Latest Odisha News

BREAKING NEWS

Browsing Category

ଫିଚର

ଡିଏଭିଭିରେ ସର୍ବକନିଷ୍ଠ ଛାତ୍ରୀ ଭାବେ ବିଏ ପରୀକ୍ଷା ଦେବେ ତନିଷ୍କା

ନୂଆଦିଲ୍ଲୀ:ଡିଏଭିଭିରେ ପ୍ରଥମ ଥର ପାଇଁ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ବିଏ କରିବା ପାଇଁ ଅନୁମତି ଦିଆଯାଇଛି । ତନିଷ୍କା ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ବିଏଏଲଏଲବି ପଢ଼ିବାକୁ ଚାହିଁଥିଲେ । ମାତ୍ର ତାଙ୍କୁ କେବଳ ସାଇକୋଲୋଜିରେ ବିଏ କରିବା ପାଇଁ ଅନୁମତି ମିଳିଛି । ସେ ସର୍ବକନିଷ୍ଠ…

ଝରାଫୁଲ ମୃତ୍ୟୁ ମାମଲା, ଜେଲ୍ ଗଲା ରାକେଶ

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଖୋଲିବ ରହସ୍ୟ । ୩ ଦିନିଆ ରିମାଣ୍ଡ ସରିବା ପରେ ଅଭିଯୁକ୍ତ ରାକେଶକୁ ଜେଲକୁ ପଠାଇ ଦିଆଯାଇଛି । ରିମାଣ୍ଡ ସରିବା ପରେ ରାକେଶକୁ କୋର୍ଟରେ ହାଜର କରିଥିଲା ପୋଲିସ । ରିମାଣ୍ଡ ଅବଧି ସମୟରେ ରାକେଶ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ…

ଆସନ୍ତାକାଲି ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନର ଚକାଜାମ୍ ଡାକରା

ଭୁବନେଶ୍ବର: କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ସାରା ଦେଶରେ ଚକାଜାମ୍ ଡାକରା ଦେଇଛି କୃଷକ ସଙ୍ଗଠନ । ଏହାକୁ ଓଡ଼ିଶାରେ ସମର୍ଥନ ଜଣାଇ ନବ ନିର୍ମାଣ କୃଷକ ସଙ୍ଗଠନ ଆସନ୍ତାକାଲି ଚକ ଅଖ ଜାମ୍ ଡାକରା ଦେଇଛି । ଆସନ୍ତାକାଲି ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ଶାନ୍ତିପୂର୍ଣ୍ଣ…

କନ୍ଧମାଳ ଜିଲ୍ଲାରେ ଜାଡ଼ ଭାଙ୍ଗୁଛି ହାଡ, ରାଜ୍ୟର ଶୀତ ଲହରି ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ଗତକାଲି ଅପେକ୍ଷା ଆଜି ଥଣ୍ଡା ଟିକେ କମିଛି । ଆଜି ରାଜ୍ୟର ୬ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ରହିଥି ପାରଦ । ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା । ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି…

ଟିକା ନେଲେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ । ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକପଣ ଅଭିଯାନ ଜାରି ରହିଥିବା ବେଳେ ଆଗକୁ ଫ୍ରଣ୍ଟ ଲାଇନ୍ ଯୋଦ୍ଧାଙ୍କୁ ଦିଆଯିବ ଟିକା । ତାପୂର୍ବରୁ ଟିକା ନେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତର LAV ଟେଷ୍ଟର ଆଜି ଶୁଣାଣି

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ନୟାଗଡ଼ ଚିଲଡ୍ରେନ୍ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ । ତାର ଲେୟାର ଭଏସ୍ ଆନାଲିସ୍ ବା LVA ଟେଷ୍ଟ ପାଇଁ ଏସଆଇଟି କରିଥିବା ଆବେଦନର ଆଜି ଶୁଣାଣି ରହିଛି । ସେହିପରି ରିମାଣ୍ଡ ସମୟରେ ନାବାଳକକୁ ଦିଆଯାଇଥିବା ନିର୍ଯାତନାର…

ଝରାଫୁଲ ଡେଥ ମିଷ୍ଟ୍ରି; ୮ ଦିନ ପରେବି ରହସ୍ୟ ଉପରୁ ଉଠୁନି ପରଦା

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୮ ଦିନ ବିତି ଯାଇଥିଲେ ବି ଏବେବି ଅନେକ କଥା ରହସ୍ୟ ଘେରରେ ରହିଛି। ଏବେବି ଅନେକ କଥା ଉପରୁ ଉଠିନି ପରଦା। ଗତକାଲି ଅଭିଯୁକ୍ତ ରାକେଶ ସ୍ବାଇଁ ର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପୁଣି ଜେଲ ଯିବ ରାକେଶ।…

ଦେଶରେ ଦୈନିକ କରୋନା ଆକ୍ରାନ୍ତ କମ୍ ଓ ସୁସ୍ଥ ହେଉଛନ୍ତି ଅଧିକ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କରୋନାର ପ୍ରଭାବ । ଦୈନିକ ସଂକ୍ରମଣ କମ୍ ହେଉଥିବା ବେଳେ ଅଧିକ ଲୋକ ସୁସ୍ଥ ହେଉଛନ୍ତି । ଆକ୍ଟିଭ୍ କେସ୍ ଓ ଦୈନିକ ମୃତ୍ୟୁସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୪୦୮ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ…

RBIର ମୁଦ୍ରାନୀତି ସମୀକ୍ଷା, ରେପୋ ରେଟ୍ ୪%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ସୁଧହାର ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଆଜି ରିଜର୍ଭ ବ୍ୟାଙ୍କ ୨୦୨୦-୨୧ ଆର୍ଥିକ ବର୍ଷର ଶେଷ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା…

ଆହତ କାରଣରୁ ପ୍ରଥମ ଟେଷ୍ଟରୁ ଅକ୍ଷର ପଟେଲ ଆଉଟ୍, ଏମାନଙ୍କୁ ମିଳିଲା ସୁଯୋଗ

ଚେନ୍ନାଇ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ପ୍ରଥମ ଟେଷ୍ଟ । ତାପୂର୍ବରୁ ଦଳକୁ ଲାଗିଛି ଆହତ ଝଟକା । ଆଣ୍ଠୁରେ ଯନ୍ତ୍ରଣା ଯୋଗୁ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଲେ ସ୍ପିନ୍ ବୋଲର ତଥା ଅଲରାଉଣ୍ଡର ଅକ୍ଷର ପଟେଲ୍ । ତାଙ୍କର ବାମ ଗୋଡ଼ ଆଣ୍ଠୁରେ ଯନ୍ତ୍ରଣା ହେଉଛି । ଅକ୍ଷର ପଟେଲଙ୍କ ସ୍ଥାନରେ…