Latest Odisha News

BREAKING NEWS

Browsing Category

ଫିଚର

ମୋଟେରା ବିଶ୍ୱର ଏକମାତ୍ର ଷ୍ଟାଡିୟମ ଯେଉଁଠାରେ ୧୧ ମଲ୍ଟିପଲ ପିଚ୍ ରହିଛି

ମୋଟେରା: ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ କ୍ରିକେଟ ଟେଷ୍ଟ ଅହମ୍ମଦାବାଦର ମୋଟେରାରେ ଖେଳାଯିବ । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ହେବା ସହ ମୋଟେରାରେ ସର୍ବାଧିକ ମଲ୍ଟିପଲ ପିଚ୍ ରହିଛି । ଏଥିରେ ଥିବା ୧୧ ପିଚରୁ ୫ରେ ନାଲି ମାଟି ଓ ୬ରେ କଳା ମାଟି ବ୍ୟବହାର କରାଯାଇଛି । ମେଲବୋର୍ଣ୍ଣରେ ଏହା…

CRPF କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ମୃତ, ୨ ଗୁରୁତର

ରାୟପୁର: ସିଆରପିଏଫ୍ ଯବାନଙ୍କ ଉନ୍ମତ୍ତକାଣ୍ଡ । ସିଆରପିଏଫ୍ କ୍ୟାମ୍ପରେ ବଚସାରୁ ପରସ୍ପର ଉପରେ ଚଳାଇଲେ ଗୁଳି । ଜଣେ ଯବାନ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ହୋଇଛନ୍ତି ଦୁଇ ଜଣ ଯବନା । ଛତିଶଗଡ଼ ବସ୍ତର ଜିଲ୍ଲାରେ ଥିବା ସିଆରପିଏଫ୍ କ୍ୟାମ୍ପ ୧୪୧ ବାଟାଲିୟନରେ ଏହି ଘଟଣା ଘଟିଛି । ଦୁଇ…

ଲାଞ୍ଚ ନେବା ବେଳେ ମେଡିକାଲ ଅଫିସରଙ୍କୁ ଧରିଲା ଭିଜିଲାନ୍ସ

ସୁନ୍ଦରଗଡ଼: ଲାଞ୍ଚ ନେଉଥିଲେ ମେଡିକାଲ୍ ଅଫିସର । ରେଡ୍ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ହେମଗିରି ସିଏସିର ମେଡିକାଲ୍ ଅଫିସର ଇନଚାର୍ଜ ଡାକ୍ତର ଶ୍ରଦ୍ଧାକର ଗଡତିଆ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ହେମଗିରି ହସ୍ପିଟାଲର ଜଣେ ମହିଳା…

ରାଜ୍ୟର ୨୦ ଜିଲ୍ଲାରୁ ଆଜି ୭୦ କରୋନା ପଜିଟିଭ୍, ନୂଆପଡ଼ାରୁ ସର୍ବାଧିକ ୧୧

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୦ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି । ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୧୧…

ଜୋକ୍‌କୁ ସତ ବୋଲି ଭାବନ୍ତୁନି :କୁନାଲ କାମ୍‌ରା

ନୂଆଦିଲ୍ଲୀ: ଟ୍ୱିଟ୍ ପାଇଁ ଅଡୁଆରେ ପଡିିଥିବା ଷ୍ଟାଣ୍ଡ ଅପ୍ କମେଡିଆନ କୁନାଲ କାମ୍‌ରା କହିଛନ୍ତି, ଜୋକ୍‌କୁ ସତ ବୋଲି ଭାବନ୍ତୁ ନାହିଁ । ଆଉ ଜୋକ୍ ପାଇଁ କୋର୍ଟରେ ଡିଫେନ୍‌ସ ମଧ୍ୟ ଦରକାର ନାହିଁ ବୋଲି ସେ କହିଛନ୍ତି । ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁ୍‌ପ୍ରିମକୋର୍ଟ ତୁରନ୍ତ ଜାମିନ ଦେବା…

ସଂସଦର ବଜେଟ୍ ଅଧିବେଶନ ଆରମ୍ଭ, ରାଷ୍ଟ୍ରପତିଙ୍କ ଅଭିଭାଷଣର ମୁଖ୍ୟାଂଶ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ସଂସଦର ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି, ମହାମାରୀ ବିରୋଧରେ ଏହି ସଂଗ୍ରାମରେ ଆମେ ଅନେକ ଦେଶବାସୀଙ୍କୁ ଅକାଳରେ ହରାଇଛୁ । ଏହି ଅବସରରେ ପୂର୍ବତନ…

କଟକ OMPରେ ବସ୍ତି ବାସିନ୍ଦାଙ୍କ ଥଇଥାନର ପ୍ରତିବାଦ, ଚାଉଳିଆଗଞ୍ଜ ବନ୍ଦ ଡାକରା

କଟକ: ଚାଉଳିଆଗଞ୍ଜ ଷଷ୍ଠ ବାଟାଲିୟନ ଅଫିସର କ୍ୱାର୍ଟର ଭଙ୍ଗା ହେବା ଘଟଣାର ପ୍ରତିବାଦ । ଚାଉଳିଆଗଞ୍ଜ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଚାଉଳିଆଗଞ୍ଜ ବନ୍ଦ ଡାକରା ଦିଆଯାଇଛି । ପ୍ରଶାସନ ପକ୍ଷରୁ କ୍ୱାର୍ଟର ଭାଙ୍ଗି ଛତ୍ରବଜାର, କେନାଲ ବସ୍ତିବାସୀଙ୍କୁ ଥଇଥାନ କରିବା ପଇଁ ନିଷ୍ପତ୍ତି ନିଆଯାଇଛି ।…

ରାଜ୍ୟ ଭାବେ କୋଭିଡ୍ ଟିକାକରଣରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଟିକାକରଣ ମାତ୍ରା ବଢ଼ିଛି । କୋଭିଡ୍ ଟିକାକରଣରେ ରାଜ୍ୟ ଭାବେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପ୍ରଥମ ସ୍ଥାନରେ ଥିବା…

ବଜେଟ୍ ଅଧିବେଶନ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଚଳିତ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୋଦି । ଦଶନ୍ଧିର ଭରପୂର ଉପଯୋଗ ନେଇ ଚଳିତ ଅଧିବେଶନରେ ସମସ୍ତ ଚର୍ଚ୍ଚା ହେଉ ବୋଲି ପ୍ରଧାନମନ୍ତ୍ରୀ…

ଝରାଫୁଲର ମୃତଦେହ ମିଳିଥିବା ସ୍ଥାନରେ ଅନୁଧ୍ୟାନ କଲେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା

ଭୁବନେଶ୍ୱର: ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି । ଘଟଣାର ଅନୁଧ୍ୟାନ ପାଇଁ ଆଜି ଯାଜପୁରରେ ପହଞ୍ଚିଛନ୍ତି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା । ଦୁର୍ବୃତ୍ତ ମୃତଦେହ ଫିଙ୍ଗାଯାଇଥିବା ସ୍ଥାନ ଦେଖିଲେ ମହିଳା କମିସନ…