Latest Odisha News

BREAKING NEWS

Browsing Category

ଫିଚର

ଲାଂଚ ନେଇ ନେଇ ପୋଲିସ ଅଧିକାରୀ ସୁନାର ପାଇଖାନା କରି ଦେଇଥିଲେ !

ମସ୍କୋ: ରୁଷିଆର ଜଣେ ପୋଲିସ ଅଧିକାରୀ ଲାଂଚ ନେଇ ନେଇ ଘରେ ସୁନାର ପାଇଖାନା ତିଆରି କରି ଦେଇଥିଲେ । ବିଶ୍ୱାସ ନ ହେଲେ ବି ଘଟଣାଟି ସତ୍ୟ । ଏହି ପୋଲିସ ଅଧିକାରୀଙ୍କ ନାମ ହେଲା ଆଲେକ୍ସି ସାଫୋନୋଭ । ୩୫ ଅନ୍ୟ ଅଧିକାରୀଙ୍କ ସହ ମିଶି ସେ ଏକ ଗ୍ରୁପ ଗଠନ କରିଥିଲେ । ଏମାନେ ଜୋର ଜବରଦସ୍ତ ଲାଂଚ…

ମହିଳା ହକିରେ ନେଦରଲାଣ୍ଡ ନିକଟରୁ ଭାରତର ଶୋଚନୀୟ ପରାଜୟ, ସୁମିତ ରଚିଲେ କୀର୍ତିମାନ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ନେଦରଲାଣ୍ଡ ୫-୧ ଗୋଲରେ ଭାରତକୁ ଶୋଚନୀୟ ଭାବେ ପରାଜିତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ନେଦରଲାଣ୍ଡର ପ୍ରଭାବ ଦେଖିବାକୁ ମିଳିଥିଲା । ଭାରତ ପକ୍ଷରୁ ଅଧନାୟିକା ରାନୀ ରାମପଲ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ନେଦରଲାଣ୍ଡ ପକ୍ଷରୁ ଫେଲିସ ଆଲବର୍ସ…

[ଭିଡିଓ] ହାଇଦରର ଖେଳ ଖତମ୍ କଲା ଓଡିଶା ପୋଲିସ

ବାଲେଶ୍ୱର: ଆଜି ଓଡିଶାର ସମସ୍ତ ଗଣମାଧ୍ୟମରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟର ଖବର ଖୁବ ଚର୍ଚ୍ଚା ସାଉଣ୍ଟିଛି । ପୋଲିସ ରିପୋର୍ଟ ମୁତାବକ ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ହାଇଦର ଖସିଯିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ପୋଲିସ ହାଇଦରକୁ ଏନକାଉଣ୍ଟର କରିଥିଲା ।

ମୀରବାଇଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା ମାଆଙ୍କ ଉପହାର !

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରୋତୋଳିକା ମୀରାବାଇ ଚାନୁ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ତେବେ ତାଙ୍କର ଏହି ସଫଳତା ପଛରେ ମାଆଙ୍କ ଏକ ଉପହାର ଚର୍ଚ୍ଚାର ପରିସରକୁ ଆସିଛି । ଏପରି କି ଏହି ଉପହାର ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି ବୋଲି ନିଜେ ଚାନୁ କହିଛନ୍ତି । ୨୦୧୬ ରିଓ…

ସୁଟିଂରେ ସୌରଭଙ୍କ ଅଲିମ୍ପିକ୍ସ ପଦକ ଆଶା ଧୂଳିସାତ୍

ଟୋକିଓ: ୧୦ ମିଟର ଏୟାର ପିସ୍ତଲ ସୁଟିଂରେ ଭାରତର ପଦକ ଆଶା ଧୂଳିସାତ ହୋଇଛି । ଫାଇନାଲରେ ପଦକ ଆଣିବାରେ ବିଫଳ ହୋଇଛନ୍ତି ଭାରତର ସୌରଭ ଚୌଧୁରୀ । ସେ ୭ ନମ୍ବରରେ ରହିଥିଲେ । କ୍ୱାଲିଫିକେସନ୍ ରାଉଣ୍ଡରେ ଭଲ ପ୍ରଦର୍ଶନ ସହ ଏକ ନମ୍ବର ସ୍ଥାନରେ ଥିଲେ ସୌରଭ । ତେଣୁ ସେ ପଦକ ଭେଟି ଦେବେ ବୋଲି ଆଶା…

