Latest Odisha News

BREAKING NEWS

Browsing Category

ଫିଚର

୩୭ ବର୍ଷ ପରେ ବନ୍ଧା ହେଲା ଅଭିଯୁକ୍ତ

କେନ୍ଦ୍ରାପଡା : ପାଟକୁରା ପୋଲିସକୁ ସଫଳତା । ଦୀର୍ଘ ୩୭ ବର୍ଷ ପରେ ଧରାପଡିଲା ଅପରାଧୀ । ଏକ ଡକାୟତି ଘଟଣାରେ ଫେରାର ହୋଇ ପୋଲିସ ସହ ଲୁଚକାଳି ଖେଳୁଥିବା ଜଣେ ଅପରାଧୀକୁ ୩୭ ବର୍ଷ ପରେ ଗିରଫ କରିଛି ପାଟକୁରା ପୋଲିସ । ସୂଚନା ଅନୁସାରେ, କେନ୍ଦ୍ରାପଡା ପାଟକୁରା ଥାନା ଭଦିଳୋ ଗାଁର ଅକ୍ଷୟ…

ମାର୍ଚ୍ଚ ୧୫ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ଦିଦି

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଉଷ୍ମ ହେଉଛି ରାଜନୀତି । ଶାସକ ଟିଏମସି ଓ ବିଜେପି ମଧ୍ୟରେ ହେବ କଡ଼ା ମୁକାବିଲା । ଏସବୁ ଭିତରେ ମମତା ବାନାର୍ଜୀ ହସପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ବେଳେ, ଆସନ୍ତା ୧୫ ତାରିଖରୁ କରିବେ ପ୍ରଚାର । ନନ୍ଦିଗ୍ରାମରେ ହାଇଭୋଲଟେଜ…

ସନକୀରେ ଏକତ୍ର କାମ କରିବେ ବରୁଣ-ପରିଣୀତି

ମୁମ୍ବାଇ: ରିୟଲ ଲାଇଫରେ ବରୁଣ ଧାୱନ ଓ ପରିଣୀତି ଚୋପ୍ରା ଭଲ ସାଙ୍ଗ ହେଲେ ମଧ୍ୟ ଏକତ୍ର କୌଣସି ଫିଲ୍ମରେ କାମ କରି ନାହାନ୍ତି । କେବଳ ଢ଼ିଶୁମ ଫିଲ୍ମରେ ଉଭୟ ଗୋଟିଏ ଗୀତରେ ଅଭିନୟ କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସାଜିଦ ନାଡିୟାଡୱାଲା ସନକୀ ନାମକ ଏକ ଆକ୍ସନ ଥ୍ରୀଲର…

ଜୁନ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ଅମରନାଥ ଯାତ୍ରା ଆରମ୍ଭ ହେବା ନେଇ ଘୋଷଣା ହେଲା ତାରିଖ । ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ, ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁନ ୨୮ ତାରିଖରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଯାହାକି ଅଗଷ୍ଟ ୨୨ ତାରିଖରେ ଶେଷ ହେବ । କରୋନା ସଂକ୍ରମଣ ପାଇଁ ଗତବର୍ଷ ଅମରନାଥ…

ବ୍ୟାଡମିଂଟନ: ୟୁଏସ ଓପନ, କାନାଡା ଓପନ ବାତିଲ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଂଟନ ଫେଡେରେଶନ କୋଭିଡ-୧୯ ମହାମାରୀ ଯୋଗୁ ପୁନର୍ବାର ୟୁଏସ ଓପନ ଓ କାନାଡା ଓପନ ବାତିଲ କରିଛି । ୨୦୨୧ରେ ମଧ୍ୟ ଏହି ୨ଟି ବଡ ଟୁର୍ଣ୍ଣାମେଂଟ ଆୟୋଜିତ ହେବ ନାହିଁ । କାନାଡା ଓପନ ୬ରୁ୧୧ ଜୁଲାଇ ଏବଂ କାନାଡା ଓପନ ୨୯ ମାର୍ଚ୍ଚରୁ ୪ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ…

ବାଲେଶ୍ବରରେ ଗୁଳିମାଡ଼, ଜଣେ ଗୁରୁତର

ବାଲେଶ୍ବର : ବାଲେଶ୍ବରରେ ହୋଇଛି ଗୁଳିମାଡ଼ । ଗଡ଼ଗଡ଼ିଆ ଛକ ନିକଟ ଏକ ଆପାର୍ଟମେଣ୍ଟ ନିକଟରେ ହୋଇଛି ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆନନ୍ଦ ସିଂହ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ବାଇକରେ ୨ ଜଣ ଦୁର୍ବୃତ୍ତ…

କ୍ଷମା ମାଗିଲେ ମଣ୍ଡିରୁ ଉଠିଯିବ ସବୁ ଧାନ !

ଭୁବନେ‌ଶ୍ୱର: ରାଜ୍ୟରେ ଅନେକ ଗୁଡ଼ିଏ ପ୍ରସଙ୍ଗ ରହିଛି । କିନ୍ତୁ, ବିଧାନସଭାରେ ଗୋଟିଏ ମାତ୍ର ପ୍ରସଙ୍ଗକୁ ନେଇ ଟଣାଓଟରା ଚାଲିଛି । ପ୍ରସଙ୍ଗ ଚାଷୀ ଆଉ ମଣ୍ଡିରୁ ଧାନ ଉଠାଣ । ଏନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇଛି । ସମସ୍ତ ଧାନ ଉଠାଯିବ ବୋଲି ଯୋଗାଣ ମନ୍ତ୍ରୀ ବିବୃତି ବି ଦେଇଛନ୍ତି ।…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟରୁ ଆସିଛି ଭଲ ଖବର । ଆଜି ରାଜ୍ୟରୁ ସୁସ୍ଥ ହୋଇ ଫେରିଛନ୍ତି ୭୦ ଜଣ କରୋନା ଆକ୍ରାନ୍ତ । ସମ୍ବଲପୁରରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର, ଯାଜପୁର,…

ଜମ୍ମୁ-କଶ୍ମୀର ପୋଲିସ ଜାରି କଲା ୯ ମୋଷ୍ଟ ୱାଟେଂଡ ଆତଙ୍କବାଦୀଙ୍କ ସୂଚୀ

ଶ୍ରୀନଗର: ଜମ୍ମୁ-କଶ୍ମୀର ପୋଲିସ ଶନିବାର ୯ ମୋଷ୍ଟ ୱାଟେଂଡ ଆତଙ୍କବାଦୀଙ୍କ ତାଲିକା ଜାରି କରିଛି । ଏମାନେ ଘାଟିରେ ଲୁଚି ଛପି ରହିବା ସହ ପୋଲିସ, ସେନା ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି । ପୋଲିସ ଏଥିନେଇ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ମଧ୍ୟ ମାଗିଛି । ଫଟୋ ଏବଂ ସେମାନଙ୍କ…

କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନ ଆଇସିୟୁରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଖବର ଦେବାରୁ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆହତ୍ତ କରିଥିଲା । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଛି…