Latest Odisha News

BREAKING NEWS

Browsing Category

ଫିଚର

ଏଥର ଦିଲ୍ଲୀରେ ହେବ ଉପ-ରାଜ୍ୟପାଳଙ୍କ ରାଜୁତି

ନୂଆଦିଲ୍ଲୀ: ଗଭର୍ଣ୍ଣମେଂଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଆକ୍ଟ ଦିଲ୍ଲୀ ସଂଶୋଧାନ ବିଲ୍ ୨୦୨୧ ମାର୍ଚ୍ଚରେ ସଂସଦରେ ପାସ୍ ହୋଇଥିଲା । ଏହି ଏନସିଟି ବିଲ୍ ଗୃହମନ୍ତ୍ରଣାଳୟ ନୋଟିଫିକେଶନ ପରେ ୨୭ ଏପ୍ରିଲରୁ କାର୍ଯ୍ୟକାରୀ ହେବ । ଏହା କାର୍ଯ୍ୟକାରୀ ହେବା ମାତ୍ରେ ଦିଲ୍ଲୀ ଉପ ରାଜ୍ୟପାଳଙ୍କ…

ଭାରତର ଏହି ମନ୍ଦିରରେ ପୁରୁଷ ଭକ୍ତ ଯିବା ମନା

ପୁରୀ: ଭାରତରେ ଏପରି ମନ୍ଦିର ଅଛି ଯେଉଁଠାକୁ ପୁରୁଷ ଭକ୍ତ ଯିବା ମନା । ଏଠାକୁ କେବଳ ମହିଳା ଭକ୍ତମାନେ ଯାଇପାରିବେ । ଆସନ୍ତୁ ସେଭଳି କିଛି ମନ୍ଦିର ବିଷୟରେ ଜାଣିବା କନ୍ୟାକୁମାରୀରର କୁମାରୀ ଅମାନ ମନ୍ଦିର: କନ୍ୟାକୁମାରୀରେ ରହିଛି କୁମାରୀ ଅମନାନ ମନ୍ଦିର । ଏଠାରେ ମାଆ ଭଗବତୀ ଦୁର୍ଗା…

ଛତିଶଗଡର ଏହି ମନ୍ଦିରରେ ଶିବ ଲିଙ୍ଗର ଆକାର ପ୍ରତ୍ୟେକ ବର୍ଷ ବଢ଼ିଥାଏ

ରାୟପୁର: ଛତିଶଗଡର ମରୋଦା ଗ୍ରାମରେ ରହିଛି ମହାପ୍ରଭୂ ଶିବଙ୍କ ଏକ ଅଦ୍ଭୁତ ମନ୍ଦିର । ଭୂତେଶ୍ୱର ଭକୁରା ମହାଦେଶ ମନ୍ଦିର ଭାବେ ଏହା ଭକ୍ତଙ୍କ ନିକଟରେ ବେଶ୍ ପରିଚିତ । ଏଠାକୁ ଆସିଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ଏଠାରେ…

ବିଷ୍ଣୁ ମନ୍ଦିରରେ ଦୋଷା ଭୋଗ !

ମଦୁରାଇ: ଭାରତ ଏକ ଧର୍ମପ୍ରଧାନ ଦେଶ ଏଠାରେ ଭଗବାନଙ୍କ ପ୍ରତି ଭକ୍ତଙ୍କ ଅହେତୁକ ଭକ୍ତି ରହିଛି । ସରଳ ମନ ଓ ବିଶ୍ୱାସରେ ବିଭିନ୍ନ ସ୍ଥାନରେ ଭିନ୍ନ ଭୋଗ ଅର୍ପଣ କରାଯାଇଥାଏ । ମଦୁରାଇର କାଲାଝାଗର ମନ୍ଦିରର ଭଗବାନ ବିଷ୍ଣୁ ପୂଜା ପାଉଛନ୍ତି । ଏଠାକାର ଭୋଗ ଓ ପୂଜା ବିଧି ଅନ୍ୟମାନଙ୍କୁ…

କରୋନା ମାନଚିତ୍ରରେ ବଦଳୁଛି ଓଡ଼ିଶାର ରଙ୍ଗ, ରେଡ୍ ଜୋନରେ ୧୭ ଜିଲ୍ଲା

ଭୁବନେଶ୍ୱର: କରୋନା ମାନଚିତ୍ରରେ ପ୍ରତିଦିନ ରଙ୍ଗ ବଦଳାଉଛି ଓଡ଼ିଶା । ସଂକ୍ରମଣ ବଢୁଛି । ସେହି ଅନୁସାରେ ଓଡ଼ିଶାର କରୋନା ମାନଚିତ୍ରରେ ରଙ୍ଗ ବି ବଦଳୁଛି । ଅର୍ଥାତ୍ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି । ଏବେ କରୋନା କାୟାରେ ଅଧା ଓଡ଼ିଶା । ୧୭ଟି ଜିଲ୍ଲା ରେଡ୍ ଜୋନରେ ଅଛି ।…

କୋଭିଡ୍ ସମୟରେ ଟେଲି ମେଡିସିନରେ ଚିକିତ୍ସା ପରାମର୍ଶ, ଲେଖି ରଖନ୍ତୁ ଜରୁରୀ ଫୋନ୍ ନମ୍ବର

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ମେଲାଇଛି । ସଂକ୍ରମଣ ବଢୁଛି । ଏଭଳି ସ୍ଥିତିରେ ଜରୁରୀ ଚିକିତ୍ସା ଆବଶ୍ୟକ ନଥିଲେ ହସ୍ପିଟାଲ ଆସିବାକୁ ଲୋକଙ୍କୁ ବାରଣ କରାଯାଉଛି । ଏହାସହ ଲକ୍ଷଣବିହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ…

ଅକ୍ସିଜେନ୍ ହବ୍ ଓଡ଼ିଶା: ୬ ଦିନରେ ୮ଟି ରାଜ୍ୟକୁ ଦେଲାଣି ୨୧୧୨ ମେଟ୍ରିକ୍ ଟନ୍ ଅମ୍ଳଜାନ

ଭୁବନେଶ୍ୱର: ମହାମାରୀ ଭିତରେ ଅକ୍ସିଜେନ୍ ସଂକଟ ବିଭିନ୍ନ ରାଜ୍ୟକୁ କରୋନା ବିରୋଧୀ ଲଢ଼େଇରେ ଚିନ୍ତା ବଢ଼ାଇଛି । ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ବିଭିନ୍ନ ରାଜ୍ୟକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଲଗାତାର ୬ ଦିନ ହେବ ଅକ୍ସିଜେନ୍ ଯୋଗାଣ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ୮ଟି ରାଜ୍ୟରୁ…

ଓଡ଼ିଶା ଆସୁଛି ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା, ଯାଜପୁର ଓ କେନ୍ଦୁଝରରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ (୪୫ବର୍ଷରୁ ଅଧିକ) ଟିକାକରଣ ଜାରି ରହିଛି ।  ଆଜି ରାଜ୍ୟରେ ପହଞ୍ଚିବ ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା । ଟିକା ଅଭାବରୁ ଆଜି ଯାଜପୁର ଓ କେନ୍ଦୁଝରରେ ବନ୍ଦ ରହିଛି ଟିକାକରଣ । ୪୬୪ କେନ୍ଦ୍ରରେ ଆଜି ଟିକାକରଣ କରାଯାଉଛି । ଏହି ସୂଚନା ଦେଇଛନ୍ତି…

ଦେଶରେ ୨ଲକ୍ଷ ପାର କଲା କରୋନା ଡେଥ୍ କେସ୍, ୬ ମାସରେ ଲକ୍ଷେ ମୃତ

ନୂଆଦିଲ୍ଲୀ: କରୋନାର ଏପ୍ରିଲ ଟେନସନ୍ । ଘାତକ ହେଉଛି ମହାମାରୀ । ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ଦେଶରେ ଆଜି କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ପାର କରିଛି । ସେହିପରି ରେକର୍ଡ ତିନି ହଜାର ଡେଇଁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୨ଶହ ୯୩ ଆକ୍ରାନ୍ତ…

ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ, ଦୁଇ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ଼ ସୀମାନ୍ତ ମହାରାଷ୍ଟ୍ରର ଗଡ଼ଚିରୋଲିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି । ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଗଡ଼ଚିରୋଲି ଜିଲ୍ଲାର ଜାମ୍ବିଆ ଗୋଟା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ…