Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ କିମ୍ବା ସଟଡାଉନ୍ ହେବ କି ? ଏକଥା କହିଲେ ବିଏମସି କମିଶନର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ବଢୁଛି । ସେଥିରୁ ଅଧିକାଂଶ ସଂକ୍ରମିତ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ଶହେରୁ ଅଧିକ ପଜିଟିଭ୍ ବିଏମସି ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ ଏବେ ନାଇଟ କର୍ଫ୍ୟୁ, ସଟଡାଉନ୍ କି ଲଡଡାଉନ୍ କଥା ଚିନ୍ତା କରାଯାଇ…

ଧର୍ମଶାଳାରେ ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମାମାଡ଼ ଘଟଣାରେ ୩ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗର ଅଞ୍ଚଳରେ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ବୋମାମାଡ଼ ଘଟଣା । ବୋମାମାଡ଼ରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିବ ପୋଲିସ । ୩…

ପୁଣି ବିବାଦ ଘେରରେ ବାଂଲାଦେଶୀ ଲେଖିକା ତସଲିମା ନାସରିନ୍

ଭୁବନେଶ୍ୱର: ପୁଣି ବିବାଦ ଘେରକୁ ଚାଲି ଆସିଛନ୍ତି ବାଂଲାଦେଶୀ ଲେଖିକା ତସଲିମା ନାସରିନ୍ । ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଟାର୍ଗେଟ କରି ବିରୋଧର ଶିକାର ହୋଇଛନ୍ତି । ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ସହ ବିରୋଧୀ ଲେଖା ପାଇଁ ତାଙ୍କୁ ବହୁବାର ହତ୍ୟା ଧମକ ମିଳିଛି ।…

ଅଧିକ ସଂକ୍ରମିତ ରାଜ୍ୟରୁ ଓଡ଼ିଶା ଆସିଲେ RT-PCR ଟେଷ୍ଟ ସହ କ୍ୱାରେଣ୍ଟାଇନ କରାଯିବ, ଖୁବଶୀଘ୍ର ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଡ଼ାକଡ଼ି ହେଲାଣି କଟକଣା । ଏଣିକି ଅଧିକ ସଂକ୍ରମିତ ରାଜ୍ୟର ଓଡ଼ିଶା ଆସିଲେ ସମସ୍ତଙ୍କର RT-PCR ଟେଷ୍ଟ କରାଯିବ । ସଂକ୍ରମିତ ପଡ଼ୋଶୀ ରାଜ୍ୟରୁ ଫେରିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଯିବ । ୭ ଦିନରେ ସଂଗରୋଧରେ ରଖାଯିବ…

ଡ୍ୟାନ୍ସ ଦିୱାନେ୩ର ଜଜ ଧର୍ମେଶଙ୍କୁ କରୋନା

ମୁମ୍ବାଇ: ରିୟଲିଟି ଶୋ ଡ୍ୟାନ୍ସ ଦିୱାନେ୩ର ୩ଜଜ ମଧ୍ୟରୁ ଧର୍ମେଶ ୟେଲାନ୍ଦେ କରୋନା ପଜିଟିଭ ଥିବା ଜଣାପଡିଛି । ପୂର୍ବରୁ ୧୮ କ୍ରୁ ମେମ୍ବର୍ସ ଏବଂ ୩ ପ୍ରତିଯୋଗୀ କରୋନା ସଂକ୍ରମିତ ହୋଇଥିଲେ । ଏବେ ଧର୍ମେଶଙ୍କ ସ୍ଥାନରେ ଶକ୍ତି ମେନନ ଓ ପୁନୀତ ଜେ ପାଠକ ଏହି ଶୋର ଜଜ ଦାୟିତ୍ୱ ତୁଲାଇବେ ।…

ଟିକା ଅଭାବ: ଆଜି ନଆସିଲେ ଶନିବାରଠୁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଟିକାକରଣ

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ ଟିକାର ଅଭାବ । ଯାହା ଅଛି ଦୁଇ ଦିନ ଭିତରେ ସରିଯିବ । ଟିକା ନଥିବାରୁ ରାଜ୍ୟରେ ପାଖାପାଖି ୭୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଛି । ଟିକା ଅଭାବରୁ ବାଧାପ୍ରାପ୍ତ ହୋଇଛି ଟିକାକରଣ । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ…

ଅନ୍ତର୍ଜାତୀୟ ସେଣ୍ଟର ଅଫ୍ ଫିଲ୍ମ ଫର୍ ଚିଲଡ୍ରେନ୍ ଆଣ୍ଡ ୟଙ୍ଗ ପିପୁଲର ସଭାପତି ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ଓଡ଼ିଆ ପୁଅ ଜିତେନ୍ଦ୍ରଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସଫଳତା ମିଳିଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଜିତେନ୍ଦ୍ର ମିଶ୍ର ଅନ୍ତର୍ଜାତୀୟ ସେଣ୍ଟର ଅଫ୍ ଫିଲ୍ମ ଫର୍ ଚିଲଡ୍ରେନ୍ ଆଣ୍ଡ ୟଙ୍ଗ ପିପୁଲ (CIFEJ)ର ସଭାପତି ଭାବେ ୨୦୨୨ ବର୍ଷ ଲାଗି ମନୋନିତ ହୋଇଛନ୍ତି । ୟୁନେସ୍କୋ…

ଭୁବନେଶ୍ୱର ୟୁନିଟ-୧ SBI ମୁଖ୍ୟ ଶାଖା ପୁଣି ସିଲ୍

ଭୁବନେଶ୍ୱର: ପୁଣି ସିଲ୍ ହେଲା ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା । ବିଏମସି ପକ୍ଷରୁ ତିନି ଦିନ ପାଇଁ ସିଲ୍ କରାଯାଇଛି । ଏଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୧୧ ତାରିଖ ଯାଏ ବ୍ୟାଙ୍କ…

ପୋଖରୀ ଭିତରୁ କଙ୍କାଳ ଉଦ୍ଧାର, ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ

ଯାଜପୁର: ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ଗାଡ଼ି ଭିତରୁ ମିଳିଥିଲା ନରକଙ୍କାଳ । ଏବେ ଯାଜପୁର ଜିଲ୍ଲାରେ ପୋଖରୀ ଭିତରୁ କଙ୍କାଳ ଉଦ୍ଧାର ହୋଇଛି । ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ବଣିଆପଡ଼ାର ଏକ ପୋଖରୀରୁ ଉଦ୍ଧାର ହୋଇଛି ମଣିଷ କଙ୍କାଳ ଉଦ୍ଧାର । ଏହି ଖବର ଜଣାପଡ଼ିବା…

ନକ୍ସଲଙ୍କ କବଜାରେ ଯବାନ, ମଧ୍ୟସ୍ଥିଙ୍କ ନାଁ ଘୋଷଣା କରୁନାହାଁନ୍ତି ସରକାର

ମାଲକାନଗିରି: ଛତିଶଗଡ଼ ବିଜାପୁର ଟେକେଲଗୁଡ଼ା ଏନକାଉଣ୍ଟ ପରେ ନକ୍ସଲଙ୍କ କବଜାରେ ଜଣ ଯବାନ ଅଛନ୍ତି । ଯବାନଙ୍କୁ ମୁକୁଳାଇବା ଲାଗି ସରକାର ମଧ୍ୟସ୍ଥିଙ୍କ ନାଁ ଘୋଷଣା କରନ୍ତୁ ବୋଲି ମାଓ ସଂଗଠନ କହିଛି । ଯବାନ ଅପହରଣକୁ ୪ ଦିନରୁ ଅଧିକ ବିତିଥିବା ବେଳେ ସରକାର ନାଁ ଘୋଷଣା କରିନାହାଁନ୍ତି ।…