Latest Odisha News

BREAKING NEWS

Browsing Category

ଫିଚର

କେବେଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ମେ' ୩ରୁ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ସେହିଭଳି ମାଧ୍ୟମା (ସଂସ୍କୃତ) ପରୀକ୍ଷା ମେ' ୩ରୁ ୧୨ ଏବଂ ଓପନ୍ ସ୍କୁଲ ପରୀକ୍ଷା ମେ' ୩ରୁ ୧୫ ମଧ୍ୟରେ ହେବ ବୋଲି…

ଆରପାରିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ

ଅନୁଗୁଳ: ଆଉ ନାହାଁନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ । ଅନୁଗୁଳର ଏହି ମହାନ ବ୍ୟକ୍ତିତ୍ୱଙ୍କର ୧୦୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୯୧୮, ଫେବ୍ରୁଆରୀ ୨୦ରେ ଜନ୍ମିତ ସ୍ୱର୍ଗତ ପ୍ରଧାନଙ୍କ ନିଧନରେ କେବଳ ଜିଲ୍ଲା ନୁହେଁ ବରଂ ସମଗ୍ର ଓଡିଶାରେ ଶୋକର ବାତାବରଣ ସୃଷ୍ଟି…

୧୦୦ତମ ଟେଷ୍ଟରେ ରୁଟଙ୍କ ଶତକ: ଇଂଲଣ୍ଡ ୨୬୩/୩

ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ସୁବିଧାଜନକ ସ୍ଥିତିରେ ରହିଛି । କ୍ୟାରିୟରର ୧୦୦ତମ ଆନ୍ତର୍ଜାତୀୟ ଟେଷ୍ଟ ଖେଳୁଥିବା ଜୋ ରୁଟଙ୍କ ଚମତ୍କାର ଶତକ ବଳରେ ଇଂଲଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ…

ଭଲ ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ଏଫସି କୋଚ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ଓଡିଶା ଏଫସି ପ୍ରଦର୍ଶନ ନୈରାଶ୍ୟଜନକ ଥିବା ବେଳେ କୋଚ ଷ୍ଟୁଆର୍ଟ ବାକ୍ସଟର ବିବାଦୀୟ ପରିସ୍ଥିତିରେ ବିଦା ହୋଇଛନ୍ତି । ଏହି ଘଡିସନ୍ଧି ମୂହର୍ତରେ ଗେରାଲ୍ଡ ପେୟଟନ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି । କଠିନ ପରିଶ୍ରମ, ସକାରାତ୍ମକ ପ୍ରଦର୍ଶନ ଏବଂ…

[ଭିଡିଓ] ନାଗାଲାଣ୍ଡ ଗାୟକ ଗାଇଲେ କିଶୋର ଦା’ଙ୍କ ବଙ୍ଗଳା ଗୀତ !

ଭୁବନେଶ୍ୱର: ଲିଜେଣ୍ଡାରି ସିଙ୍ଗର କିଶୋର କୁମାର । ଏହି ମହାନ ଗାୟକଙ୍କୁ କିଏ ବା ନ ଜାଣେ । ନିକଟରେ ବେଶ ନିଆରା ଅନ୍ଦାଜରେ କିଶୋର କୁମାରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଜଣେ ନାଗାଲାଣ୍ଡ ଗାୟକ । ୧୯୫୮ରେ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିବା ଫିଲ୍ମ ଲୁକୋଚୁରିର ଏକ ଗୀତକୁ ନାଗାଲାଣ୍ଡ…

ଓଡିଶାର ଅନୀଲ ବହିଦାର ହେଲେ ବିଏଫଆଇର ଉପ ସଭାପତି, ଅଜୟ ସିଂ ସଭାପତି

ଭୁବନେଶ୍ୱର: ଓଡିଶାର ଅନୀଲ ବହିଦାରଙ୍କୁ ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ(ବିଏଫଆଇ) ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଗୁରୁଗାଁଓଠାରେ ଅନୁଷ୍ଠିତ ନିର୍ବାଚନରେ ଅଜୟ ସିଂ ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି । ସ୍ପାଇଶ ଜେଟ ଏୟାରଲାଇନ୍ସର ଚେୟାରମ୍ୟାନ ଅଜୟ ୩୭-୨୭ ଭୋଟରେ ତାଙ୍କ…

ଟିକା ନେବେ ପୋଲିସ ଡିଜି, ସବୁ ଜିଲ୍ଲାପାଳ ଓ ଏସପି

ଭୁବନେଶ୍ୱର: କାଲିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହେବ । ଟିକା ନେବେ ପୋଲିସ ଡିଜି । ସେହିପରି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ବି ଟିକା ନେବେ । ଲୋକଙ୍କ ମନରେ ଆସ୍ଥା ପ୍ରକଟ କରିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀ କୋଭିଡ୍ ଟିକା ନେବେ । ଏନେଇ ରାଜ୍ୟ…

କୋଟିଆକୁ ଆଦର୍ଶ ପଞ୍ଚାୟତ କରାଯିବ: ମୁଖ୍ୟମନ୍ତ୍ରୀ

କୋରାପୁଟ: କୋଟିଆରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ୍ ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ୧୩ କୋଟିର ପ୍ରକଳ୍ପ ଉଦ୍‌ଘାଟନ ଓ ୫ କୋଟି ଟଙ୍କାରେ ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ…

ଭଦ୍ରକ ଏସପି ଅଫିସ ଆଗରେ ମା’ ପୁଅଙ୍କ ଆତ୍ମାହୂତି ଉଦ୍ୟମ

ଭଦ୍ରକ : ଭଦ୍ରକ ଏସପି ଅଫିସ ଆଗରେ ମା’ ପୁଅଙ୍କ ଆତ୍ମାହୂତି ଉଦ୍ୟମ । ନ୍ୟାୟ ପାଇଁ ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଲଦା ଗ୍ରାମର ଜ୍ୟୋସ୍ନାରାଣୀ ପାତ୍ର ଓ ପୁଅ ପଞ୍ଚାନନ ପାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏକ ଜମି ଜମା ମାମଲାରେ କୋର୍ଟରୁ ଡିଗ୍ରୀ ପାଇଥିଲେ ଜ୍ୟୋସ୍ନାରାଣୀ । କିନ୍ତୁ…

ଆଜି ରାଜ୍ୟରୁ ୯୭ କରୋନା ପଜିଟିଭ୍, ୯ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ଶହେରୁ କମ୍ କରୋନା ସଂକ୍ରମିତ ହେଉଛନ୍ତି । ମହାମାରୀ ନିୟନ୍ତ୍ରଣକୁ ଆସୁଛି । ହଜାରେ ତଳକୁ ଖସିଛି କରୋନା ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…