Latest Odisha News

BREAKING NEWS

Browsing Category

ଫିଚର

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସାଇନାଙ୍କ ଅଭିଯାନ ଶେଷ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଗୁରୁବାର ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ଅଭିଯାନ ଶେଷ ହୋଇଛି । ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାରମୁରୁଙ୍ଗଫାନ୍‌ଙ୍କ ନିକଟରୁ ସେ ୨୩-୨୧, ୧୪-୨୧ ଓ ୧୬-୨୧ରେ ପରାଜିତ ହୋଇଥିଲେ ।…

ମଣିକର୍ଣ୍ଣିକା ରିଟର୍ଣ୍ଣସ-ଦି ଲିଜେଣ୍ଡ ଅଫ ଦିଦାରେ କଙ୍ଗନା

ମୁମ୍ବାଇ: ମଣିକର୍ଣ୍ଣିକା ଫ୍ରାଂଚାଇଜର ପରବର୍ତୀ ଫିଲ୍ମ ପାଇଁ କଙ୍ଗନା ରାନାୱତ ପ୍ରସ୍ତୁତ ହେଉଛନ୍ତି । ଏ ନେଇ ଗୁରୁବାର ସେ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତ । ଏହାର ନାମ ରହିଛି ମଣିକର୍ଣ୍ଣିକା ରିଟର୍ଣ୍ଣସ-ଦି ଲିଜେଣ୍ଡ ଅଫ ଦିଦାରେ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଝାନ୍ସି ରାଣୀ…

କଳାହାଣ୍ଡିବାସୀଙ୍କୁ ୨ ହଜାର ୮୫କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ନବୀନ

କେସିଙ୍ଗା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିବାସୀଙ୍କୁ ଆଜି ୨୦୮୫ କୋଟି ଟଙ୍କାର ଭେଟି ଦେଇଛନ୍ତି । ସେ ମୋଟ ୫୪ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ବେଳେ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯେଉଁଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ…

ରାମସେତୁ ରହସ୍ୟ ଉଜାଗର ହେବ !

ନୂଆଦିଲ୍ଲୀ:ରାମସେତୁ ବାସ୍ତବ ନା କଳ୍ପନା ଖୁବ୍ ଶୀଘ୍ର ଏହି ରହସ୍ୟରୁ ପରଦା ଉଠିବ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ୪୮ କିଲୋମିଟର ଲମ୍ବ ପଥର ଶୃଙ୍ଖଳକୁ ରାମସେତୁ କୁହାଯାଇଥାଏ । ଏହା ରାମାୟଣରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହା ମାନ୍ନାର ଉପସାଗର ଏବଂ ପାକ୍ ଷ୍ଟ୍ରିଟକୁ ଅଲଗା କରିଥାଏ ।…

ଇଂଲଣ୍ଡ କ୍ରିକେଟର ମୋଇନ କରୋନାର ନୂତନ ଷ୍ଟ୍ରେନରେ ଆକ୍ରାନ୍ତ

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳକୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ଭ୍ରମଣକାରୀ ଦଳର ଅଲରାଉଣ୍ଡର ମୋଇନ ଅଲୀ କରୋନା ପଜିଟିଭ ଥିବା ଜଣାପଡିଛି । ତେବେ ଚିନ୍ତାର ବିଷୟ ହେଲା ସେ କରୋନାର ନୂତନ ଷ୍ଟ୍ରେନ ତାଙ୍କ ନିକଟରେ ଦେଖିବାକୁ ମିଳିଛି । ଏହି ନୂତନ ଷ୍ଟ୍ରେନ…

