Latest Odisha News

BREAKING NEWS

Browsing Category

ଫିଚର

ଉମରକୋଟ ପୋଲ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ଉମରକୋଟ : ଉମରକୋଟ ତାଲପଦର ବ୍ରିଜ୍ ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୋଲ ଭୁଶୁଡ଼ିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ । କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ପୋଲ ଭୁଶୁଡ଼ିବା…

ଶିଳ୍ପପତିଙ୍କୁ ରାଜ୍ୟ ରପ୍ତାନୀ ପୁରସ୍କାର

ଭୁବନେଶ୍ବର : ରାଜ୍ୟ ରପ୍ତାନୀ ପୁରସ୍କାର ଆଜି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, 'ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ରପ୍ତାନୀର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।…

ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲା, ଝାରପଡା ଜେଲ ଗଲେ ଶୁଭ୍ରା କୁଣ୍ଡୁ

ଭୁବନେଶ୍ୱର: ବହୁଚର୍ଚ୍ଚିତ ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଝାରପଡା ଜେଲ ଗଲେ ଅନ୍ୟତମ ମାଲିକ ଶୁଭ୍ରା କୁଣ୍ଡୁ । ସୂଚନା ଅନୁଯାୟୀ ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ତାଙ୍କୁ ସିବିଆଇ ହାଜର କରିଥିଲା। ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସିନ୍ଧୁ ବିଦା, ସେମିରେ ସାତ୍ୱିକ-ପୋନପ୍ପା

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି । ଆୟୋଜକ ଦେଶର ରାଚନୋକ ଇନଟାନନ ୨୧-୧୩, ୨୧-୯ ଗେମରେ ବିଜୟୀ ହୋଇଥିଲେ । ତେବେ ମିକ୍ସଡ ଡବଲ୍ସରେ ଭାରତର ସାତ୍ୱିକ ସାଇରାଜ ଓ ଅଶ୍ୱୀନ ପୋନପ୍ପା…

କଟକକୁ ମିଳିବ ନୂଆ ପରିଚୟ, କାଲି ଅତ୍ୟାଧୁନିକ ଅନ୍ତଃରାଜ୍ୟ ବସ ଟର୍ମିନାଲର ହେବ ଶିଳାନ୍ୟାସ

କଟକ: ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଓଡ଼ିଆ ବଜାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନରେ ପହଞ୍ଚି, ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ନେତାଜୀଙ୍କ ନାମରେ ଖାନନଗରରେ ହେବାକୁ ଯାଉଥିବା ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ…

ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ, ବିସିଜି ଓ ରୋଟାଭାଇରସ ଟିକା ଉତ୍ପାଦନ ଉପରେ ପ୍ରଭାବ

ପୁଣେର: ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଗୁରୁବାର ଦିନ ଅଗ୍ନିକାଣ୍ଡ ହେବା ଯୋଗୁଁ କମ୍ପାନୀର ବିପୁଳ କ୍ଷତି ଘଟିଛି। କମ୍ପାନୀର ସୂଚନା ଅନୁଯାୟୀ କରୋନା ଟିକା ଉତ୍ପାଦନରେ କିଛି ପ୍ରଭାବ ପଡିନଥିବା ବେଳେ ଏହି ଅଗ୍ନିକାଣ୍ଡ ବିସିଜି ଏବଂ ରୋଟା ଟିକା ଉତ୍ପାଦନରେ ଅଧିକ ପ୍ରଭାବିତ…

ଭାରତୀୟ ଗଣିତଜ୍ଞ ନିଖିଳ ଶ୍ରୀବାସ୍ତବଙ୍କୁ ମିଳିଲା ମାଇକେଲ ଆଣ୍ଡ ଶୀଲା ହେଲ୍ଡ ପୁରସ୍କାର

ୱାଶିଂଟନ: ଭାରତୀୟ ଗଣିତଜ୍ଞ ନିଖିଳ ଶ୍ରୀବାସ୍ତବ ସମ୍ମାନଜନକ ମାଇକେଲ ଆଣ୍ଡ ଶୀଲା ହେଲ୍ଡ ପୁରସ୍କାର ହାସଲ କରିଛନ୍ତି । ନିଖିଳ ଦୀର୍ଘ ସମୟ ଧରି କ୍ୟାଡିସନ-ସିଙ୍ଗର ସମସ୍ୟା ଓ ରାମାନୁଜ ଗ୍ରାଫ ସମସ୍ୟାକୁ ସମାଧାନ କରିବାରେ ସଫଳ ହୋଇଛନ୍ତି । ତାଙ୍କ ସହିତ ଅନ୍ୟ ୨ଜଣ ମଧ୍ୟ ଏହି ସମ୍ମାନର ହକଦାର…

ପୁରୀ ଓ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ହରିଦ୍ୱାରରେ ମହାକୁମ୍ଭ ମେଳା ସମୟରେ ପୁରୀ ଏବଂ ଯୋଗ ନଗରୀ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୮୪୭୭/୦୮୪୭୮ ପୁରୀ-ଯୋଗ ନଗରୀ ରିଷିକେଶ-ପୁରୀ ସ୍ପେଶାଲ ଟ୍ରେନ ୨୭ ଜାନୁୟାରୀରୁ ୩୦ ଏପ୍ରିଲ, ୨୦୨୧ ମଧ୍ୟରେ ପୁରୀରୁ ପ୍ରତିଦିନ ରାତ୍ର…

ଆରପାରିରେ ଭଜନ ଗାୟକ ନରେନ୍ଦ୍ର ଚଂଚଲ

ଚଣ୍ଡୀଗଡ:ଭଜନ ସମ୍ରାଟ ନରେନ୍ଦ୍ର ଚଂଚଲଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଅନେକ ଲୋକପ୍ରିୟ ଭଜନ ସହ ହିନ୍ଦୀ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତରେ ସେ ବେଶ୍ ସୁନାମ ଅର୍ଜନ କରିଥିଲେ । ଚାଲେ ବୁଲାୱା ଆୟ ହେ, ଓ ଜଙ୍ଗଲ କେ ରାଜା ମେରେ ମୈୟା କୋ…

ପଶ୍ଚିମବଙ୍ଗ ନିର୍ବାଚନ: ଇସ୍ତଫା ଦେଲେ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ

କୋଲକାତା: ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ଏବଂ ମମତା ବାନାର୍ଜୀଙ୍କ ପାଇଁ ସବୁ କିଛି ଠିକ୍ ନାହିଁ । ତୁଙ୍ଗ ନେତା ଖୋଲାଖୋଲି ଭାବେ ବିଦ୍ରୋହ କରିବା ପରେ ଅନେକ ଦଳ ଛାଡୁଛନ୍ତି ଏବଂ ଇସ୍ତଫା ଦେଉଛନ୍ତି । ଏହି ଧାରାରେ ସାମିଲ ହେଇଛନ୍ତି ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ସେ ରାଜ୍ୟ…