Latest Odisha News

BREAKING NEWS

Browsing Category

ଫିଚର

ଜଳୁଛି ରାଜଧାନୀ, ୩୯.୪ ଡିଗ୍ରୀ ସହ ଆଜି ବି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: କମୁଛି ଶୀତ, ବଢ଼ୁଛି ପାରଦ । ୨ ଦିନ ହେଲା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ବଢ଼ିବାରେ ଲାଗିଛି । ଗତକାଲି ରାଜଧାନୀରେ ପାରଦ ୩୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ୩୯.୪ ଡିଗ୍ରୀ ରେକର୍ଡ ହୋଇଛି । ଏଥିସହ ଗତକାଲି ଭଳି ଭୁବନେଶ୍ୱର ଆଜି ରାଜ୍ୟର ସବୁଠୁ ଉତ୍ତର ସହର…

ଅହମଦାବାଦରେ ଅକ୍ଷରଙ୍କ ରାଜୁତି, ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୮୧ ରନରେ ଅଲଆଉଟ୍

ଅହମଦାବାଦ: ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ ଯାଦୁ ଜାରି ରହିଛି । ପିଙ୍କ ବଲ୍ ଟେଷ୍ଟରେ ଫେଲ୍ ମାରୁଛନ୍ତି ବ୍ୟାଟ୍ସମ୍ୟାନ୍ । ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ସାମ୍ନା କରି ନପାରି ଭ୍ରମଣକାରୀ ଦଳ ୪୮ ଓଭର ୪ ବଲରେ ସମସ୍ତ…

ମୋଟେରା ଟେଷ୍ଟରେ ଅଶ୍ୱିନୀଙ୍କ କୀର୍ତ୍ତିମାନ

ମୋଟେରା: ଭାରତର ଅଭିଜ୍ଞତା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଇଂଲଣ୍ଡ ବିପକ୍ଷ ଚଳିତ ଦିବାରାତ୍ର କ୍ରିକେଟ ଟେଷ୍ଟରେ ୨ଟି ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ୬୦୦ ଏବଂ ଟେଷ୍ଟ କ୍ରିକେଟରେ ୪୦୦ ଉଇକେଟ ଲ୍ୟାଣ୍ଡମାର୍କ ଅତିକ୍ରମ କରିଛନ୍ତି । ୧୭.୨…

ନୀରବ ମୋଦିଙ୍କ ଆବେଦନ ଖାରଜ, ଭାରତ ପ୍ରତ୍ୟର୍ପଣ ନେଇ ଲଣ୍ଡନ କୋର୍ଟର ମଞ୍ଜୁରୀ

ନୂଆଦିଲ୍ଲୀ: ୧୩୦୦୦ କୋଟି ଟଙ୍କାର ପିଏନବି ଦୁର୍ନୀତି ମାମଲାରେ ଭାରତ ସରକାରକୁ ଆଜି ବଡ ସଫଳତା ମିଳିଛି । ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଆବେଦନ ଆଜି ଲଣ୍ଡନର ଏକ କୋର୍ଟରେ ଖାରଜ ହୋଇଛି । ୱେଷ୍ଟମିଷ୍ଟର କୋର୍ଟ ନୀରବ ମୋଦିଙ୍କୁ ପ୍ରତ୍ୟର୍ପଣ କରିବା ନେଇ ମଞ୍ଜୁରୀ…

କମିଶନରେଟ୍ ପୋଲିସକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପ୍ରଶଂସା

ଭୁବନେଶ୍ୱର: ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ପ୍ରଶଂସା କରିଛନ୍ତି । ବହୁଚର୍ଚ୍ଚିତ ୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ଜଳନ୍ଧରକୁ ମାମଲାର ୨୨ ବର୍ଷ ପରେ ପୋଲିସ କମିଶନରଙ୍କ ନେତୃତ୍ୱରେ ଗିରଫ କରିଥିଲା…

ହିନ୍ଦୁ ଧର୍ମ ପାଇଁ ଚର୍ଚ୍ଚାରେ ହଲିଉଡ ଅଭିନେତା !

ଭୁବନେଶ୍ୱର: ହଲିଉଡ ଅଭିନେତା ଗେରାର୍ଡ ବଟଲର୍ । ସାରା ବିଶ୍ୱରେ ବେଶ ପରିଚିତ । ହେଲେ ତାଙ୍କୁ ନେଇ ଏକ ଖବର ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ଗୁଜବ କି ସତ ? ଭାରତକୁ ଆସି ଗେରାର୍ଡ ଗ୍ରହଣ କରିଛନ୍ତି ହିନ୍ଦୁ ଧର୍ମ । ହେଲେ କେବେ ଆସିଥିଲେ ସେ ଭାରତ ଓ କାହାଠୁ ଗ୍ରହଣ…

କଳାହାଣ୍ଡିରୁ ବାଂଲାଦେଶ ଗଲା ତୁଳା ଟ୍ରେନ

କଳାହାଣ୍ଡି: ପ୍ରଥମ ଥର ପାଇଁ କଳାହାଣ୍ଡିରୁ ଉଚ୍ଚମାନର ତୁଳା ଟ୍ରେନ ଯୋଗେ ବାଂଲାଦେଶ ପଠାଯାଇଛି । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ୨୪୭୧.୫ ମେଟ୍ରିକ୍ ଟନ୍ ତୁଳା ଜୁନାଗଡ ଷ୍ଟେସନରୁ ବାହାରି ବାଂଲାଦେଶ ବେନାପୋଲ ଷ୍ଟେସନ ଅଭିମୁଖେ ବାହାରିଛି । ମୋଟ ୪୨ ଟି…

ଭାରତ-ପାକ୍ ବୁଝାମଣା, ଏଲଓସିରେ ଗୁଳି ଚାଳନା ବନ୍ଦ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଦୁଇ ଦେଶର ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେଶନ ମଧ୍ୟରେ ଏଲଓସିରେ ଯେପରି ଶାନ୍ତି ରହିବ ଏବଂ ଗୁଳି ଚାଳନା ନ ହେବ ସେଥିପ୍ରତି ସହମତି ପ୍ରକାଶ ପାଇଛି । ଭାରତର ଲେଫ୍ଟନାଂଟ ଜେନେରାଲ…

କାଲି ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା

ଭୁବନେଶ୍ବର : ଆସନ୍ତାକାଲି ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦେଇଛି ବ୍ୟବସାୟ ସଂଘ । ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍‌ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି । Confederation of All India Tradersର ଏହି ବନ୍ଦ ଡାକରାକୁ ଦେଶରେ…

ଅଣସଂରକ୍ଷିତ ଟିକେଟ୍ ଲାଗି UTS On Mobile ଆପର ପୁନଃ ଆରମ୍ଭ ନେଇ ରେଲୱେର ନିଷ୍ପତ୍ତି

ନୂଆଦିଲ୍ଲୀ: କୋଭିଡ୍ କଟକଣା ଯୋଗୁଁ ବନ୍ଦ ରହିଥିବା ଅଣସଂରକ୍ଷିତ ରେଳ ଯାତ୍ରା ପୁଣି ଆରମ୍ଭ ହେବ । ଦେଶର ନିର୍ଦ୍ଦିଷ୍ଟ କେତେକ ଜୋନରେ ଏହି ସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଅଣସଂରକ୍ଷିତ ରେଳ ଯାତ୍ରା ପୁଣି ଥରେ ଆରମ୍ଭ ହେଉଥିବା ବେଳେ ଷ୍ଟେସନରେ ଥିବା ରେଲୱେ ଟିକେଟ୍ କାଉଣ୍ଟରରେ…