Latest Odisha News

BREAKING NEWS

Browsing Category

ଫିଚର

ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣର ଏକ ନମୁନା କିଞ୍ଜିର୍ମା ହାଇସ୍କୁଲ

ସୁନ୍ଦରଗଡ଼: ନୂଆ ରୂପ ପାଉଛି ହାଇସ୍କୁଲ । ରୂପାନ୍ତରଣ କାର୍ଯ୍ୟକ୍ରମରେ ହାଇସ୍କୁଲର ନବକଳେବର ହେଉଛି । ଚକାଚକ କ୍ଲାସରୁମ୍ । ସ୍କୁଲ ପରିସର ସରସ ସୁନ୍ଦର । ଛାତ୍ରଛାତ୍ରୀଙ୍କ ଭିତରେ ପଢ଼ିବାକୁ ପୂର୍ବ ଅପେକ୍ଷା ଅଧିକ ଆଗ୍ରହ ସୃଷ୍ଟି ହେଉଛି । ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିର୍ମା ସରକାରୀ…

୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱାଭାବିକଠୁ କମ୍ ବର୍ଷା, ସ୍ପେଶାଲ୍ ଆକ୍ସନ ପ୍ଲାନ୍ ପ୍ରସ୍ତୁତ

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ସିଜିନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଯେତିକି ହେବା କଥା ତାଠୁ କମ୍ ବର୍ଷିଛି । ୧୫ ଜିଲ୍ଲାର ୩୦ ବ୍ଲକରେ ରେକର୍ଡ ହୋଇଛି ସ୍ୱାଭାବିକଠାରୁ କମ୍ ବର୍ଷା । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ନିଅଣ୍ଟିଆ ବର୍ଷା ଓ…

ମାଲେସିଆ ଷ୍ଟାର ଖେଳାଳି ଲିରିଡନଙ୍କ ସହ ଚୁକ୍ତି କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଆଗାମୀ ଆଇଏସଏଲ ସିଜନ ପାଇଁ ମାଲେସିଆର ଷ୍ଟାର ଫୁଟବଲ ଖେଳାଳି ଲିରିଡନ କ୍ରାସନିକ୍ୟୁଙ୍କ ସହ ଚୁକ୍ତିବଦ୍ଧ କରିଛି । ମାଲେସିଆର ପ୍ରଫେଶନାଲ ଫୁଟବଲ କ୍ଲବ ଜୋହର ଡାରୁଲ ତାଜିମ ଏଫସିଠାରୁ ଲୋନ ଡିଲ ଭାବେ ଏହି ଖେଳାଳିଙ୍କୁ ଅଣାଯାଇଛି । ୨୯ ବର୍ଷୀୟ ଏହି ମିଡଫିଲ୍ଡର…

ତୃତୀୟ ଲହର ପିକରେ ୧୦୦ରୁ ୨୩ ପିଲାଙ୍କୁ ଦରକାର ହସ୍ପିଟାଲାଇଜେସନ୍

ଭୁବନେଶ୍ୱର: କରୋନାର ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । ସେପ୍ଟେମ୍ବରରେ ଥାର୍ଡ ଓ୍ୱେଭ ଆସିଲେ ଅକ୍ଟୋବରରେ ଏହା ପିକ୍ ଛୁଇଁବ । ଏକଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ…

କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଏମିତି କଥା କହିଲେ ଡିଏମଇଟି

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ପ୍ରକୋପ କମିଥିବା ବେଳେ ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ବିଶେଷଜ୍ଞ ଆକଳନ କରୁଛନ୍ତି ଥାର୍ଡ ଓ୍ୱେଭରେ ପିଲାମାନେ ଅଧିକ ସଂକ୍ରମିତ ହେବେ । ସେପ୍ଟେମ୍ୱର କିମ୍ୱା ଅକ୍ଟୋବରରେ ପିକ୍ ନେଇ ବିଶେଷଜ୍ଞ ଆକଳନ କରୁଛନ୍ତି । ସେତେବେଳେ ଦେଶରେ ଦୈନିକ…

ସମବାୟ ସମିତିରୁ କୋଟିଏ ଟଙ୍କାର ଋଣ ଜାଲିଆତି ମାମଲାରେ ୬ ଗିରଫ

କଟକ: ଆଠଗଡ଼ ଗୁରୁଡ଼ିଝାଟିଆ ସମବାୟ ସମିତି ଋଣ ଜାଲିଆତି ମାମଲାରେ ୬ ଜଣ ଗିରଫ । ଚାଷୀଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କା ଋଣ କରି ହଡ଼ପ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଏହି ସୂଚନା ଦେଇଛନ୍ତି ଚୌଦ୍ୱାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା । ଗିରଫ ଅଭିଯୁକ୍ତମାନେ ହେଲେ…

ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ୨ ଗିରଫ

ଜୟପୁର: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ ଫନ୍ଦି କରୁଛନ୍ତି ବେପାରୀ । ପଇଡ଼ ବୋଝେଇ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ । ରାତିରେ ପାଟ୍ରୋଲିଂ ବେଳେ ଯାଞ୍ଚ କରି ଧରିଲା କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୋଲିସ । ୧୦ ଚକିଆ ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା । ୨୮ଟି…

ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଆଜି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଏବର୍ଷ ନିଅଣ୍ଟିଆ ବର୍ଷା ହୋଇଛି । ରେକର୍ଡ ସ୍ୱାଭାବିକଠାରୁ କମ୍ ବର୍ଷିଛି । ଶ୍ରାବଣ ଯାଇଥିଲେ ବି ବର୍ଷା ଉଭାନ । ଚାଷବାସ ଆଗେଇ ପାରିନି । ୨୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ପରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି । ରାଜ୍ୟରେ ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ…

ଆଜିଠୁ ୟୁ-ଟ୍ୟୁବରେ ପଢ଼ିବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଅନଲାଇନ୍ ମୋଡରେ ପାଠପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ୟୁ-ଟ୍ୟୁବରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବେ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କୁ ୟୁ-ଟ୍ୟୁବ ଜରିଆରେ ପାଠ ପଢ଼ାଯାଇଥିଲା । ଏଥିରେ ସଫଳତା ପରେ ଯୁକ୍ତ ଦୁଇ…

୩୦୦ ତାଲିବାନୀଙ୍କୁ ମୃତ୍ୟୁଦଣ୍ଡ ଦେଲେ ବିରୋଧୀ, ପଞ୍ଜଶିର ଦଖଲ ପୂର୍ବରୁ ରକ୍ତପାତ

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ ନେଇ ତାଲିବାନ କସରତ ଚଳାଇଥିବା ବେଳେ ପଞ୍ଜଶିରରେ କଡ଼ା ବିରୋଧର ସାମନାକୁ କରିବାକୁ ପଡ଼ିଛି । ପଞ୍ଜଶିର ଦ୍ୱାର ଦେଶରେ ପହଞ୍ଚି ଧସେଇ ପଶିବାକୁ ଉଦ୍ୟମ ବେଳେ ୩୦୦ ଶହ ତାଲିବାନୀଙ୍କୁ ହତ୍ୟା କରିଛନ୍ତି ତାଲିବାନ ବିରୋଧୀ । କିଛି ତାଲିବାନୀଙ୍କୁ ନିଜ କବଜାକୁ…