ବକ୍ସ ଅଫିସରେ ସୁନାମି ସୃଷ୍ଟି କରୁଛି ବିଜୟଙ୍କ ମାଷ୍ଟର

ଚେନ୍ନାଇ: କରୋନା ମହାମାରୀ କଟକଣା କୋହଳ ହେବା ପରେ ସିନେମାଘରେ ରିଲିଜ ହୋଇଛି ସାଉଥ ସୁପରଷ୍ଟାର ବିଜୟଙ୍କ ମାଷ୍ଟର ଫିଲ୍ମ । ରିପୋର୍ଟ ମୁତାବକ ଏହି ଫିଲ୍ମ ବକ୍ସ ଅଫିସରେ ସୁନାମି ସୃଷ୍ଟି କରିଛି । ପ୍ରଥମ ଦିବସରେ ଏହି ଫିଲ୍ମ ୪୦କୋଟି ଆୟ କରି ସାରିଛି । ଲୋକେଶ କନାଗରାଜଙ୍କ ନିର୍ଦ୍ଦେଶନାରେ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ

କଟକ : ପଞ୍ଚମହାଭୂତରେ ବିଲୀନ ହେଲେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ପ୍ରକାଶ ରାଓ । କାଳିଆବୋଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ବହୁ ମାନ୍ୟଗଣ୍ୟ ତଥା ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ…

ମହିଳା ଟି୨୦ରେ ଇତିହାସ ରଚିଲେ ନ୍ୟୁଜିଲାଣ୍ଡ କ୍ରିକେଟର ସୋଫି ଡିଭାଇନ

ଅକଲାଣ୍ଡ:ମହିଳା ଟି୨୦ କ୍ରିକେଟରେ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି ସୋଫି ଡିଭାଇନ ଦ୍ରୁତତମ ଶତକ ହାସଲ କରି ଇତିହାସ ରଚିଛନ୍ତି । ନ୍ୟୁଜିଲାଣ୍ଡର ସୁପରସ୍ମାଶ ପ୍ରତିଯୋଗିତାରେ ସୋଫି ମାତ୍ର ୩୬ ବଲରେ ୯ ଛକା ଓ ୯ଚୌକା ସହାୟତାରେ ଶତକ ହାସଲ କରିବା ସହ ୩୮ ବଲରେ ୧୦୮ ରନ କରି ଅପରାଜିତ ରହିଥିଲେ ।…

ବାଇଡେନଙ୍କ ଶପଥ ସମାରୋହରେ ହିଂସା ଆଶଙ୍କା: ୫୦ ରାଜ୍ୟ ପୋଲିସ ପ୍ରମୁଖଙ୍କୁ ସତର୍କ କରାଇଲା ଏଫବିଆଇ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ଶପଥ ସମାରୋହରେ ଡୋନାଲ୍ଡ ଟ୍ରମ୍ପ ସମର୍ଥକ ବଡ ଧରଣର ହିଂସା ଘଟାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି । ଏଫବିଆଇ ଏ ନେଇ ୫୦ ରାଜ୍ୟର ସମସ୍ତ ପୋଲିସ ପ୍ରମୁଖଙ୍କୁ ସତର୍କ କରାଇ ଦେଇଛି । ୨୦ ଜାନୁୟାରୀ ପରେ କିଛି ଦିନ ଆପଣମାନଙ୍କୁ ହାଇ ଆଲର୍ଟ…

ବାବା ଧବଳେଶ୍ବରଙ୍କ ପୀଠରେ ୧୪୪ ଧାରା; କେବଳ ପୂଜକଙ୍କୁ ପ୍ରବେଶ ଅନୁମତି

ଆଠଗଡ଼: କରୋନା ଯୋଗୁଁ ଅନେକ ଦିନ ହେବ ବନ୍ଦ ରହିଥିବା ବାବା ଧବଳେଶ୍ବର ପୀଠ ଗତ କିଛିଦିନ ହେବ ଖୋଲିଥିବା ବେଳେଆଜି ପୁନଃ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଜି ପବିତ୍ର ମକର ସଂକ୍ରାନ୍ତି। ଏହାକୁ ବାବା ଧବଳେଶ୍ଵରଙ୍କ ପୀଠରେ ବେଶ ଧୁମଧାମରେ ପାଳନ କରାଯାଏ । ବିଶ୍ବାସ ରହିଛି ଯେ ଆଜିର…