Latest Odisha News

BREAKING NEWS

Browsing Category

ଫିଚର

ଓ୍ୱେଲକମ୍ ଚାମ୍ପିଅନ୍: ସ୍ୱଦେଶୀ ଫେରିଲା ଟିମ୍ ଇଣ୍ଡିଆ

ମୁମ୍ବାଇ: ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ସହ ସ୍ୱଦେଶ ଫେରିଛି ଟିମ୍ ଇଣ୍ଡିଆ । ଆଜି ଖେଳାଳିମାନେ ଜନ୍ମମାଟିରେ ପାଦ ଥାପିଛନ୍ତି । ନିଜ ନିଜ ଘରକୁ ଯାଇଛନ୍ତି ଖେଳାଳି । ମୁମ୍ୱାଇ ଏୟାରପୋର୍ଟରେ କୋଚ୍ ରବି ଶାସ୍ତ୍ରୀ, ଅଧିନାୟକ ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ପୃଥ୍ୱୀ ଶ । ସେମାନଙ୍କୁ…

ଆସନ୍ତୁ ଜାଣିବା ମନୋଜ ତିୱାରୀ ତାଙ୍କ ଝିଅର ନାମ କଣ ଦେଲେ

ମୁମ୍ବାଇ: ଅଭିନେତା, ଗାୟକ ଓ ନେତା ଭାବେ ପରିଚିତ ମନୋଜ ତିୱାରୀ ତାଙ୍କ ଦ୍ୱିତୀୟ ଝିଅର ନାମକରଣ କରିଛନ୍ତି । ଗତ ବର୍ଷ ଲକଡାଉନ ସମୟରେ ସେ ଦ୍ୱିତୀୟ ବିବାହ କରିଥିଲେ । ବର୍ଷର ଶେଷ ଆଡକୁ ତାଙ୍କ ପତ୍ନୀ ସୁରଭି କନ୍ୟା ସନ୍ତାନର ମାଆ ହୋଇଥିଲେ । ସେ ସମୟରେ ମନୋଜ ତାଙ୍କ ବଡଝିଅ ରିତି (ପ୍ରଥମ…

ଟିକାକରଣର ପଞ୍ଚମ ଦିନ: ଆଜି ରାଜ୍ୟରେ ୩୭ ହଜାର ଟିକାଦାନ ଲକ୍ଷ୍ୟ

ଭୁବନେଶ୍ୱର: ପ୍ରଥମ ପର୍ୟ୍ୟାୟ କରୋନା ଟିକାକରଣର ଆଜି ପଞ୍ଚମ ଦିନ । ଆଜି ୪୩୬ଟି ସେସନରେ ୩୭ହଜାର ୭୬ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଟିକା ନେଲେଣି ୬୮ହଜାର ୭୪୩ ସ୍ୱାସ୍ଥ୍ୟକର୍ମୀ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ଜାଡେଜା

ମୁମ୍ବାଇ: ଅଷ୍ଟ୍ରେଲିଆ ମ୍ୟାଚରେ ଐତିହାସିକ ବିଜୟ ପରେ ଭାରତୀୟ ଦଳର ନଜର ରହିଛି ଇଂଲଣ୍ଡ ବିପକ୍ଷ ସିରିଜର ଉପରେ। ହେଲେ ଏହା ପୂର୍ବରୁ ଚୂଡାନ୍ତ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଜାନୁଆରୀ ୧୯ରେ ଘୋଷିତ ଦଳରେ ସ୍ଥାନ ପାଇନାହାନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। କେବଳ ଏତିକି ନୁହେଁ ଅଲରାଉଣ୍ଡର…

୧୦ ଫୁଟ ପାହାଡ଼ ତଳକୁ ଖସିଲା ବସ୍, ଭାଗ୍ୟ ଭଲ ବସରେ କେହି ଯାତ୍ରୀ ନଥିଲେ

ଦିଗପହଣ୍ଡି: ୧୦ ଫୁଟ ପାହାଡ଼ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରତାଲରେ ଏହି ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ବୁରତାଲ ଏକ୍ସପ୍ରେସ ନାମକ ବସଟି ପାହାଡ଼ ତଳକୁ ଖସି ପଡ଼ିଲା । ଏଥିରେ ବସ ହେଲପର ଗୁରୁତର ହୋଇଛନ୍ତି । ସେତେବେଳେ ହେଲପର ରଜନୀକାନ୍ତ…

ଦେଶରୁ ୨୪ ଘଣ୍ଟାରେ ୧୫ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୯ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ କରୋନା ସଂକ୍ରମଣ । ବଢୁଛି ସୁସ୍ଥଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୭ ଲକ୍ଷରୁ ଅଧି କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୫ହଜାର ୨୨୩ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧୯ହଜାର ୯୬୫ ସଂକ୍ରମିତ । ଦେଶରେ…

ପ୍ରେମପତ୍ର

ଆଜି ଆମ ସମସ୍ତଙ୍କର ପ୍ରିୟ କଥାକାର ଡ. ପ୍ରତିଭା ରାୟଙ୍କ ଜନ୍ମଦିନ! ଏଇ ଅବସରରେ ଆସନ୍ତୁ ପଢିବା ତାଙ୍କର ଏକ ଚମତ୍କାର ଗଳ୍ପ... ପ୍ରତିଭା ରାୟ (୧୯୪୪) ସମକାଳୀନ ଓଡ଼ିଆ କଥାସାହିତ୍ୟର ସର୍ବାଧିକ ଜନାଦୃତ ଲେଖିକା; ଯିଏ ଭାରତୀୟ ମୂଲ୍ୟବୋଧକୁ ଉପଜୀବ୍ୟ କରି ସାଧାରଣ ମଣିଷର ବ୍ୟଥା-ବେଦନାକୁ…

ସେୟାର ବଜାରରେ ଉତ୍ସାହ: ପ୍ରଥମ ଥର ୫୦ ହଜାର ଟପିଲା ସେନସେକ୍ସ

ନୂଆଦିଲ୍ଲୀ: ସେୟାର ବଜାରରେ ଜବରଦସ୍ତ ଉତ୍ସାହ । ଆଜି କାରବାର ଆରମ୍ଭରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ସେନସେକ୍ସ । ପ୍ରଥମ ଥର ବମ୍ବ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୫୦ ହଜାର ପାର କରିଛି । ସେହିପରି ନିଫଟ୍ ସୂଚକାଙ୍କ ଟପିଥିଲା ୧୪ ହଜାର । ବିଏସଇ ସୂଚକାଙ୍କ ୨୨୩ ପଏଣ୍ଟ ବଢ଼ି ୫୦ହଜାର ୧୫ ପାର…

ରାଷ୍ଟ୍ରପତି ଗାଦିରେ ବସିବା ପରେ ଆକ୍ସନ ମୁଡରେ ବାଇଡେନ୍, ବଦଳାଇଲେ ଟ୍ରମ୍ପଙ୍କ ଏସବୁ ଫୈସଲା

ଓ୍ୱାଶିଂଟନ: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ । ଦେଶରେ ୪୬ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୋ ବାଇଡେନ୍ । କାର୍ୟ୍ୟଭାର ଗ୍ରହଣ କରିବା ପରେ ଆକ୍ସନ ମୁଡକୁ ଆସିଛନ୍ତି ନୂଆ ରାଷ୍ଟ୍ରପତି । ପ୍ରଥମ ଦିନରେ ଅନେକ କାର୍ଯ୍ୟକାରୀ ନିର୍ଦ୍ଦେଶନାମାରେ ସେ ଦସ୍ତଖତ କରିଛନ୍ତି…

ବ୍ରହ୍ମପୁରରୁ ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଯୁବକ ଗିରଫ

ବ୍ରହ୍ମପୁର: ଖେଳ ପଡ଼ିଆ ପାଖରେ ବ୍ରାଉନସୁଗର ଧରି ଗରାଖକୁ ଅପେକ୍ଷା କରିଥିଲା ବେପାରୀ । ହଠାତ୍ ପୋଲିସ ପହଞ୍ଚି କାବୁ କଲା । ଜବତ ହୋଇଛି ପ୍ରାୟ ୪୫ ଗ୍ରାମ୍ ଧଳା ଜହର । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପଡ଼ିଆରୁ ଏହି ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ…