Latest Odisha News

BREAKING NEWS

Browsing Category

ଫିଚର

ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର : ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜଙ୍କ ମନ୍ଦିର । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିଏମସିର କୋଭିଡ ଗାଇଡଲାଇନ୍ ଅନୁସାରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତ ନିଆଯାଇଛି । ବୈଠକରେ…

ଭୂବିଜ୍ଞାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଆମେରିକା ମଧ୍ୟରେ ସ୍ବାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ୍‌ର…

ନୂଆଦିଲ୍ଲୀ : ଭାରତୀୟ ଭୂତାତ୍ତ୍ବିକ ସର୍ଭେ ଓ ଆମେରିକାର ଫ୍ଲୋରିଡା ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ମଧ୍ୟରେ ଭୂବିଜ୍ଞାନ ସମ୍ପର୍କୀତ ସହଯୋଗ ନେଇ ହୋଇଥିବା ସ୍ବାକ୍ଷରିତ ବୁଝାମଣାପତ୍ରକୁ ମିଳିଛି ଅନୁମୋଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ତହସିଲଦାରଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଗଜପତି : ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ କରୁଛି ଖୋଳତାଡ । ଗତକାଲି ଜଗୁଆଳି ଓ ମାଳିଙ୍କୁ ଜେରା ହୋଇଥିବା ବେଳେ, ଆଜି ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମାରାଥନ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ସେହିପରି ଘଟଣା ଦିନ ମୃତ୍ୟୁକାଳୀନ ଜମାନବନ୍ଦୀ ନେଇଥିବା…

ତାଲିବାନ ସମର୍ଥନରେ ସମାଜବାଦୀ ପାର୍ଟି ସାଂସଦ, ଦାଏର ହେଲା ଦେଶଦ୍ରୋହ ମାମଲା

ଲକ୍ଷ୍ନୌ : ଆଫଗାନିସ୍ତାନକୁ ଦଖଲ କରିବା ପରେ ଏବେ ଆତଙ୍କରାଜ ଆରମ୍ଭ କଲାଣି ତାଲିବାନ୍ । ବନ୍ଧୁକ ମୁନରେ ବିରେଧୀଙ୍କ ସ୍ବରକୁ ଚାପିବାକୁ ପ୍ରୟାସ କଲାଣି । ସରିଆ ଆଇନ ବଳରେ ଏବେ ସରକାର ଚଳାଇବାକୁ ଦାବି କରୁଛି ତାଲିବାନ । କାବୁଲ କବଜା କରିବା ପରେ ତାଲିବାନର ଏଭଳି କାର୍ଯ୍ୟକୁ ବିଶ୍ବବ୍ୟାପୀ…

ଜୁନିୟର ଏନଟିଆର କିଣିଲେ ଦେଶର ପ୍ରଥମ ଲ୍ୟାମବୋର୍ଗିନୀ ଉର୍ସ ଗ୍ରାଫାଇଟ କ୍ୟାପସୁଲ କାର

ହାଇଦ୍ରାବାଦ: ଦକ୍ଷିଣ ଭାରତର ସୁପରଷ୍ଟାର ଜୁନିୟର ଏନଟିଆର ଦେଶର ପ୍ରଥମ ବ୍ୟକ୍ତି ଭାବେ ଲ୍ୟାମବୋର୍ଗିନୀ ଉର୍ସ ଗ୍ରାଫାଇଟ କ୍ୟାପସୁଲ କାର କିଣିଛନ୍ତି । ଜୁନିୟର ଏନଟିଆରଙ୍କ କାର ପ୍ରତି ଅହେତୁକ ଦୁର୍ବଳତା ରହିଛି । ସମସ୍ତ ପ୍ରକାରର ଆଧୁନିକ କାର ସେ ତାଙ୍କ ଘରେ ରଖିଛନ୍ତି । ବାଙ୍ଗାଲୋର ଶୋ…

ବ୍ୟାସକବି ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ ଲଗାଇଲେ କୋର୍ଟ

କଟକ : ବ୍ୟାସକବି ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ କୋର୍ଟଙ୍କ ଶୁଣାଣୀ । ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ ଲଗାଇଛନ୍ତି କୋର୍ଟ । ମାମଲାର ରାୟ ନ ଆସିବା ପର୍ଯ୍ୟନ୍ତ ଆତ୍ମଜୀବନୀ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକର କମର୍ସିଆଲ କୋର୍ଟ । ଫକୀରମୋହନଙ୍କ…

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ରାଉରକେଲା : ରାଉରକେଲାରେ ବିଭିନ୍ନ ଉନ୍ନୟନୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତ ଅବସରରେ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ଫୁଟବଲ‌୍‍…

ପଞ୍ଜଶେରରେ ଏକତ୍ର ହେଉଛନ୍ତି ତାଲିବାନ ବିରୋଧୀ, ହାତମୁଠାକୁ ନେଲେ ଚାରିକାର

ପଞ୍ଜଶିରା: ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିଥିଲେ ମଧ୍ୟ ଏବେ ପଞ୍ଜଶେରକୁ ନେଇ ଆଲୋଚନା ଜୋର ଧରିଛି । ପୂର୍ବ ରାଷ୍ଟ୍ରପତି ଅମରୁହ୍ଲା ସାଲେହ ନିଜକୁ ରାଷ୍ଟ୍ରପତି ଘୋଷଣା କରିବା ପରେ ତାଙ୍କ ସମର୍ଥନ ବୃଦ୍ଧି ପାଇଛି । ସାଲେହଙ୍କ ବ୍ୟତୀତ ଆଫଗାନିସ୍ତାନ ୱାର ଲଡ କୁହାଯାଉଥିବା ଜେନରାଲ…

ବ୍ରହ୍ମପୁରରେ ଟଙ୍କା ଗାଡି ଅପହରଣ, ୨୪ ଲକ୍ଷ ଟଙ୍କା ଲୁଟ୍

ବ୍ରହ୍ମପୁର : ବ୍ରହ୍ମପୁରରେ ଡ୍ରାଇଭରକୁ ନିଶା ନେଇ ଟଙ୍କା ଭର୍ତ୍ତି ଗାଡି ନେଇଗଲେ ଲୁଟେରା । ବଡବଜାର ଥାନା ନିକଟସ୍ଥ ଏଟିଏମରେ ଟଙ୍କା ଭର୍ତ୍ତି ସମୟରେ ଗାଡି ଧରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଗାଡିକୁ ପୋଲିସ ଠାବ କରିଥିବା ବେଳେ, ଗାଡିରୁ ୨୪ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି ।…

ସ୍ୱରାଙ୍କ ସ୍ୱର ପୁଣି ବିଗିଡିଲା, ଟ୍ରେଣ୍ଡ ହେଲା ଆରେଷ୍ଟ ସ୍ୱରା ଭାସ୍କର

ନୂଆଦିଲ୍ଲୀ: ବିବାଦୀୟ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱର ଆଜି ପୁଣି ବିଗିଡିଛି । ତାଲିବାନଙ୍କୁ ହିନ୍ଦୁତ୍ୱ ସହ ତୁଳନା କରି ସେ ଏବେ ସୋସିଆଲ ସାଇଟରେ ଟ୍ରୋଲ ହେଉଛନ୍ତି । ଏପରିକି ଆରେଷ୍ଟ ସ୍ୱରା ଭାସ୍କର ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଆଫଗାନିସ୍ତାନର ବର୍ତମାନ ପରିସ୍ଥିତି ନେଇ…