Latest Odisha News

BREAKING NEWS

Browsing Category

ଫିଚର

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନୀତି ନିର୍ଘଣ୍ଟ, ଅପରାହ୍ନ ୩ଟା ୩୦ରେ ଟଣା ହେବ ରଥ

ଭୁବନେଶ୍ବର : ଆସନ୍ତା ୨୦ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥର ଅପରାହ୍ନ ୩ଟା ୩୦ରେ ଟଣାହେବ ରୁକୁଣା ରଥ । ଏନେଇ ନିଷ୍ପତ୍ତି ନେଇଛି ଟ୍ରଷ୍ଟ ବୋର୍ଡ । କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ରଥ ଉପରେ ୨୦ରୁ୨୫ ଜଣ ସେବାୟତ ରହିବେ । ସେହିପରି ରଥଟଣାରେ ମୋଟ ୧୦୦ ଜଣ…

ରାଜ୍ୟରେ ଖସିଲା ପାରଦ, ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ତଳେ ତାତି

ଭୁବନେଶ୍ବର : କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ଖସିଲା ପାରଦ । ଅନ୍ୟ ଦିନ ଅପେକ୍ଷା ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ କମ ରହିଛି ତାପମାତ୍ରା । ଆଜି କେବଳ ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ଅନ୍ୟ ସହରରେ ୪୦ ଡିଗ୍ରୀ ତଳେ ରହିଛି ତାପମାତ୍ରା । ଅନ୍ୟ…

ଆରମ୍ଭ ହେଲା ଆଇପିଏଲ, ପ୍ରଥମେ ବ୍ୟାଟିଂ କରୁଛି ମୁମ୍ବାଇ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦର୍ଶକଙ୍କ ଅନୁପସ୍ଥିତିରେ ଆରମ୍ଭ ହୋଇଛି ଆଇପିଏଲର ୧୪ତମ ସଂସ୍କରଣ । ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ଖବର ହସ୍ତଗତ ହେଲା ବେଳକୁ ୪ ଓଭରରେ…

କଙ୍ଗନାଙ୍କ ଥାଲାଇଭି ଫିଲ୍ମର ରିଲିଜ ଡେଟ ଘୁଂଚିଲା

ମୁମ୍ବାଇ: କରୋନା ମହାମାରୀ ବଢ଼ିବା ଯୋଗୁ କଙ୍ଗନା ରାନାୱତ ଅଭିନୀତ ଥାଲାଇଭି ଫିଲ୍ମର ରିଲିଜ ଡେଟକୁ ଘୁଂଚାଇ ଦିଆଯାଇଛି । ଏହି ଫିଲ୍ମ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଥିବା ବେଳେ ରିଲିଜ ତାରିଖ ଘୁଂଚିବା…

ଓଡ଼ିଶାକୁ ଆସୁଥିବା ରେଳଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ

ଭୁବନେଶ୍ବର : ଡରାଇଲାଣି କରୋନା ଭୂତାଣୁ । ସଂକ୍ରମଣ ବଢୁଥିବାରୁ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଲାଗୁ ହୋଇଛି କଟକଣା । ଏଣିକି ରାଜ୍ୟ ବାହାରୁ ଆସୁଥିବା ରେଳଯାତ୍ରୀଙ୍କୁ ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୫୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଚିନ୍ତା ବଢ଼ାଇଲାଣି କରୋନା ଭୂତାଣୁ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଜାଗ ହେଲାଣି ପ୍ରଶାସନ । ରାଜ୍ୟରେ ୧୩ଶହ ମୁହାଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୫୦ ସଂକ୍ରମିତ । ସେମାନଙ୍କ ମଧ୍ୟରୁ ୩୩ ଜଣ…

ସାହାରାର ସୁବ୍ରତ ରାୟଙ୍କୁ କରୋନା

ନୂଆଦିଲ୍ଲୀ: ସାହାରା ସମୂହର ମୂଖ୍ୟ ସୁବ୍ରତ ରାୟ କରୋନା ସଂକ୍ରମିତ ହୋଇଛନ୍ତି । ସେ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ସେଠାରେ ପରୀକ୍ଷଣ ପରେ ସେ କରୋନା ପଜିଟିଭ ଥିବା ଜଣା ପଡିଥିଲା । ଏଥିନେଇ ସେ ଏକ ବିଜ୍ଞପ୍ତି ଜାରୀ କରିଛନ୍ତି । ବିଜ୍ଞପ୍ତିରେ ସେ କରୋନା ସଂକ୍ରମିତ…

ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି । କରୋନା ପାଇଁ ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ କଲେଜକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।…

ଦିଲ୍ଲୀ ଏମସର ୩୫ ଜଣ ଡାକ୍ତରଙ୍କୁ କରୋନା

ନୂଆଦିଲ୍ଲୀ : ଦେଶରେ ଦୃତ ଗତିରେ ବ୍ୟାପୁଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଲାଣି । ଦେଶରେ କରୋନା ଦିନକୁ ଦିନ ଭୟାବହ ରୂପ ନେଉଥିବା ବେଳେ, ମହାମାରୀ କବଳରେ କରୋନା ଯୋଦ୍ଧା । ସାର୍ ଗଙ୍ଗାରାମ, କେଜିଏମୟୁ ହସ୍ପିଟାଲ ପରେ ଏବେ ଦିଲ୍ଲୀ…

ମାସ୍କ ନପିନ୍ଧିଲେ ଆଦାୟ ହେବ ଦୁଇ ଗୁଣା ଜରିମାନା

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀଙ୍କୁ ୧୪ ଦିନ ପାଇଁ ମାସ୍କ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତେ ଘରୁ ବାହାରିବା ମାତ୍ରେ ତୁରନ୍ତ ମାସ୍କ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି…