Latest Odisha News

BREAKING NEWS

Browsing Category

ଫିଚର

ରାସ୍ତାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା

ଜୟପୁର: ଅଚିହ୍ନା ଯୁବକଙ୍କୁ ହତ୍ୟା ଅଭିଯୋଗ । ରାସ୍ତାରେ ପଡ଼ିଛି ଜଣେ ରକ୍ତ ଜୁଡୁବୁଡୁ ମୃତଦେହ । କୋରାପୁଟ ଜିଲ୍ଲା ଜୟପୁର କୁମ୍ଭାର ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ପଡ଼ିଛି ମର ଶରୀର । କେହି ତାଙ୍କୁ ପଥରରେ ଛେତି ଅତି ନିର୍ମମ ଭାବରେ ହତ୍ୟା କରିଥିବା ସନ୍ଦେହ…

ଦେଶରେ ବଢୁଛି ଦୈନିକ କରୋନା କେସ୍, ଗତକାଲି ଅପେକ୍ଷା ଆଜି ୨% ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ପୁଣି ଭାଇରସ୍ ଭୟ । ହଠାତ୍ ବଢିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୪ହଜାର ୨୬୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨ପ୍ରତିଶତ ଅଧିକ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି…

ବ୍ରାଉନସୁଗର ବିକ୍ରି ପାଇଁ ଆସିଥିଲେ ଯୁବକ, ବସଷ୍ଟାଣ୍ଡରୁ ବାନ୍ଧିଲା ପୋଲିସ

ରାଇରଙ୍ଗପୁର: ବ୍ରାଉନସୁଗରା ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଝାଡ଼ଖଣ୍ଡରୁ ଆସି ରାଇରଙ୍ଗପୁରରେ ବିକ୍ରି କରୁଥିଲା ଧଳ ଜହର । ବିଶେଷସୂତ୍ରରୁ ଖବର ପାଇଁ ଛକି ରହିଥିଲା ପୋଲିସ । ରାଇରଙ୍ଗପୁର ବସଷ୍ଟାଣ୍ଡରେ ଡିଲ୍ ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ରାଇରଙ୍ଗପୁର ଟାଉନ୍ ଥାନା ପୋଲିସ । ତା…

କଣ୍ଟାବଣିଆ OPTCLର ଗ୍ରୀଡ୍ ସବ୍ ଷ୍ଟେସନରେ ଭୀଷଣ ଅଗ୍ନିକାଣ୍ଡ

କଳାହାଣ୍ଡି: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ଥିତ ଓପିଟିସିଏଲର ଗ୍ରୀଡ୍ ସବ୍ ଷ୍ଟେସନ ଭୟାବହ ଅଗ୍ନିକାଣ୍ଡି ଘଟିଛି । ନିଆଁ ଲିଭାଇବା କାର୍ଯ୍ୟରେ ୧୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ୨୦୧୮ ମସିହା ଫେବ୍ରୁଆରୀ ମାସରେ ମଧ୍ୟ…

ଇଂଲଣ୍ଡ ବିପକ୍ଷ ଟି-୨୦ ପାଇଁ ଟିମ୍ ଇଣ୍ଡିଆରେ ନୂଆ ଚେହେରା, ଏମାନଙ୍କୁ ଏଣ୍ଟ୍ରି ଟିକେଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୯ ଜଣିଆ ଟିମରେ ଚାରି ନୂଆ ଚେହେରାଙ୍କୁ ମିଳିଛି ସୁଯୋଗ । ଏମାନେ ହେଲେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଷାନ ଓ ରାହୁଲ ତେଓ୍ୱାତିଆ । ଏମାନେ ସମସ୍ତେ ଗତ ଆଇପିଏଲରେ ଧମାଲ କରିଥିଲେ । ଏମାନଙ୍କ ସହ ବରୁଣ…

ସାହାଣ ନେଉଛି ଗଜରାଜଙ୍କ ଜୀବନ, କର୍ଲାପାଟ ଅଭୟାରଣ୍ୟରେ ହାତୀ ଛୁଆ ମୃତ

ଭବାନୀପାଟଣା: ବିପଦରେ ଗଜରାଜ । ଭୂତାଣୁ ନେଉଛି ଜୀବନ । ଗତ ୧୪ ଦିନ ମଧ୍ୟରେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ ହାତୀଙ୍କ ମୃତ୍ୟୁ ହୋଇଥିଲା । ହାତୀ ମୃତ୍ୟୁକୁ ନେଇ ସାଧାରଣ ଲୋକଙ୍କ ସମେତ ମୁଖ୍ୟମନ୍ତ୍ରୀ ଉଦବେଗ୍ ପ୍ରକାଶ କରିଥିଲେ । କାରଣ ଖୋଜୁ ଖୋଜୁ ଜଣାପଡ଼ିଥିଲା ସାହାଣ ରୋଗରୁ ଯାଉଛି…

୧୬ ଘଣ୍ଟା ଚାଲିଲା ଭାରତ-ଚୀନ୍ କମାଣ୍ଡର ସ୍ତରୀୟ ବୈଠକ, ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଶନିବାର ଦିନ ୧୦ଟାରୁ ବସିଥିବା ଦଶମ ପର୍ଯ୍ୟାୟ ବୈଠକ ରାତି ୨ଟାରେ ସରିଛି । ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକରେ ବିବାଦୀୟ କ୍ଷେତ୍ରରୁ ସୈନ୍ୟ ଅପସାରଣ ଉପରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି । ସେନା ସୂତ୍ର ଅନୁସାରେ- ଉଭୟ ପଟର…

ଲଦାଖରେ ଓଡ଼ିଆ ଯବାନ ସହିଦ; ଚାହିଁ ବସିଛି ଗାଁ, ଆଜି ଜନ୍ମ ମାଟିକୁ ଫେରିବ ମରଶରୀର

ଯାଜପୁର: ଦେଶର ସୁରକ୍ଷା ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି ଯାଜପୁରର ବୀର ପୁଅ ଶଶାଙ୍କ ଶେଖର । ଲଦାଖ ସୀମାରେ ମୁତୟନ ହୋଇଥିବା ଶଶାଙ୍କ ଶେଖର ଦେଶ ପାଇଁ ଶୁକ୍ରବାର ଦିନ ସହିଦ ହୋଇଛନ୍ତି । ଭାରତୀୟ ସେନାର ୬୧୩ ଇନଏସି ବାଟାଲିୟନରେ କାର୍ଯ୍ୟରତ ଥିଲେ ଶଶାଙ୍କ । ଶଶାଙ୍କ ଦେଶ ପାଇଁ ସହିଦ…

ବିଜେପି ନେତା ଗିରଫ, ବାଂଲାଦେଶରୁ ଆସି ବେଆଇନ୍ ଭାବେ ଭାରତରେ ରହୁଥିବା ଅଭିଯୋଗ

ମୁମ୍ବାଇ: ୨୦୧୯ ଓ ୨୦୨୦ରେ ସଂଶୋଧିତ ନାଗରିକ ଆଇନକୁ ନେଇ ବେଶ୍ ବିରୋଧ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ସିଏଏକୁ ସମର୍ଥନ କରି କହିଥିଲେ- ଏହି ଆଇନ୍ ଦ୍ୱାରା ଅବୈଧ ଭାବେ ରହୁଥିବା ବାଂଲାଦେଶୀ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦେଶରୁ ବାହାର କରାଯାଇ ପାରିବ । ମୁମ୍ବାଇରୁ ଜଣେ…

ସୋମବାରରୁ ଟାଣ ହେବ ଖରା, ଦୂରେଇ ଯିବ ଶୀତ ; ପାଣିପାଗ ବିଭାଗ

ଭୁବନେଶ୍ବର : ସୋମବାରଠାରୁ ଆକାଶ ନିର୍ମଳ ଓ ଖରାଟିଆ ପାଗ ରହିବ। ରାଜ୍ୟରେ ଖରାର ପ୍ରକୋପ ବଢ଼ିବା ସହ ଓ ଶୀତ ଫେରିବାର ସମ୍ଭାବନା କମ୍‌ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଦେଇଥିବା ସୂଚନାନୁସାରେ, ଗତ ୨ ଦିନ…