Latest Odisha News

BREAKING NEWS

Browsing Category

ଫିଚର

ବେଙ୍ଗାଲୁରୁରେ ସାଙ୍କେତିକ ରଥଯାତ୍ରା ଉତ୍ସବ ପାଳନ

ବେଙ୍ଗାଲୁରୁ : କୋଭିଡ କଟକଣା ମଧ୍ୟରେ ବେଙ୍ଗାଲୁରୁରେ ପାଳିତ ହୋଇଛି ରଥଯାତ୍ରା । ମହାନଗରର ଆଗରାଠାରେ ଥିବା ଜଗନ୍ନାଥ ମନ୍ଦିରରେ ରୀତିନୀତି ମୁତାବକ ବଢ଼ି ଭୋରରୁ ମଙ୍ଗଳ ଆଳତୀ, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଓ ସାହାଣ ମେଲା ଆଦି ସମ୍ପନ୍ନ ହୋଇଥିଲା । କୋଭିଡ୍‍ କଟକଣା…

ଅହମ୍ମଦାବାଦ ରଥଯାତ୍ରାରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ : ଗୁଜରାଟର ଅହମ୍ମଦାବାଦ ଓ ଗାନ୍ଧୀନଗରର ଅଡାଲଜଠାରେ ଥିବା ଜଗନ୍ନାଥ ମନ୍ଦିରରେ ପାଳିତ ହୋଇଛି ରଥଯାତ୍ରା । କୋଭିଡ୍‍ କଟକଣା ମଧ୍ୟରେ ଶ୍ରୀଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି ରଥଯାତ୍ରାରେ ଦେଖିବାକୁ ମିଳିଥିଲା ଭକ୍ତଙ୍କ ମଧ୍ୟରେ…

୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ମାଲକାନଗିରି ପୋଲିସ

ମାଲକାନଗିରି : ମାଲକାନଗିରି ପୋଲିସକୁ ବଡ ସଫଳତା । ସୁନା ଅଳଙ୍କାର ଓ ଦେଢ଼ ଲକ୍ଷ ଟଙ୍କା ଚୋରି ଘଟଣାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଜବତ ହୋଇଛି ଚୋରି ହୋଇଥିବା ମୂଲ୍ୟବାନ ସୁନା ରୁପା ଅଳଙ୍କାର ସହ ନଗଦ ୧୭ ହଜାର ଟଙ୍କା । ସୂଚନା ଅନୁସାରେ,…

ସେପ୍ଟେମ୍ବର ୧୨ରେ ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା NEET । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ୍ କଟକଣା ଭିତରେ ଦେଶବ୍ୟାପୀ ନିଟ୍ ପରୀକ୍ଷା ହେବ । ଏଥିପାଇଁ ଏନଟିଏ ୱେବସାଇଟରେ ଆସନ୍ତାକାଲି ଠାରୁ…

ନୂଆ ରୂପ ନେବ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣୀଙ୍କ ପୀଠ

ଭଦ୍ରକ : ନୂଆ ରୂପ ନେବ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ତଥା ଶୈବକ୍ଷେତ୍ର ବାବା ଆଖଣ୍ଡଳମଣୀଙ୍କ ପୀଠ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬ କୋଟି ଟଙ୍କା । ବିଶେଷକରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମନ୍ଦିର ବେଢ଼ାର ସୌନ୍ଦର୍ଯ୍ୟକରଣ କରାଯିବ । ଏହାସହ ଦର୍ଶନ ପାଇଁ…

ବାଲେଶ୍ବର ଚାନ୍ଦିପୁରରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ

ବାଲେଶ୍ବର : ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ । ଉତ୍‌କ୍ଷେପଣ ପରେ ରାଡ଼ାରରୁ ମିଳିଥିବା ତଥ୍ୟକୁ ନେଇ ଚାଲିଛି ସମୀକ୍ଷା । ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ ହୋଇଛି ସୁପରସୋନିକ୍‌ କ୍ରୁଜ୍‌…

ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ, ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ

କେନ୍ଦୁଝର : ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ । ଗୋଠଛଡା ଦନ୍ତାହାତୀର ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ହାତୀପଲ କେତେବେଳେ ଘରଦ୍ବାର ଭାଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ଫସଲ ଉଜାଡି ଦେଉଛନ୍ତି । ବିଭିନ୍ନ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ପ୍ରାଣହାନୀ ଘଟୁଛି । ତେବେ ଗତକାଲି…

କନ୍ଧମାଳ ଗୋଛାପଡ଼ାରେ ମାଓ-ଯବାନ ଗୁଳି ବିନିମୟ ଘଟଣା, ଜବତ ହୋଇଛି ମାରଣାସ୍ତ୍ର

କନ୍ଧମାଳ : କନ୍ଧମାଳ ବୌଦ୍ଧ- ସୀମାନ୍ତ ଗୋଛାପଡ଼ା ଥାନା ଉମା ଜଙ୍ଗଲରେ ହୋଇଥିବା ମାଓ-ଯବାନ ଗୁଳି ବିନିମୟ ପରେ ଜବତ ହୋଇଛି ମାରଣାସ୍ତ୍ର । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା କର୍ମୀମାନେ ୨ଟି ଦେଶୀ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ବିନିତ…

ସୁରକ୍ଷା କର୍ମୀଙ୍କ ଉପରେ ମହାମାରୀ କରୋନାର ନଜର

ନୂଆଦିଲ୍ଲୀ : ସୁରକ୍ଷା କର୍ମୀଙ୍କ ଉପରେ ମହାମାରୀ କରୋନାର ନଜର । ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫର ୮୪ ହଜାରରୁ ଅଧିକ ଯବାନ କୋଭିଡରେ ସଂକ୍ରମିତ ହେଲେଣି । ସେମାନେଙ୍କ ମଧ୍ୟରୁ ୩୩୧ ଜଣ ଯବାନଙ୍କ ଜୀବନ ନେଇଛି ଭାଇରସ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ…

ଜାଇଡସ କାଡିଲାର ଟିକା ଜାଇକୋଭ-ଡି’କୁ ଅନୁମତି ଦେଇପାରେ ଡିସିଜିଆଇ

ନୂଆଦିଲ୍ଲୀ : ଜରୁରୀକାଳୀନ ବ୍ୟବହାର ଲାଗି ଜାଇଡସ କାଡିଲାର ଟିକା ଜାଇକୋଭ-ଡି’କୁ ଅନୁମତି ଦେଇପାରନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ଲାଗି କୋଭିଡ ଟିକା ଦେବା ଲାଗି ଡିସିଜିଆଇ ଏହି ପଦକ୍ଷେପ ନେବେ । ଆସନ୍ତା କିଛି ଦିନ ଭିତରେ ଏନେଇ ପଦକ୍ଷେପ…