Latest Odisha News

BREAKING NEWS

Browsing Category

ଫିଚର

ଅଧିକ ସଂକ୍ରମିତ ଥିବା ଜିଲ୍ଲା ଉପରେ ସ୍ବତନ୍ତ୍ର ଫୋକସ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତିରେ ସୁଧାର ଆସୁଥିବା ବେଳେ, ଏବେ ଚିନ୍ତା ବଢ଼ାଇଛି ୪ ଜିଲ୍ଲା । କାରଣ ଏହି ୪ ଜିଲ୍ଲାରେ ଅଧିକ ରହୁଛି ସଂକ୍ରମଣ । ଅର୍ଥାତ ପ୍ଲାଟ୍ୟୁ ଷ୍ଟେଜରେ ରହୁଛି ୪ ଜିଲ୍ଲା । ତେଣୁ ଏହି ସବୁ ଜିଲ୍ଲାରେ ସର୍ଭେଲାନ୍ସକୁ…

ଖୁବଶୀଘ୍ର ଭାରତକୁ ମିଳିବ ୧୫ ଲକ୍ଷ ମଡର୍ଣ୍ଣା ଡୋଜ

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତକୁ ମିଳିବ ୧୫ ଲକ୍ଷ ମଡର୍ଣ୍ଣା ଡୋଜ । ଏନେଇ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ପ୍ରାଥମିକ କ୍ଲିନିକାଲ ପରୀକ୍ଷାରୁ ସ୍ପଷ୍ଟ ହୋଇଛି ଯେ, ଏହାର ଆରୋଗ୍ୟ କରିବା କ୍ଷମତା ୯୪.୧ ପ୍ରତିଶତ । ସେପଟେ ଭାରତକୁ ଏହି ଟିକା ଆଣିବା ଲାଗି ବି ସରକାର ସମସ୍ତ…

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ବାହୁଡ଼ା ଯାତ୍ରା

ପୁରୀ : ଜନ୍ମବେଦୀରୁ ଫେରିଲେ ମହାପ୍ରଭୁ । ନଅ ଦିନର ଲୀଳାଖେଳା ପରେ ଆଜି ବାହୁଡିଛନ୍ତି ଶ୍ରୀଜିଉ । ନୀତି ନିର୍ଘଣ୍ଟ ଅନୁସାରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ସେବାୟତ ସହଯୋଗରୁ ଓ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁକିଛି ଭଲରେ ହୋଇଥିବା କହିଛନ୍ତି…

କୋରାପୁଟ ରେଳ ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ

କୋରାପୁଟ : କୋରାପୁଟ ରେଳ ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ । କୋରାପୁଟ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ ଓ ୩ ଶେଡ ଉପରେ ୨୭.୫ କିଲୋଓ୍ବାଟ ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି । ପୂର୍ବତଟ ରେଳପଥର ମୁଖ୍ୟ ବୈଦ୍ୟୁତିକ ଯନ୍ତ୍ରୀ…

ଅକ୍ସିଜେନ ଅଭାବରୁ ଜଣେ ବି ରୋଗୀ ମୃତ୍ୟୁବରଣ କରି ନାହାନ୍ତି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱିତୀୟ ଲହରୀ ସମୟରେ ଅକ୍ସିଜେନ ଅଭାବରୁ କେହି ମୃତ୍ୟୁବରଣ କରି ନାହାନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିବୃତି ରଖାଯାଇଛି । ଏହି ବିବୃତି ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ଡାଟା ଅନୁସାରେ ଅକ୍ସିଜେନ ଅଭାବ କଥା…

ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ

ଭୁବନେଶ୍ବର : ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ । ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି । ଏନେଇ ସୂଚନା ଦେଇଛି ବିଦେଶ…

ଆସନ୍ତୁ ଜାଣିବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ବୟୋଜ୍ୟେଷ୍ଠ ଓ କନିଷ୍ଠ ଖେଳାଳିଙ୍କ ସମ୍ପର୍କରେ..

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ୨୩ ଜୁଲାଇରୁ ଆରମ୍ଭ ହୋଇଯିବ । ଟୋକିଓ ଅଲିମ୍ପିକ୍ସରେ ଏଥର ସର୍ବକନିଷ୍ଠ ଖେଳାଳି ଭାବେ ହେଣ୍ଡ ଜାଜା ଓ ବୟୋଜ୍ୟେଷ୍ଠ ଭାବେ ମେରୀ ହନ୍ନା ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଅଷ୍ଟ୍ରେଲିଆର ମହିଳା ଅଶ୍ୱଚାଳକ ୬୬ ବର୍ଷୀୟ ହନ୍ନା ୬ଷ୍ଠ ଥର ପାଇଁ ଅଲିମ୍ପିକ୍ସ…

ସମରେ କୋଭିଡରୁ ସୁସ୍ଥ ହେଲେ ୯୪ ବର୍ଷୀୟ ବୃଦ୍ଧ

ଭୁବନେଶ୍ବର : ସମ୍ କୋଭିଡ ହସ୍ପିଟାଲ୍‌ରେ ମହାମାରୀ କରୋନାକୁ ପୁଣି ପରାସ୍ତ କଲେ ଜଣେ ବୟୋଜ୍ୟେଷ୍ଠ । ପୁରୀ ଅଞ୍ଚଳର ୯୪ ବର୍ଷୀୟ ବୃଦ୍ଧ ସୁରଥ ରାଉତରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସମ୍ କୋଭିଡ ହସ୍ପିଟାଲ୍‌ରେ…

ଭାରତ ସମ୍ମୁଖରେ ୨୭୬ ରନର ଟାର୍ଗେଟ

କଲମ୍ବୋ: ଏଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଘରୋଇ ଶ୍ରୀଲଙ୍କା ଦଳ ଭାରତ ସମ୍ମୁଖରେ ୨୭୬ ରନର ଟାର୍ଗେଟ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୯ ଉଇକେଟ ହରାଇ ୨୭୫ ରନ କରିଛି । ଧନଞ୍ଜୟ ଡିସିଲଭା (୩୨), ଚାରିଥ ଆସଲାଙ୍କା (୬୫), ଅଭିଷ୍କା ଫର୍ଣ୍ଣାଣ୍ଡୋ…

ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ନାରାୟଣପୁର ଜିଲ୍ଲା ଆମଦାଇ ଘାଟିରେ ଏହି ଗୁଳିବିନିମୟ ହୋଇଛି । ନାରାୟଣପୁର…