Latest Odisha News

BREAKING NEWS

Browsing Category

ଫିଚର

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ସଲିଳ ସମାଧି

ଭବାନୀପାଟଣା: ପୋଖରୀ ନିକଟରେ ଖେଳିବା ହେଲା କାଳ । ପୋଖରୀରେ ବୁଡ଼ି ୨ ଶିଶୁଙ୍କର ଜୀବନ ଯାଇଛି । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା କୁଟୁରୁଗୁଡ଼ା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକମାନେ ହେଲେ ଗାଁର ଗଦନଙକ୍ ୪ ବର୍ଷର ପୁଅ ସୁଶାନ୍ତ ଓ ଗୌରଙ୍କ ୮ ବର୍ଷର ଝିଅ କୁସ୍ମିତା । ଏମାନେ…

ଚମ୍ପୁଆ ବିଧାୟିକା ଓ ସହଯୋଗୀଙ୍କ ନାଁରେ ଟ୍ରକ୍ ମାଲିକ ସଂଘର ସଙ୍ଗୀନ ଅଭିଯୋଗ

କେନ୍ଦୁଝର: ଅଡୁଆରେ ଚମ୍ପଆ ବିଧାୟିକା ମିନୀକ୍ଷୀ ମହନ୍ତ । ଗାଡ଼ି ମାଲିକଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟିକାଙ୍କ ଘନିଷ୍ଠ ସହଯୋଗୀଙ୍କ ନାଁରେ ଥାନାରେ ଏତଲା ହୋଇଛି । ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜ ବ୍ୟବସାୟ ବଢାଇବା ପାଇଁ ଗୁଣ୍ଡାଗିରି କରୁଥିବା ଅଭିଯୋଗ ଆଣିଛି ବାଂଶପାଣି…

କାଲି ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ କାର୍ଡ

ଭୁବନେଶ୍ବର : ମାଲକାନଗିରି ଓ ସୁନ୍ଦରଗଡ଼ ପରେ ଆସନ୍ତାକାଲି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଗସ୍ତ ଅବସରରେ ବଲାଙ୍ଗିରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଗସ୍ତ ଅବସରରେ ଯାଇ ୩ଟି ସ୍ଥାନରେ କାର୍ଯ୍ୟକ୍ରମରେ ଯୋଗ ଦେବେ ।…

ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଜାତିସଂଘ ପ୍ରତିନିଧିଙ୍କ ପ୍ରଶଂସା

ଭୁବନେଶ୍ବର : ରାଜ୍ୟର ମହିଳା ସଶକ୍ତିକରଣ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ଜାତିସଂଘର ମହିଳା ପ୍ରତିନିଧି ସୁଶାନ ଜେନ ଫରଗୁସନ୍‌ଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ବୈଷୟିକ ଶିକ୍ଷାରେ ସ୍ନାତକ ହାସଲ କରୁଥିବା ଏକ ତୃତୀୟାଂଶଙ୍କ ମଧ୍ୟରେ ଯେଭଳି…

ବାୟୁସେନା ମୁଖ୍ୟ ହେବେ ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଆଗାମୀ ମୁଖ୍ୟ ହେବେ ଏୟାର ମାର୍ଶାଲ ଭି.ଆର ଚୌଧୁରୀ । ଭି.ଆର ଚୌଧୁରୀଙ୍କୁ ଆଗାମୀ ବାୟୁସେନା ମୁଖ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ଅଛନ୍ତି ବି.ଆର ଚୌଧୁରୀ । ଆସନ୍ତା ସେପ୍ଟେମ୍ବର ୩୦ରେ ଅବସର ନେବେ…

ବାଲେଶ୍ୱର ରେଳ ବିକାଶ : ଦକ୍ଷୀଣପୂର୍ବ ରେଳବାଇ ଜେନରାଲ ମ୍ୟାନେଜରଙ୍କ ସହ ଆଲୋଚନା କଲେ ପ୍ରତାପ ଷଡଙ୍ଗୀ

ବାଲେଶ୍ୱରେ : ବାଲେଶ୍ୱରେ ହେବ ରେଳପଥର ବିକାଶ ।ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦକ୍ଷୀଣପୂର୍ବ ରେଳବାଇ ଜେନରାଲ ମ୍ୟାନେଜର ଶ୍ରୀମତି ଯୋସୀଙ୍କ ଙ୍କ ସହିତ ଆଲୋଚନା କରିଛନ୍ତି । ଅନ୍ୟପଟେ ବାଲେଶ୍ୱରରେ ରେଳ ଭିତ୍ତି ଭୂମି ଗୁଡିକର ବିକାଶ ସହ ରେଳ ସେବାକୁ ନେଇ ଦେଖାଦେଉଥିବା ବିଭିନ୍ନ…

କନ୍ଧମାଳ ଚକାପାଦ ଗାଁରୁ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ, ୩ ଗିରଫ

କନ୍ଧମାଳ : କନ୍ଧମାଳ ଚକାପାଦ ଗାଁରୁ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଗୁଣୁପୁର ଆଦର୍ଶ ଥାନା ପୋଲିସ । ଚଢ଼ାଉ ବେଳେ ୩ଟି ପିସ୍ତଲ, ୨ଟି ଦେଶୀ ବନ୍ଧୁକ ଓ ବିପୁଳ ପରିମାଣର ଦେଶୀ ବନ୍ଧୁକ ତିଆରି ଯନ୍ତ୍ରପାତି ଓ ସାମଗ୍ରୀକୁ ଜବତ କରାଯାଇଛି ।…

କେନ୍ଦୁଝର ନେସ୍କୋ ଇଲେକ୍ଟ୍ରିକାଲ୍ ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନସ୍ ଚଢାଉ

କେନ୍ଦୁଝର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋ ଇଲେକ୍ଟ୍ରିକ୍ ବିଭାଗ ଏମଆରଟି ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନସ୍ ଚଢାଉ । ଏକାସାଙ୍ଗରେ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନସ୍ । କେନ୍ଦୁଝରର ନେସ୍କୋ କାର୍ଯ୍ୟାଳୟରେ ମିଟର୍ ରିଡିଂ ବିଭାଗରେ ଡେପୁଟି ମ୍ୟାନେଜର…

ଭିନୁ ମଙ୍କଡ ଟ୍ରଫି ପାଇଁ ମୋହାଲୀ ଗଲା ଓଡିଶା ପୁରୁଷ ଦଳ, ଜୟପୁର ଗସ୍ତରେ ମହିଳା ଟିମ୍‌

ଭୁବନେଶ୍ୱର: ସେପ୍ଟେମ୍ବର ୨୮ରୁ ମୋହାଲୀରେ ଭିନୁ ମଙ୍କଡ ଟ୍ରଫି ଆରମ୍ଭ ହେବ । ଏଥିପାଇଁ ଓଡିଶା କ୍ରିକେଟ ଆସୋସିଏଶନ ୧୯ ବର୍ଷରୁ କମ୍ ଏହି ଟୁର୍ଣ୍ଣାମେଂଟ ପାଇଁ ୨୨ ଜଣିଆ ପୁରୁଷ ଦଳ ମୋହାଲୀ ପଠାଇଛି । ଖେଳାଳିମାନେ ୨୧ରୁ ୨୫ ପର୍ଯ୍ୟନ୍ତ ଏକାନ୍ତବାସରେ ରହିବେ । ୨୬ ଓ ୨୭ରେ ଅଭ୍ୟାସ ମ୍ୟାଚ…

ରଙ୍ଗ ଦେଖାଇଲା ବହୁରୂପୀ ପଶ୍ଚିମବଙ୍ଗ, ପୁଣିଥରେ ଉଦୟପୁରରେ ବେଆଇନ ପାଚେରୀ ନିର୍ମାଣ ଅପଚେଷ୍ଟା

ବାଲେଶ୍ୱର: ପୁଣିଥରେ ଓଡିଶା ସୀମାରେ ପଶ୍ଚିମବଙ୍ଗର ଦାଦାଗିରି । ଓଡିଶା ଉଦୟପୁର ସୀମାରେ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ୧୪୪ ଧାରାକୁ ଉଲ୍ଲଂଘନ କରି ପଶ୍ଚିମବଙ୍ଗ ପାଚେରୀ ନିର୍ମାଣ କରିବାକୁ ପୁଣି ଥରେ ଉଦ୍ୟମ କରିଥିଲା । ହେଲେ ସ୍ଥାନୀୟ ଲୋକ ଓ ପ୍ରଶାସନର ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗର…