବାର ସକାଳ ୧୦ ଟା ବେଳେ ନଦୀର ଜଳସ୍ତର ୯.୪୮ ମିଟର ରହିଥିଲା । ଏଠାରେ ସତର୍କ…

ତଣ୍ଟି କାଟି ହତ୍ୟା, ଅଭିଯୁକ୍ତ ଫେରାର

ରାୟଗଡ଼ା : ରାୟଗଡ଼ା ରେ ଜଘଣ୍ୟ ହତ୍ୟାକାଣ୍ଡ । ରାୟଗଡ଼ା ଜିଲ୍ଲା ଆମ୍ବଡୋଳା ରଘୁବୀର ଗାଁ ରେ ଏପରି ଅଭାବନୀୟ ଘଟଣା ଘଟିଛି। ରଘୁବାରୀ ଗାଁ ର ଶିବ ଡଙ୍ଗରିଙ୍କୁ କେହି ଦୁର୍ବୁତ୍ତ ଏକ ଦୋକାନ ସମ୍ମୁଖରେ ବେକ କାଟି ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟା କାରି ଜଣକ ଫେରାର ହୋଇଯାଇଛି । ପରେ ଆମ୍ବଡୋଳା…

ଟ୍ରକ୍ ଧକ୍କାରେ କଲେଜ ଛାତ୍ରୀ ଆହତ ପରେ ଉତ୍ତେଜନା

ଭଦ୍ରକ: ଦୁର୍ଘଟଣାରେ କଲେଜ ଛାତ୍ରୀ ଆହତ ପରେ ଉତ୍ତେଜନା । ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଭାଙ୍ଗିଲେ ଉତ୍ୟକ୍ତ ଛାତ୍ର । ଆହତ ଛାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଛାତ୍ରୀ ଜଣକ ଏକ…

ଫୁଲୁଛି ଜଳକା: ପାଣି ଘେରରେ ବସ୍ତା ବ୍ଲକର ୫୦ରୁ ଅଧିକ ଗାଁ

ବାଲେଶ୍ୱର: ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲୁଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ଟପିଛି । ବିପଦ ସଙ୍କେତଠାରୁ ପାଖାପାଖି ୨ ମିଟର ଅଧିକ ପାଣି ପ୍ରବାହିତ ହେଉଛି । ମଥାନୀଠାରେ ଏବେ ୭.୧୮ ମିଟର ପାଣି ପ୍ରବାହିତ ହେଉଛି । ସେଠାରେ ବିପଦ ସଙ୍କେତ ସ୍ତର…

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: ଘର ଭିତରୁ ମାଆ ଓ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଘର ଭିତରୁ ମାଆ ଓ ଦୁଇ ଝିଅଙ୍କର ମୃତଦେହ ଉଦ୍ଧାର । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରୁ ଆସିଛି ଏହି ହୃଦୟବିଦାରକ ଘଟଣା । ବ୍ରଜରାଜନଗର ଗଙ୍ଗାନଗର ଫାଟକପଡ଼ାରେ ଏକ ଘର ଭିତରୁ ତିନି ଜଣଙ୍କପ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ୨୮ ବର୍ଷୀୟ ସୋନି ପୋଦାର । ତାଙ୍କ ଦୁଇ…

ରାଜଧାନୀରୁ ବନ୍ଧୁକ ଓ ଗୁଳି ସହ ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନା ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀ ଗିରଫ । ତା ନିକଟରୁ ଜବତ ହୋଇଛି ଦେଶୀ ବନ୍ଧୁକ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତର ନାଁ ଭାବଗ୍ରାହୀ ସାହୁ । ସେ ଜଣେ ବ୍ରାଉନସୁଗର ବେପାରୀ । ତା ନିକଟରୁ ୭୦ ଗ୍ରାମ୍ ବ୍ରାଉନସୁଗର ବି ଜବତ ହୋଇଛି । ଯାହାର…

ଶହେ ଛେଳି ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍

ନୟାଗଡ଼: ଛେଳିପଲ ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ । ଏଥିରେ ଶହେ ଛେଳିଙ୍କର ମୃତ୍ୟୁ ହୋଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ା ଝୋଲା-ଓଡ଼ଗାଁ ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରୁ ଚମ୍ପଟ ମାରିଛି…

ଗତକାଲି ଅପେକ୍ଷା ଆଜି ରାଜ୍ୟରୁ ପାଖାପାଖି ୩ଶହ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତିନି ଦିନ କମିବା ପରେ ଆଜି ପୁଣି ଥରେ ବଢ଼ିଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଆକ୍ରନ୍ତଙ୍କ ସଂଖ୍ୟାରେ ପାଖାପାଖି ୩୦୦ ବୃଦ୍ଧି ହୋଇଛି । ଗତକାଲି ରାଜ୍ୟରୁ ୪୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୭୩୪ ପଜିଟିଭ୍ । ୧୮ ବର୍ଷ…

ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ, ବାଇଡେନଙ୍କ ସହ ୨୪ରେ ଭେଟ

ନୂଆଦିଲ୍ଲୀ: ଆଜିଠୁ ତିନି ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ସେ କ୍ୱାଡ୍ ଦେଶ ସମୂହ ବୈଠକରେ ଯୋଗ ଦେବେ । ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସାମିଲ ହେବେ ନରେନ୍ଦ୍ର ମୋଦି । ବାଇଡେନ୍…