Latest Odisha News

BREAKING NEWS

Browsing Category

ଫିଚର

ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ନାଲି ଆଖି ଦେଖାଇଛି । ବିଭିନ୍ନ ରାଜ୍ୟରେ ବ୍ୟାପୁଛି ସଂକ୍ରମଣ । ଏଭଳି ସମୟରେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସାଢ଼େ 12ଟାରେ ବୈଠକ ବସିବ । ବିଶେଷ କରି…

ଫ୍ରାନ୍ସରେ କରୋନାର ତୃତୀୟ ଲହରୀ

ପ୍ୟାରିସ୍: ବିଶ୍ୱବ୍ୟାପୀ କରୋନା ଆତଙ୍କ ଲାଗି ରହିଛି । ମଙ୍ଗଳବାର ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ୍ କାଷ୍ଟେକ୍ସ ସଂସଦରେ କହିଛନ୍ତି- ଫ୍ରାନ୍ସରେ ମହାମାରୀ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇଛି । ୨୦୨୦ ନଭେମ୍ବର ପରେ ପ୍ରଥମଥର ପାଇଁ ବିଗତ ସପ୍ତାହେ ହେଲା ଦୈନିକ ୨୫ ହଜାରରୁ ଅଧିକ ସଂକ୍ରମିତ…

ଭୁବନେଶ୍ୱର ଓମଫେଡ୍ ଛକରେ ଫାଟିଲା ବିଦ୍ୟୁତ ଟ୍ରାନ୍ସଫର୍ମର, ୪ଜଣ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଅଘଟଣ । ଫାଟିଲା ବିଦ୍ୟୁତ ଟ୍ରାନ୍ସଫର୍ମର । ଚନ୍ଦ୍ରଶେଖରପୁର ଓମଫେଡ୍ ପାର୍ଲର ପାଖରେ ଥିବା ଟ୍ରାନ୍ସଫର୍ମର ଫାଟିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ଭିତରେ ଟ୍ରାନ୍ସଫର୍ମର ପାଖରେ ଜଳଖିଆ ଦୋକାନ କରିଥିବା ବାପା ଓ ପୁଅ ଥିବା ଜଣା ପଡ଼ିଛି । ୪ ଆହତଙ୍କୁ…

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, ୮ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-ଟ୍ବେଣ୍ଟିରେ ଇଂଲଣ୍ଡର ଦମଦାର ବିଜୟ । ବଟଲରଙ୍କ ଲଢୁଆ ବ୍ୟାଟିଂ ବଳରେ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି ଇଂଲଣ୍ଡ । ୫୨ ବଲରୁ ଅପରାଜିତ ୮୩ ରନ ସଂଗ୍ରହ କରିଥିବା ଜୋସ ବଟଲରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ…

ରିଲାଏନ୍ସ ଫାଉଣ୍ଡେସନର ମିଶନ କୋଭିଡ ସୁରକ୍ଷା ଅଭିଯାନ, ଓଡ଼ିଶାର ୨୨ ଜିଲ୍ଲାରେ ୩ ଲକ୍ଷରୁ ଅଧିକ ମାସ୍କ ବଣ୍ଟନ

ଭୁବନେଶ୍ବର : ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ମିଶାନ କୋଭିଡ ସୁରକ୍ଷା ଅଭିଯାନ । କରୋନା ସତର୍କତା ଓ ନିୟମାବଳୀକୁ ପାଳନ କରିବାକୁ ଗୁରୁତ୍ବ ଦେଇଛି ରିଲାଏନ୍ସ ଫାଉଣ୍ଡେସନ । ଏହି ଅବସରରେ ରାଜ୍ୟର ୨୨ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୩ ଲକ୍ଷରୁ ଅଧିକ ମାସ୍କ ବଣ୍ଟାଯାଇଛି ।…

ସିନିୟର ମହିଳା ଦିନିକିଆ କ୍ରିକେଟ: ତ୍ରିପୁରାକୁ ହରାଇଲା ଓଡିଶା, ବ୍ୟାଟିଂରେ ସୁଶ୍ରୀ ଓ ବୋଲିଂରେ ମଧୂସ୍ମିତାଙ୍କ କମାଲ

ଭୁବନେଶ୍ୱର: ସୁରଟରେ ଚାଲିଥିବା ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟରେ ମଙ୍ଗଳବାର ଓଡିଶା ୪୩ ରନରେ ତ୍ରିପୁରାକୁ ପରାସ୍ତ କରିଛି । ବ୍ୟାଟିଂରେ ସୁଶ୍ରୀ ଦିବ୍ୟଦର୍ଶନୀ ଓ ବୋଲିଂରେ ମଧୂସ୍ମିତା ବେହେରା ଚମତ୍କାର ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ । ପ୍ରଥମେ ବ୍ୟାଟିଂ କରି ଓଡିଶା ୫୦ ଓଭରରେ…

କଂଗ୍ରେସ ଛାଡ଼ି ଏନସିପିରେ ମିଶିଲେ ପିସି ଚାକୋ

ନୂଆଦିଲ୍ଲୀ : କଂଗ୍ରେସ ଛାଡ଼ି ଏନସିପିରେ ମିଶିଲେ ପିସି ଚାକୋ । ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାରଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି ପିସି ଚାକୋ । କେରଳ ବିଧାନସଭା ନିର୍ବାଚନରେ ଟିକେଟ ଭାଗବଣ୍ଟାରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଛାଡିଥିଲେ ବରିଷ୍ଠ ନେତା ପିସି ଚାକୋ । ଆଜି ସେ…

ପୁଣି କୋହଲି ଖେଳିଲେ ଅପରାଜିତ ଇନିଂସ, ଇଂଲଣ୍ଡ ଆଗରେ ୧୫୭ ରନର ଟାର୍ଗେଟ୍ ରଖିଲା ଭାରତ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଚାଲିଛି ଭାରତ-ଇଂଲଣ୍ଡ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ । ଭାରତ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୫୭ ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ପୁଣି କ୍ୟାପଟେନ୍ କୋହଲି ଅର୍ଦ୍ଧଶତକ ହାସଲ କରିବା ସହ ଖେଳିଥିଲେ ଦମଦାର ଇନିଂସ । ଟସ…

ନୂତନ ଜାତୀୟ ରେକର୍ଡ ସହ ଅଲିମ୍ପିକ ଯୋଗ୍ୟତା ହାସଲ କଲେ ଶ୍ରୀଶଙ୍କର

ପଟିୟାଲା: ଭାରତର ଉଦୀୟମାନ ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ମଙ୍ଗଳବାର ନୂତନ ଜାତୀୟ ରେକର୍ଡ ସହ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ମୁରଲୀ ୮.୨୬ ମିଟର ଜମ୍ପ ମାରି ନିଜ ନାମରେ ଥିବା ପୂର୍ବ ଜାତୀୟ ରେକର୍ଡ (୮.୨୦ମିଟର)କୁ ଭାଙ୍ଗିଥିଲେ । ଅଲିମ୍ପିକ ଯୋଗ୍ୟତା ପାଇଁ…

ଗଦ୍ଦର:ଏକ ପ୍ରେମ କଥାର ସିକ୍ୱେଲ ଖୁବ୍ ଶୀଘ୍ର

ମୁମ୍ବାଇ: ସନୀ ଦେଓଲ, ଅମୀଷା ପଟେଲ ଅଭିନୀତ ସୁପର ହିଟ ଫିଲ୍ମ ଗଦ୍ଦର:ଏକ ପ୍ରେମ କଥାର ସିକ୍ୱେଲ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଭାରତ-ପାକିସ୍ତାନ ବିଭାଜନ ଏବଂ ଅଶାନ୍ତିକର ପରିସ୍ଥିତି ବେଳେ ସନୀ ଏବଂ ଅମୀଷା ପ୍ରେମ କାହାଣୀ ଏହାର ମୂଖ୍ୟ କାହାଣୀ ଥିଲା । ତେବେ ସନୀଙ୍କ ଆକ୍ସନ ଏବଂ…