କ୍ୱାର୍ଟରରେ ହାରିଲେ ଦୀପିକା-ପ୍ରବୀଣ, ସାଇରାଜ-ଚିରାଗ ପରବର୍ତୀ ରାଉଣ୍ଡରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ପୁରୁଷ ଡବଲ୍ସ ଗ୍ରୁପ ଷ୍ଟେଜରେ ବିଜୟ ହାସଲ କରିଛନ୍ତି । ସେମାନେ ବିଶ୍ୱର ୩ ନମ୍ବର ର‌୍ୟାଙ୍କ ଚାଇନିଜ ତାଇପେର ଲି ୟାଙ୍ଗ- ୱାଙ୍ଗ ଚି ଲିନଙ୍କୁ ପରାସ୍ତ କରି ପରର୍ବତୀ ପର୍ଯ୍ୟାୟକୁ ଉନ୍ନୀତ…

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ ଚାନୁ

ଟୋକିଓ: ଅଲିମ୍ପିକସରେ ପଦକ ଖାତା ଖୋଲିଛି ଭାରତ । ପ୍ରଥମ ପଦକ ଭେଟି ଦେଇଛନ୍ତି ମୀରାବାଇ ଚାନୁ । ରୌପ୍ୟ ପଦକ ହାସଲ କରିଛନ୍ତି ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ । ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ଜିତିଛନ୍ତି । ସେ ଅଲିମ୍ପିକ୍ସରେ ପଦକ ଦାବିଦାର ଥିଲେ । ତେବେ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ…

ପୃଥିବୀ ଆଡକୁ ମାଡ଼ି ଆସୁଛି ବିଶାଳକାୟ ଗ୍ରହାଣୁ, ୨୫ରେ ପିଟି ହେବ କି ?

ଭୁବନେଶ୍ୱର: ପୃଥିବୀ ସହ ଗ୍ରହଣୁର ଧକ୍କା ହେବ । ବିଭିନ୍ନ ସମୟରେ ଏମିତି ଖବର ଶୁଣିବାକୁ ମିଳିଥାଏ । ଟିଭି, ଖବରକାଗଜ ସମେତ ସୋସିଆଲ୍ ମିଡିଆରେ ଏଭଳି ଖବରକୁ ନେଇ ସାଧାରଣରେ ହଇଚଇ ସୃଷ୍ଟି ହୁଏ । ଆସନ୍ତା ୨୫ ତାରିଖରେ ପୃଥିବୀ ସହ ଗ୍ରହାଣୁର ଧକ୍କା ହେବା ନେଇ ଚର୍ଚ୍ଚା ଚାଲିଛି । ସତରେ କଣ…

ମେଡିକାଲ ସାଇନ୍ସ ସହ ଆସ୍ଥାର ମିଳନ, ଅପରେଶନ ବେଳେ ରୋଗୀ ପଢ଼ିଲେ ହନୁମାନ ଚାଳିଶା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଆଜି ମେଡିକାଲ ସାଇନ୍ସ ସହ ଆସ୍ଥା ଓ ବିଶ୍ୱାସର ଏକ ଅଦ୍ଭୂତପୂର୍ଣ୍ଣ ଘଟଣା ସମ୍ମୁଖକୁ ଆସିଛି । ୨୪ ବର୍ଷୀୟା ଜଣେ ଯୁବତୀଙ୍କ ବ୍ରେନ ଟ୍ୟୁମର ଅପରେଶନ ବେଳେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ହନୁମାନ ଚାଳିଶା ପଢିବାକୁ କହିଥିଲେ । ୩ ଘଂଟା ଧରି ଚାଲିଥିବା ଏହି…

ପଦକ ସମ୍ଭାବନା ସୃଷ୍ଟି କଲେ ଶୁଟର ସୌରଭ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ଶୁଟର ସୌରଭ ଚୌଧୁରୀ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ୧୦ ମିଟର ଏୟାର ପିସ୍ତଲ ଇଭେଂଟର ଫାଇନାଲରେ ସେ ପ୍ରବେଶ କରିଛନ୍ତି । ସୌରଭ ୬ ସିରିଜ କ୍ୱାଲିଫାଇଂ ରାଉଣ୍ଡରେ ୬୦୦ରୁ ୫୮୬ ପଂଏଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିଲେ । ଅନ୍ୟ ଭାରତୀୟ…