Latest Odisha News

BREAKING NEWS

Browsing Category

ଫିଚର

କିଭଳି ରହିବ ଅଯୋଧ୍ୟାରେ ନିର୍ମିତ ମସଜିଦ, ଦେଖନ୍ତୁ ଝଲକ

ଲକ୍ଷ୍ନୌ: ଗତ ବର୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଉତ୍ତରପ୍ରଦେଶରେ ରାମ ମନ୍ଦିର ଓ ମସଜିଦ ନିର୍ମାଣ ପାଇଁ ବାଟ ଫିଟିଥିଲା। ଏବେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦର ପ୍ରକଳ୍ପ ପାଇଁ ପ୍ରଥମ ସ୍ଥାପତ୍ୟ ଯୋଜନା ପ୍ରକାଶ କରିଯାଉଥିବା ବେଳେ ଆସନ୍ତା ବର୍ଷ ଆରମ୍ଭରେ ଭିତ୍ତି…

ହାଡ଼ଭଙ୍ଗା ଜାଡ଼: ଫୁଲବାଣୀରେ ୫.୫ ଡିଗ୍ରୀକୁ ଖସିଲା ପାରଦ, ୯ଟି ସହରରେ ତାପମାତ୍ରା ୧୦ଡିଗ୍ରୀରୁ କମ୍

ଭୁବନେଶ୍ୱର: ଖସୁଛି ପାରଦ । ଥରୁଛି ସାରା ଓଡ଼ିଶା । ଫୁଲବାଣୀରୁ ଅନୁଗୁଳ, କୋରାପୁଟରୁ ବାରିପଦା । ଦକ୍ଷିଣରୁ ଉପକୂଳ, ପୁଣି ପଶ୍ଚିମରୁ ଉତ୍ତର ଓଡ଼ିଶା । ସବୁଠି ଏବେ ଶୀତର ରାଜ । ସାରା ରାଜ୍ୟରେ ପ୍ରବଳ ଥଣ୍ଡା । ୫.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଶୀତଳ ସହର ପାଲଟିଛି । ୧୦ ଡିଗ୍ରୀ…

କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ପାରାଦୀପ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ 5T ସଚିବ ଭି. କେ. ପାଣ୍ଡିଆନ୍ । ତାଙ୍କ ସହ ପରିବହନ କମିଶନର ବି ଅଛନ୍ତି । ପାରାଦୀପ ପଟରୁ ଏକ ବୋଟେ ଯୋଗେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳିରେ ପ୍ରସ୍ତାବିତ ନଦୀ…

ଖଟ ଉପରେ ବସିଥିଲା ନାଗ ସାପ, ଫଣା ଟେକି ଫଁ ଫଁ କରୁଥିଲା

କେନ୍ଦ୍ରାପଡ଼ା: ଶୋଇବା ଖଟ ଉପରେ ବସିଥିଲା ନାଗ ସାପ । ଫଣା ଟେକି ରହିଥିଲା । ବିରାଟକାୟ ସାପ । କେତେବେଳେ ଘର ଭିତରେ ପଶିଲା ଓ ଖଟ ଉପରକୁ ଚଢ଼ାଗଲା କେହି ଦେଖି ପାରି ନଥିଲେ । ଯେତେବେଳେ ସାପ ଉପରେ ନଜର ପଡ଼ିଲା ସମସ୍ତେ ଭୟରେ ଥରିଥିଲେ । ଏଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର…

ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମନ୍ତବ୍ୟ ପରେ ଡାକ୍ତରଙ୍କୁ କାରଣଦର୍ଶାଅ ନୋଟିସ

ନୂଆଦିଲ୍ଲୀ: ଚାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନିକଟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ଏବଂ ତାଙ୍କ କିଡନୀ କେବଳ…

ଅଚାନକ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ରବିବାର ସକାଳୁ ସକାଳୁ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜ ସାହିବରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପୂର୍ବରୁ କିଛି ସ୍ଥିର ହୋଇ ନଥିଲା । ସାଧାରଣ ଲୋକଙ୍କ ଭଳି ହଠାତ ଗୁରୁଦ୍ୱାରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି…

ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କଲେ ଅନୁଭବ ମହାନ୍ତି

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମୁନି । ଗତକାଲି ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ଡିଜି ଅଭୟଙ୍କ ନିକଟରେ ପାଲଟା ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି । କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ…

ସ୍ୱାଭିମାନ ଅଞ୍ଚଳରେ ଲାଲବାହିନୀର ଷଡ଼ଯନ୍ତ୍ର ପଣ୍ଡ; ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ଲାଲଗଡ଼ରେ ଲାଲବାହିନୀର ଷଡ଼ଯନ୍ତ୍ର ପଣ୍ଡ। ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ୍ ଯବାନମାନେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ସ୍ୱାଭିମାନ ଅଞ୍ଚଳର ପିପଲପଦର ଠାରୁ ନାକାମାମୁଡ଼ି ମଧ୍ୟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଜଙ୍ଗଲରୁ ଲ୍ୟାଣ୍ଡମାଇନ…

ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା, ଲିଙ୍ଗରାଜ ମନ୍ଦିରରୁ ଯଦୁପୁର ଯାଏ

ଭୁବନେଶ୍ୱର: ନୟାଗଡ଼ ନାବାଳିକା ‘ପରୀ’କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଦଳ ପକ୍ଷରୁ ସମସ୍ତ ବିଧାନସଭା କ୍ଷେତ୍ରରେ ପଦଯାତ୍ରା ଚାଲିଛି । ଆଜି କୁନି ଝିଅକୁ ନ୍ୟାୟ ଦେବା ଦାବିରେ ଭୁବନେଶ୍ୱରରୁ ପରୀର ଗାଁ ନୟାଗଡ଼ ଜିଲ୍ଲା ଯଦୁପୁର ଯାଏ ପଦଯାତ୍ରା ଆରମ୍ଭ କରିବ ବିଜେପି ।…

ବିଜେଡି କାର୍ଯ୍ୟକାରିଣୀ ବୈଠକ, ନେତାଙ୍କୁ ମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର: ଆଜି ବସୁଛି ବିଜେଡି କାର୍ଯ୍ୟକାରିଣୀ ବୈଠକ । ଦଳୀୟ କାର୍ଯ୍ୟାଳୟରେ ସକାଳ ସାଢ଼େ ୧୦ଟାରେ ଏହି ବୈଠକ ବସିବ । ସଭାପତିତ୍ୱ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୈଠକରେ ୮୦ ଜଣ କାର୍ଯ୍ୟକାରିଣୀର ସଦସ୍ୟ ଯୋଗ ଦେବେ । ଗୁରୁମନ୍ତ୍ର ଦେବେ ନବୀନ କାର୍ଯ୍ୟକାରିଣୀରେ ବିଜେଡି…