Latest Odisha News

BREAKING NEWS

Browsing Category

ଫିଚର

ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବ

ମୁମ୍ବାଇ: ଚଳିତ ଆଇପିଏଲରେ ସୋମବାର ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ଟସ୍ ଜିତି ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଫଳରେ ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବ ।…

ରାଜ୍ୟକୁ ଫେରିଲା ତାତି, ୪୦ ଡିଗ୍ରୀ ଉପରେ ୯ ସହର

ଭୁବନେଶ୍ବର : ରାଜ୍ୟକୁ ଫେରିଲା ତାତି । ଗ୍ରୀଷ୍ମ ପ୍ରବାହ ସହ ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୯ ସହର । ତେବେ ୪୧ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ଓ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଭୁବନେଶ୍ୱରରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ୩୮୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଆଜି ୪ ହଜାର ୪୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫୮୭ଟି ମାମଲା ଆସିଥିଲା । ସେଥିରୁ ବିଏମସି ବା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୪୬୮ ଜଣ ସଂକ୍ରମିତ ଥିବା ବିଏମସି…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କରୋନା, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମନମୋହନଙ୍କ କୋଭିଡ୍ ରିପୋର୍ଟ ପିଜିଟିଭ୍ ଆସିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ୮୮ ବର୍ଷିଅ ମନମୋହନ ସିଂହ କରୋନା ଟିକାର ୨ଟି ଯାକ ଡୋଜ୍ ନେବା ପରେ…

ପିପିଲିରେ ନିର୍ବାଚନ ରାଲି କରିବନି ବିଜେଡି, ନବୀନ କଲେ ଅପିଲ୍

ଭୁବନେଶ୍ୱର: ପିପିଲି ଉପ ନିର୍ବାଚନ ଲାଗି ବିଧିବଦ୍ଧ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୭ ଦିନ ମଧ୍ୟରେ ଅର୍ଥାତ୍ ୨୬ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ତା’ପରେ ପ୍ରାର୍ଥିପତ୍ର ଯାଞ୍ଚ ଓ ପ୍ରତ୍ୟାହାର ୨୯ ତାରିଖରେ ସରିବ । ମେ’୧୩ରେ ପିପିଲି ବିଧାନସଭା…

କରୋନା ଆକ୍ରାନ୍ତ ପରେ ୯୦ ଦଶକର ଲୋକପ୍ରିୟ ସଙ୍ଗୀତକାର ଶ୍ରବଣଙ୍କ ଅବସ୍ଥା ଗୁରୁତର

ମୁମ୍ବାଇ: ୯୦ ଦଶକର ଲୋକପ୍ରିୟ ସଙ୍ଗୀତକାର ନଦୀମ-ଶ୍ରବଣ ଯୋଡି ମଧ୍ୟରୁ ଶ୍ରବଣ କୁମାର ରାଠୋର କରୋନା ଆକ୍ରାନ୍ତ ପରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତାଙ୍କ ପୁଅ ତଥା ମ୍ୟୁଜିକ କମ୍ପୋଜର ସଞ୍ଜୀବ ରାଠୋର ମଧ୍ୟ ବାପାଙ୍କ ଅବସ୍ଥା ଉଦବେଗଜନକ ବୋଲି କହିଛନ୍ତି । ଫୁସଫୁସରେ…

ଜେଏନୟୁରେ ୭୪ଜଣ କରୋନା ସଂକ୍ରମିତ !

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ୟୁନିଭରସିଟିରେ କରୋନା ତାର କରାଳ ରୂପ ଦେଖାଇବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ଛାତ୍ର ଏବଂ ଷ୍ଟାଫଙ୍କୁ ମିଶାଇ ୭୪ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୪ଜଣଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ରହିଛି । ଅନ୍ୟମାନଙ୍କୁ ସୁଲତାନପୁରୀ କ୍ୱାରେଂଟାଇନ ସେଂଟରରେ…

ମନମୋହନଙ୍କ ପତ୍ରର ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବର୍ତମାନର ପିଏମ ନରେନ୍ଦ୍ର ମୋଦିଙ୍କୁ ପତ୍ର ମାଧ୍ୟମରେ କେତେକ ପ୍ରସ୍ତାବ ଦେଇଥିଲେ । ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଏହାର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଆପଣ ପତ୍ରରେ…

ବିସ୍ଫୋରଣ ନେଲା ୨ ଜୀବନ, ୩ ଜଣ ଗୁରୁତର

ବ୍ରହ୍ମପୁର: ଘରେ ହେଲା ବିସ୍ଫୋରଣ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୩ ଜଣ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗାଁରେ ଆଜି ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । କୁହାଯାଉଛି, ଜଣେ ବ୍ୟକ୍ତିଙ୍କ ଘରେ କୌଣସି…

ରଥଯାତ୍ରା ପ୍ରସ୍ତୁତି: ନୟାଗଡ଼ ବନଖଣ୍ଡରୁ ପୁରୀ ଆସିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ ବନଖଣ୍ଡରୁ ଗୋଟିଏ ରଥକାଠ ବୋଝେଇ ଟ୍ରକ ଆଜି ପୁରୀରେ ପହଞ୍ଚିଛି । ଏଥିରେ ମୋଟ୍ ୧୩ଟି ଫାସୀ କାଠ ରହିଛି । ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ । ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା…