Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟରେ କଡ଼ାକଡ଼ି ହେଉଛି କଟକଣା । ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟଡାଉନ୍ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ…

ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ଭୋଟ୍, ୪୫ ଆସନ ପାଇଁ ଚାଲିଛି ଭୋଟିଂ

କୋଲକାତା: କରୋନା ସଂକଟ ମଧ୍ୟରେ ପଶ୍ଚିମବଙ୍ଗରେ ଚାଲିଛି ମତଦାନ । ପଞ୍ଚମ ପର୍ଯ୍ୟାୟରେ ଆଜି ୪୫ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବୁଥର ୨୦୦ ମିଟର ପରିଧିରେ ଲାଗୁ ହୋଇଛି ୧୪୪ ଧାରା । ୪୫ ଆସନରେ ୩୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା…

କୋଭିଡ୍ ମୁକ୍ତ ନହେବା ଯାଏ ହାଇଦରକୁ ରିମାଣ୍ଡରେ ନେବ ନାହିଁ କମିଶନରେଟ ପୋଲିସ

କଟକ: ଆଜିଠୁ ରିମାଣ୍ଡରେ ଯିବ ନାହିଁ ଗ୍ୟାଙ୍ଗଷ୍ଟର ହାଇଦର । ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ ରିମାଣ୍ଡ କାର୍ୟ୍ୟକାରୀ ହେବ ନାହିଁ । ସଂକ୍ରମଣ ମୁକ୍ତ ନହେବା ଯାଏ ରିମାଣ୍ଡରେ ନେବ ନାହିଁ କମିଶନରେଟ ପୋଲିସ । ହାଇଦରର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ପ୍ରଥମେ…

ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍, ଆଇସୋଲେସନରେ ଧରିଥିବା ଅଧିକାରୀ

କଟକ: ଫେରାର ହାଇଦର ଗିରଫ ପରେ ବି ଚର୍ଚ୍ଚାରେ । ଏସସିବିରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ହେବା ପରେ ପୋଲିସର ନିଦ ହଜି ଯାଇଥିଲା । ଦିନରାତି ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ହାଇଦ୍ରାବାଦରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ହାଇଦରକୁ ଶୁକ୍ରବାର ଓଡ଼ିଶା ଆଣିବା ପରେ…

ଭାରତ ଫେରିବ ପଳାତକ ନୀରବ ମୋଦି !

ନୂଆଦିଲ୍ଲୀ : ଭାରତ ଫେରିବ ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି । ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ମଞ୍ଜୁରୀ ଦେଇଛନ୍ତି ବ୍ରିଟେନ୍ ଗୃହ ମନ୍ତ୍ରଣାଳୟ । ଭାରତରେ ଋଣ ଜାଲିଆତି କରିଥିବା ନୀରବ ମୋଦି ଏବେ ବ୍ରିଟେନରେ ଅଛନ୍ତି ।…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୫୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଗତିରେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ, ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୯୫୨ ଜଣ ଆକ୍ରାନ୍ତ । ନୂଆପଡ଼ାରୁ ସର୍ବାଧିକ ୧୭୬ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୪୭, ଖୋର୍ଦ୍ଧାରୁ ୧୨୦ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି…

ଗ୍ୟାଙ୍ଗଷ୍ଟର ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବ ପୋଲିସ

କଟକ : ରିମାଣ୍ଡରେ ଗଲା କୁଖ୍ୟାତ ଅପରାଧୀ ହାଇଦର । ଗ୍ୟାଙ୍ଗଷ୍ଟର ହାଇଦରକୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ପୋଲିସ ହାଇଦରକୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । ହେଲେ କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମଏଫସି…

କରୋନା ପାଇଁ କଠୋର ହେଲେ ନିର୍ବାଚନ କମିଶନ, ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ବଢୁଥିବା ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ରାଜନୀତିକ ଦଳ ଗୁଡ଼ିକ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାରର ରାଲି କରିପାରିବେ ନାହିଁ ବୋଲି କମିଶନ…

ସପ୍ତାହାନ୍ତ ସଟଡାଉନରେ ରଜ୍ୟରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏଥିସହ ଛତିଶଗଡ଼ ଓ ଝାଡଖଣ୍ଡ ସୀମାନ୍ତ ୧୦ ଜିଲ୍ଲାରେ ଲାଗୁ ହେବ ସପ୍ତାହାନ୍ତ ସଟଡାଉନ୍ । ଏହି ସପ୍ତାହାନ୍ତ ସଟଡାଉନ ବେଳେ ବନ୍ଦ ରହିବ ଟିକାକରଣ । ଛତିଶଗଡ଼ ଓ ଝାଡଖଣ୍ଡ ସୀମାନ୍ତ ୧୦ ଜିଲ୍ଲା ଓ ସମ୍ବଲପୁର, ରାଉରକେଲା…

ତାତିରୁ ସାମାନ୍ୟ ଆଶ୍ବସ୍ତି, ୪୦ ଡିଗ୍ରୀ ତଳେ ସାରା ରାଜ୍ୟର ତାପମାତ୍ରା

ଭୁବନେଶ୍ବର : କିଛି ଦିନର ବ୍ୟବଧାନ ପରେ ସାରା ରାଜ୍ୟକୁ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ସାରା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବାଲେଶ୍ବରରେ ତାପମାତ୍ରା ୩୮.୫ ଡିଗ୍ରୀ ଥିବା ବେଳେ,…