Latest Odisha News

BREAKING NEWS

Browsing Category

ଫିଚର

କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ !

କାବୁଲ: କାବୁଲ ବିମାନବନ୍ଦରରେ ଆଜି ବଡ ଧରଣର ବିସ୍ଫୋରଣ ଘଟିଛି । ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ଅନୁମାନ କରାଯାଉଛି । ତେବେ ଏହି ବିସ୍ଫୋରଣ ନେଇ ସଠିକ ତଥ୍ୟ ଆସିପାରି ନାହିଁ । ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ୧୦ଜଣ ବ୍ୟକ୍ତି ଏଥିରେ ମୃତ୍ୟୁବରଣ କରିଥିବା ସନ୍ଦେହ…

ଭାରତରେ ନ୍ୟୁଜ ୱେବସାଇଟ ବନ୍ଦ କଲା ୟାହୁ

ନୂଆଦିଲ୍ଲୀ:ୟାହୁ ଭାରତରେ ତାର ନ୍ୟୁଜ ୱେବସାଇଟକୁ ବନ୍ଦ କରି ଦେଇଛି । ଏଗୁଡିକ ମଧ୍ୟରେ ୟୁାହୁ ନ୍ୟୁଜ, ୟାହୁ କ୍ରିକେଟ, ଫାଇନାନ୍ସ, ଏଂଟରଟେନମେଂଟ ଓ ମେକର୍ସ ଇଣ୍ଡିଆ ସାମିଲ । ତେବେ ୟାହୁ ଇ-ମେଲ ଓ ସର୍ଚ୍ଚ ସେବା ପୂର୍ବଭଳି ଜାରୀ ରହିବ । ୟାହୁ ୱେବସାଇଟ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ…

ସାନ ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ

ଯାଜପୁର : ସାନ ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ । ନାଳରେ ଗାଧୋଇବା ବେଳେ ପାଣିରେ ବୁଡି ୭ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପଟୁଣିଆ ପଞ୍ଚାୟତର ହାମଜାପୁର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ଶିଶୁ ହେଲେ ଗାଁର ପିକୁଲୁ ଦାସ ଓ…

ପରିଚାଳନା କମିଟିର ବଡ଼ ନିଷ୍ପତ୍ତି, ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

ପୁରୀ : ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେବକଙ୍କ ଘର ପାଇଁ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକରେ ଆଲୋଚନା ହୋଇଛି । ପ୍ରାୟ ୪ ଶହ ପରିବାରକୁ ଘର ଦେବାକୁ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁସାରେ, ୮ ଏକର ଜମିରେ ଘର ନିର୍ମାଣ ହେବ । ଲ୍ୟାଣ୍ଡ…

ହାଇକୋର୍ଟରେ ହେବନି ଅନୁଭବ-ବର୍ଷା ପାରିବାରିକ ବିବାଦର ଶୁଣାଣି

କଟକ : ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀଙ୍କ ମଧ୍ୟରେ ଦାମ୍ପତ୍ତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି । ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ପାରିବାରିକ…

ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ଘର ଭିତରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ସାନ କୁମୁରୁମ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତକ ହେଲେ ସାନ କୁମରୁମ ଗ୍ରାମର ମନିଶା ଆଲଦାଙ୍କ ପିଉସୀ ଝିଅ ଓ ଝାଡଖଣ୍ଡ ଲାଗଳା ଗ୍ରାମର ସୁନିତା ବାଦ୍ରା । କିଛି ଦିନରୁ ଏମାନେ…

ଆସୁଛି ତୃତୀୟ ଲହର, ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର ଏମସ୍

ଭୁବନେଶ୍ବର : ଆଗକୁ ଆସୁଛି କରୋନାର ତୃତୀୟ ଲହର । ଏହା ଶିଶୁମାନଙ୍କ ଅଧିକ ଘାତକ ହେବ ବୋଲି ଆକଳନ କଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ । ତେଣୁ ଏହାର ମୁକାବିଲା ପାଇଁ ସରକାର ଆରମ୍ଭ କରିଦେଲେଣି ସମସ୍ତ ପ୍ରସ୍ତୁତି । ଖାସକରି ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭୁବନେଶ୍ବର ଏମସ ।…

ଆଫଗାନିସ୍ତାନ ସ୍ଥିତି ଜଟିଳ, ଭାରତୀୟଙ୍କୁ ଫେରାଇ ଆଣିବାକୁ କରାଯିବ ସବୁ ପ୍ରକାର ଉଦ୍ୟମ

ନୂଆଦିଲ୍ଲୀ : ଆଫଗାନିସ୍ତାନ ସ୍ଥିତି ଜଟିଳ । ସେଠାରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଆଫଗାନିସ୍ଥାନ ସ୍ଥିତି ନେଇ ସର୍ବଦଳୀୟ ବୈଠକରେ ଏନେଇ କେନ୍ଦ୍ର ସୂଚନା ଦେଇଛି । ଆଫଗାନିସ୍ତାନରେ ଭାରତ ସରକାରଙ୍କ ହେଲ୍‌ପ ଡେସ୍କ ସହ ପ୍ରାୟ ୧୫ହଜାର ଭାରତୀୟ ଯୋଗାଯୋଗ…

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ଜବତ ହେଲା ୪୨୫୦ କୋଟି ମୂଲ୍ୟର କାଲିଫୋର୍ଣ୍ଣିୟମ

କୋଲକାତା: ପଶ୍ଚିମବଙ୍ଗରେ ସିଆଇଡି ପକ୍ଷରୁ ଚଢ଼ାଉ କରାଯାଇ ୪୨୫୦ କୋଟି ଟଙ୍କା ମୂଲ୍ୟର କାଲିଫୋର୍ଣ୍ଣିୟମ ଜବତ କରାଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ୨୫୦ କିଲୋଗ୍ରାମର ଏହି ରେଡିଓ ଆକ୍ଟିଭ ଧାତୁ ୨ ଜଣ ବ୍ୟକ୍ତି ନେଇ କରି ଯାଉଥିଲେ । ସେମାନଙ୍କ ନାମ ହେଲା…

ପରଲୋକରେ ଇଂଲଣ୍ଡର ମହାନ କ୍ରିକେଟର ଟେଡ ଡେକ୍ସଟର

ଲଣ୍ଡନ: ଇଂଲଣ୍ଡ କ୍ରିକେଟର ମହାନ ଖେଳାଳି ଟେଡ ଡେକ୍ଟଟରଙ୍କୁ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକଙ୍କ ବୟସ ୮୬ ବର୍ଷ ହୋଇଥିଲା । ଏହି ଅଲରାଉଣ୍ଡରଜଣକ ୧୯୫୮ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ସହ ଓଭରାଲ ୬୨ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ୧୯୬୧-୬୨…