Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାକୁ ସାର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଓଡିଶାକୁ ସାର ଯୋଗାଣ ନେଇ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ମେ, ଜୁନ୍ ଓ ଜୁଲାଇ ମାସରେ କମ୍ ସାର ଯୋଗାଣ ହୋଇଛି । ଖରିଫ ଋତୁ ସମୟରେ…

ଅପରାହ୍ମ ସାଢ଼େ ୩ଟାରେ ଆସିବ ଅଗଷ୍ଟ ଗାଇଡଲାଇନ୍: କଣ ରହିବ ଖୋଲା ଓ କଣ ବନ୍ଦ ?

ଭୁବନେଶ୍ୱର: କୋଭିଡ୍ ମୁକାବିଲାରେ କଣ ରହିବ ଅଗଷ୍ଟ ମାସ ପାଇଁ ରଣନୀତି ? ଆଜି ଆସିବ ଗାଇଡଲାଇନ୍ । ଅପରାହ୍ଣ ସାଢ଼େ ୩ଟାରେ ପ୍ରେସ ବିବୃତ୍ତି ଜାରି କରିବେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଗାଇଡଲାଇନ୍ ବାବଦରେ ରାଜ୍ୟବାସୀଙ୍କୁ ସୂଚନା ଦେବେ । ବର୍ତ୍ତମାନର…

କମାଲ୍ କଲେ କମଲପ୍ରୀତ କୌର, ଅଲିମ୍ପିକ୍ସ ଡିସକସ୍ ଥ୍ରୋ ଫାଇନାଲ ପାଇଁ କ୍ୱାଲିଫାଏ

ଟୋକିଓ: ଅଲିମ୍ପିକ୍ସ ମହିଳା ଡିସକସ ଥ୍ରୋ ଫାଇନାଲ୍ ପାଇଁ କ୍ୱାଲିଫାଏ କରିଛନ୍ତି ଭାରତର କମଲପ୍ରୀତ କୌର । କ୍ୱାଲିଫିକେସନ୍ ରାଉଣ୍ଡରେ ତୃତୀୟ ପ୍ରୟାସରେ ସେ ୬୪ ମିଟର ଫିଙ୍ଗିଥିଲେ । ତାଙ୍କ ଗ୍ରୁପରେ ୩୧ ଜଣ ଖେଳାଳିଙ୍କ ଭିତରେ କମଲପ୍ରୀତ ଦ୍ୱିତୀୟ ସ୍ଥାନରେ ରହିବା ସହ ଫାଇନାଲ୍ ରାଉଣ୍ଡକୁ…

OSSC ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ(OSSC) ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ ଗିରଫ । ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେ ତାଙ୍କର ଅମାପ ସମ୍ପତ୍ତିର ହିସାବ ନିକାଶ ଚାଲିଛି । ଗିରଫ ପରେ ବିରଞ୍ଚି ନାରାୟଣ ସାହୁଙ୍କୁ ପଚରାଉଚରା କରୁଛି…

ଅତନୁ ପ୍ରି-କ୍ୱାର୍ଟରରୁ ବିଦା, ତୀରନ୍ଦାଜରେ ଭାରତର ଅଭିଯାନ ଶେଷ

ଟୋକିଓ: ତୀରନ୍ଦାଜରେ ଶେଷ ହୋଇଛି ଭାରତର ଅଭିଯାନ । ପଦକ ଆଶା ଧୂଳିସାତ ହୋଇଛି । ଆଜି ପୁରୁଷ ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ମ୍ୟାଚ୍ ପରାସ୍ତ ହୋଇଛନ୍ତି ଅତନୁ ଦାସ । ସେ ଜାପାନର ତାକାହାରୁ ଫୁରକାଓ୍ୱାଙ୍କଠାରୁ ପରାସ୍ତ ହୋଇଛନ୍ତି । ୪-୬ରେ ପରାଜିତ ହୋଇଛନ୍ତି ଅତନୁ ଦାସ । ଅତନୁ ପୂର୍ବ ମ୍ୟାଚରେ…

ବକ୍ସିଂରେ ନିରାଶ କଲେ ଓ୍ୱାର୍ଲଡ ଚାମ୍ପିଅନ୍ ଅମିତ ପଙ୍ଘଲ

ଟୋକିଓ: ଅଲିମ୍ପିକ୍ସରେ ଆଜି ଆରମ୍ଭରୁ ନିରାଶା ଖବର ଦେଇଛନ୍ତି ଭାରତୀୟ କ୍ରୀଡାବିତ୍ । ପୁରୁଷ ୫୨ କିଲୋ ବକ୍ସିରେ ଭାରତର ପଦକ ଆଶା ଆଶାରେ ରହିଗଲା । ବିଶ୍ୱ ଚାମ୍ପିଅନ୍ ଭାରତୀୟ ବକ୍ସର ଅମିତ ପଙ୍ଘଲ ପ୍ରି-କ୍ୱାର୍ଟର ଫାଇନାଲ୍ ହାରି ଯାଇଛନ୍ତି । କଲୋମ୍ବିଆ ପ୍ରତିଯୋଗୀ ୟୁବେର୍ଜେନ…

ଆଜି ଓଡ଼ିଶାରୁ ୧୫୭୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଶହ ଭିତରେ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୫ଶହ ୭୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୯୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୬୩ । ଏହି ସମୟରେ ରାଜ୍ୟରେ ୭୨ହଜାର ୨୩୩ କୋଭିଡ୍ ଟେଷ୍ଟ ହୋଇଛି ।…

ଆଜି ସନ୍ଧ୍ୟାରେ ବାହାରିବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଏଥିପାଇଁ ଛାତ୍ରଛାତ୍ରୀ http://orissaresults.nic.inରୁ ନିଜ ଫଳାଫଳ ଦେଖିପାରିବେ । ଆଜି କେବଳ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ରେଜଲ୍ଟ ପ୍ରକାଶ ପାଇବ । ଖୁବଶୀଘ୍ର କଳା ଓ ଧନ୍ଦାମୂଳକ…

ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟକୁ ୟୁଜିସି ମାନ୍ୟତା

ଭୁବନେଶ୍ବର : ବଲାଙ୍ଗିର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ମିଳିଛି ୟୁଜିସି ମାନ୍ୟତା । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିବା ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ…

ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ବର : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଦିନ ୨ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ବିନା ପରୀକ୍ଷାରେ ଚଳିତ ବର୍ଷ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ…