Latest Odisha News

BREAKING NEWS

Browsing Category

ଫିଚର

ସେଣ୍ଟ୍ରାଲ ବାଗଦାଦ୍ ମାର୍କେଟରେ ଆତ୍ମଘାତୀ ହମଲା: ୩୦ ମୃତ, ୭୩ ଆହତ

ବାଗଦାଦ : ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆଟାକ୍ । ଆତଙ୍କବାଦୀଙ୍କ ଆତ୍ମଘାତୀ ହମଲା ଯୋଗୁ ୩୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଗୁରୁତର ଥିବା ୭୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା…

ମମତାଙ୍କ ଚିନ୍ତା ବଢ଼ିଲା: ନୂତନ ପାର୍ଟି ଗଠନ କଲେ ଅବାସ ସିଦ୍ଦିକ୍‌

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ପୁଣି ଚିନ୍ତାରେ ପକାଇଛନ୍ତି ଅବାସ ସିଦ୍ଦିକ୍ । ଫୁରଫୁରା ଶରିଫ ଦରଘାର ପୀର ଅବାସ ନୂତନ ଦଳର ଘୋଷଣା କରିଛନ୍ତି । ଯାହା କି ମୁସଲମାନ ଭୋଟବ୍ୟାଙ୍କ ଉପରେ ପ୍ରଭାବ ପକାଇବ ଏବଂ ପରୋକ୍ଷରେ ମମତାଙ୍କ କ୍ଷତି ହେବ ବୋଲି ଅନୁମାନ…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନ ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଗମ୍ଭୀର । ଏହି ଅବସରରେ ଗମ୍ଭୀର…

ଅଲିମ୍ପିକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ହେବ : ଆଇଓସି ମୁଖ୍ୟ ଥମାସ ବାକ୍‌

ଟୋକିଓ: ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ମୁଖ୍ୟ (ଆଇଓସି) ମୁଖ୍ୟ ଥମାସ ବାକ୍ ଗୁରୁବାର ଦୃଢ଼ତା ସହକାରେ କହିଛନ୍ତି ଯେ, ଟୋକିଓ ଅଲିମ୍ପିକ୍ସ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜିତ ହେବ । ଏଥିପାଇଁ କୌଣସି ପ୍ଲାନ ବି ନାହିଁ । ୨୩ ଜୁଲାଇରୁ ଟୋକିଓରେ ଅଲିମ୍ପିକ୍ସର ବିଗୁଲ ବାଜିବ ।…

୩୦ ଲକ୍ଷରେ ପହଞ୍ଚିଲା ନବୀନଙ୍କ ଟ୍ୱିଟର୍ ଫଲୋୟର୍ସ ସଂଖ୍ୟା

ଭୁବନେଶ୍ଵର: ଧିରେ ଧିରେ ବଢୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ନିକଟରେ ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଏକ ନମ୍ବରରେ ଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟରରେ ଫଲୋୟର୍ସ ସଂଖ୍ୟା ୩୦ ଲକ୍ଷରେ…

କରୋନା ଟିକା ପ୍ରସ୍ତୁତକାରୀ ସେରମ ଇନଷ୍ଟିଚ୍ୟୁଟରେ ଭୟଙ୍କର ନିଆଁ

ପୁଣେ: କରୋନା ମହାମାରୀକୁ ମାତ୍‌ ଦେବା ପାଇଁ ଟିକା ପ୍ରସ୍ତୁତ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଭୟଙ୍କର ଅଗ୍ନିକାଣ୍ଡ । ସେରମ ଇନଷ୍ଟିଚ୍ୟୁଟ ପରିସର ମଧ୍ୟରେ ଥିବା ମଞ୍ଜରୀ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ସେରମ ଟର୍ମିନାଲ-୧ରେ ନିଆଁ ଲାଗିଥିବାରୁ…

ବାଲେଶ୍ୱରରେ ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ବାଲେଶ୍ୱର: ଜଳେଶ୍ୱରରେ ଅଭାବନୀୟ ଘଟଣା । ପୋଖରୀ ହୁଡାରୁ ମିଳିଲା ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ । ଭୋଗରାଇ ବ୍ଲକ ଫୁଲବଣି ଗାଁରେ ଘଟିଛି ଏହି ଘଟଣା । ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିପାରିନାହିଁ ।…

କ୍ରିଷ୍ଟିଆନ ରୋନାଲ୍ଡୋ ହେଲେ ଫୁଟବଲ ଇତିହାସର ସର୍ବାଧିକ ଗୋଲ ସ୍କୋରର

ରୋମ:ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଇତିହାସରେ ସର୍ବାଧିକ ଗୋଲ ସ୍କୋର କରିବା ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ଅଷ୍ଟ୍ରିଆର ଜୋସେଫ ବିକାନ, ବ୍ରାଜିଲର ପେଲେ ଓ ଆର୍ଜେଂଟିନାର ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି । ଇଟାଲିୟନ ସୁପର କପ ଫାଇନାଲରେ ୟୁଭେଂଟସର…

ଆଜି ଓଡ଼ିଶାରୁ ଚିହ୍ନଟ ହେଲେ ୧୪୩ କରୋନା ପଜିଟିଭ୍, ୧୯ ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଟିକାକରଣ ଚାଲଛି । ଏହାରି ଭିତରେ ଦୈନିକ ଖସୁଛି କରୋନା ସଂକ୍ରମଣ । କାବୁ ପାଉଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହଛି ୫୯ଟି । ୨୩…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର : ଇଂଲଣ୍ଡ ବିପକ୍ଷ ସିରିଜରେ ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ ଉପଭୋଗ…

ନୂଆଦିଲ୍ଲୀ: କରୋନା କାଳ ପରେ ଏବେ କ୍ରିକେଟପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର ପଂହଚିଛି । ଭାରତ-ଇଂଲଣ୍ଡ ସିରିଜରେ ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରିପାରିବେ । ଏହା ସଫଳ ହେବା ପରେ ଆଗାମୀ ଆଇପିଏଲରେ ମଧ୍ୟ ଦର୍ଶକ କ୍ରିକେଟର ମଜା ଉଠାଇପାରିବେ । ଭାରତୀୟ କ୍ରିକେଟ କଂଟ୍ରୋଲ…