Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟର ୨ଟି ସ୍କୁଲରୁ ୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୭ ଦିନ ସ୍କୁଲ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ପିଲାଙ୍କୁ ସଂକ୍ରମଣ ବଢୁଛି । ୧୮ ବର୍ଷ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ୨ଟି ସ୍କୁଲରୁ ୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନା ଓ ବରଗଡ଼ ଜିଲ୍ଲାର ଦୁଇଟି ସ୍କୁଲର ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର…

ବିଧାନସଭାରେ ଉଠିଲା ପାରଳା ଏସିଏଫ୍ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁକୁ 55 ଦିନ ବିତିଲାଣି । ତଥାପି ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା । ଆଜି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଛି । ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ…

ନୂଆଁଖାଇ ପାଇଁ ସମଲେଶ୍ୱର ମନ୍ଦିରକୁ ଆସିଲା ନୂଆ ଧାନ

ସମ୍ୱଲପୁର: ତିନି ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ପ୍ରସ୍ତୁତି ଜୋରଦାର ହେଲାଣି । ଏପଟେ ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସମଲେଶ୍ୱରରୀ ମନ୍ଦିରରେ ପହଞ୍ଚିଛି ନୂଆ ଧାନ । ନୂଆ ଧାନରୁ…

ଚିଟଫଣ୍ଡ ଦୁର୍ନୀତି ମାମଲା: ଆନ୍ଧ୍ରର ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଓଡ଼ିଶା ପୋଲିସ । ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ବିଶାଖାପାଟଣା ପଶ୍ଚିମ ଜୋନର ୱାଏସଆର କଂଗ୍ରେସର ପୂର୍ବତନ ବିଧାୟକ ଏମ. ବିଜୟ ପ୍ରସାଦକୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ । ସେ ଏବେ ଆନ୍ଧ୍ରପ୍ରଦେଶର ଶିକ୍ଷା ଓ…

କୃଷକ ମହାପଂଚାୟତ ପୂର୍ବରୁ ବନ୍ଦ କରାଗଲା ଇଂଟରନେଟ ସେବା

ହରିୟାଣା: କୃଷକଙ୍କ ମହାପଂଚାୟତ ପୂର୍ବରୁ ରାଜ୍ୟ ସରକାର ସୁରକ୍ଷା ଦୃଷ୍ଟିକୋଣରୁ ଏଠାରେ ଇଂଟେରନେଟ ସେବା ବନ୍ଦ କରି ଦିଆଯାଇଛି । କୃଷକମାନେ ମହାସମାବେଶ କରିବା ସହ ସଚିବାଳୟକୁ ଘେରାଉ କରିବା ଯୋଜନାରେ ରହିଛନ୍ତି । କର୍ଣ୍ଣାଲ, କୁରୁକ୍ଷେତ୍ର, କୈଥଲ, ଜିନ୍ଦ ଏବଂ ପାନିପଥ ଅଂଚଳରେ ୧୪୪ ଧାରା…

ତାଲିବାନଙ୍କୁ ଝଟକା ଦେଲା ଗୁଗଲ

କାବୁଲ: ତାଲିବାନକୁ ଆଜି ବଡ ଝଟକା ଦେଇଛି ଗୁଗଲ । ପୂର୍ବ ଆଫଗାନିସ୍ତାନ ସରକାରଙ୍କ ସମସ୍ତ ଇମେଲ ଆକାଂଉଟକୁ ଗୁଗଲ ଲକ କରିଦେଇଛି । ଫଳରେ ଏଥରୁ ଆଉ କୌଣସି ତଥ୍ୟ ହାସଲ କରିପାରିବ ନାହିଁ ତାଲିବାନ । ଅଶରଫ ଗାନି ସରକାର ସମୟର ସମ୍ବେଦନଶୀଳ ତଥ୍ୟ ପାଇଁ ତାଲିବାନ ଜୋରସୋରରେ ଉଦ୍ୟମ ଚଳାଇଛି । ଏହି…

ଶିଶୁଙ୍କ ସଂକ୍ରମଣ ପାଇଁ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ପିଲାଙ୍କ ସଂକ୍ରମଣ ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କରିଛି ସ୍ୱାସ୍ଥ୍ୟ ବିଭାଗ । ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିଲେ ନଲୁଚାଇ ଜଣାଇବାକୁ…

ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୧୯ ବର୍ଷରୁ କମ୍ ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷଣା କରାଯାଇଛି । ମୋହାଲୀରେ ସେପ୍ଟମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଂଟରେ ୨୨ ଜଣିଆ ଓଡିଶା ଦଳର ନେତୃତ୍ୱ ସୂର୍ଯ୍ୟ ମହାପାତ୍ର ନେବେ । ସେପ୍ଟେମ୍ବର ୨୮ରେ ଉତରପ୍ରଦେଶ ବିପକ୍ଷରେ ଅଭିଯାନ…

ଓଲଟିଲା ଆଳୁ ବୋଝେଇ ଟ୍ରକ, ଘରକୁ ବୋହିନେଲେ ଲୋକ

ଯାଜପୁର: ରାସ୍ତାରେ ଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା । ବସ୍ତା ବସ୍ତା ଆଳୁ ଘରକୁ ବୋହି ନେଲେ ଲୋକ । ଯିଏ ଯେତେ ପାରିଲା ନେଇ ପଳାଇଲେ । ଆଳୁ ନେବାକୁ ବେଶ କିଛି ସମୟ ଦୁର୍ଘଟଣାସ୍ଥଳରେ ଲୋକଙ୍କ ଭିତରେ ଲାଗିଥିଲା ପ୍ରତିଯୋଗିତା । ମାତ୍ର କିଛି ସମୟ ଭିତରେ ପୂରା ଟ୍ରକକୁ ଖାଲି କରିଦେଲେ ଲୋକ ।…

ରାଜ୍ୟରେ ୫୦୦ ତଳକୁ ଖସୁନି କରୋନାର ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା କମୁଛି । କିନ୍ତୁ ଦୈନିକ ସଂକ୍ରମଣ ୫ଶହ ତଳକୁ ଖସୁନି । ଏବେ ବି ସଂକ୍ରମିତଙ୍କ ସଂଖ୍ୟା ୮ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟର ଚିହ୍ନଟ ହୋଇଛନ୍ତି ଆଉ ୬୩୮ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୭୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୬ଟି । ନୂଆ…