Latest Odisha News

BREAKING NEWS

Browsing Category

ଫିଚର

ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରାଯାଇପାରେ ଏମ୍ସ ସ୍ଥାନାନ୍ତର

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି- ବାପାଙ୍କ ଫୁସଫୁସରେ ପାଣି ଜମି ଯାଇଛି ଏବଂ ତାଙ୍କ ଚେହେରା ଫୁଲି ଯାଇଛି । ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ…

ଦେଶରେ କରୋନାରୁ ସୁସ୍ଥ ହେଲେଣି ପାଖାପାଖି ୯୭% ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଇଛି ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ୨୦ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୁଇ ଶହରୁ କମ୍ ରହିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୮ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୪ହଜାର ୨୫୬…

ମଝି ସମୁଦ୍ରରେ ବୋଟରେ ଲାଗିଲା ନିଆଁ

ରାମେଶ୍ୱରମ୍: ସମୁଦ୍ର ମଝିରେ ବୋଟରେ ହଠାତ ଲାଗିଲା ନିଆଁ । ହୁ ହୁ ଜଳିଲା ବୋଟ୍ । ପ୍ରବଳ ନିଆଁ ଓ ଧୂଆଁ ଉଠିଲା । ତାମିଲନାଡୁ ରାମେଶ୍ୱରମ୍ ପାମବାନ ସମୁଦ୍ର ମଝିରେ ଏଭଲି ଘଟଣା ଦେଖିବାକୁ ମିଳିଛି । ହଠାତ୍ ବୋଟରେ ଅଗ୍ନିକାଣ୍ଡ ହୋଇଥିଲା । ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ…

ନେତାଜୀଙ୍କ ନାଁରେ କଟକରେ ବସ ଟର୍ମିନାଲ, ସୁଭାଷ ବୋଷଙ୍କ ଜୟନ୍ତୀରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୫ତମ ଜୟନ୍ତୀ । ଏହି ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଚଳଚଞ୍ଚଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହାସହ ତାଙ୍କ ଜୟନ୍ତୀ ଅବସରରେ କଟକରେ ନେତାଜୀଙ୍କ ନାଁରେ…

ନକଲି କୋଭିଡ୍ ସାର୍ଟିଫିକେଟ ଦେଇ ବନ୍ଧା ହେଲେ ଯୁବକ

ପାରାଦୀପ: ଲୋକଙ୍କୁ ଦେଉଥିଲେ ନକଲି କୋଭିଡ୍‌ ସାର୍ଟିଫିକେଟ୍‌ । ଧରାପଡ଼ିଗଲା କାରସାଦି । ବନ୍ଧା ହେଲେ ଯୁବକ । ପାରାଦୀପରୁ ଏଭଳି ନକଲି କାରନାମାର ପର୍ଦ୍ଦାଫାସ ହୋଇଛି । ଟଙ୍କା ଦେଇ ନକଲି କୋଭିଡ୍ ସାର୍ଟିଫିକେଟ ଦେଉଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ଥାନା ପୋଲିସ…

ଭୁବନେଶ୍ୱର ଗାନ୍ଧିମାର୍ଗରୁ ଆନ୍ଦୋଳନରତ ଏଏନଏମ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ଏଏନଏମ କର୍ମୀଙ୍କୁ ଉଠାଇନେଲା ପୋଲିସ । ଗାନ୍ଧିମାର୍ଗରେ ଧାରଣାସ୍ଥଳରୁ ସେମାନଙ୍କୁ ପୋଲିସ ବଳପୂର୍ବକ ଉଠାଇ ନେଇଛି । ଏତିକିବେଳେ ଆନ୍ଦୋଳନକାରୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି । ସାଧାରଣତନ୍ତ୍ର ଦିବସକୁ…

ଆଜି ପାଳିତ ହେଉଛି ପବିତ୍ର ଶାମ୍ବ ଦଶମୀ

ଭୁବନେଶ୍ୱର: ଓଡିଆ ପରମ୍ପରା ଅନୁସାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ତନ୍ମଧ୍ୟରେ ଶାମ୍ବଦଶମୀ ଅନ୍ୟତମ । ଏହି ପରିପ୍ରେକ୍ଷୀରେ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ତଥା ଆଜିର ଦିନରେ 'ଶାମ୍ବଦଶମୀ' ପର୍ବ ପାଳନ କରାଯାଉଛି। କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ…

ମହାକାଳପଡ଼ାରେ ମା’ ରାମଚଣ୍ଡୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

କେନ୍ଦ୍ରାପଡ଼ା: ମନ୍ଦିର ଫାଟକ ତାଡି ଲୁଟ୍ । ମାଆଙ୍କ ମନ୍ଦିରକୁ ବି ଛାଡ଼ିଲେନି ଡକାୟତ । ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଞ୍ଚଳରେ ଥିବା ମା' ରାମଚଣ୍ଡୀଙ୍କ ମନ୍ଦିର ଫାଟକ ତାଡି ଲୁଟ୍ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ…

ମନେ ପଡ଼ନ୍ତି ନେତାଜୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୫ତମ ଜୟନ୍ତୀ । ଏହି ଅବସରରେ ଦେଶ ବ୍ୟାପୀ ପାଳନ ହେଉଛି ପରାକ୍ରମ ଦିବସ । ଭାରତର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନକୁ ପୁରା ଦେଶ ମନେ ପକାଉଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି…

ବାଲୁକା କଳାରେ ସୁଭାଷ ଭୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି 125ତମ ଜୟନ୍ତୀ । ଏହି ଅବସରରେ ବାଲୁକା କଳାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ନେତାଜୀଙ୍କୁ ସୁନ୍ଦର ବାଲୁକା କଳା ନିର୍ମାଣ କରିବା ସହ…