Latest Odisha News

BREAKING NEWS

Browsing Category

ଫିଚର

ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ମାଓବାଦୀ

ମାଲକାନଗିରି: ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିୟ । ଯବାନଙ୍କ ଗୁଳିଲେ ଗଡ଼ିଲା ତିନି ଜଣ ନକ୍ସଲଙ୍କ ମୁଣ୍ଡ । ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ହାର୍ଡକୋର ପୁରୁଷ ମାଓବାଦୀ ଓ ଜଣେ…

ରାସ୍ତାକଡ଼ ଘର ଭିତରେ ପଶିଗଲା ପିକ୍‌ଅପ୍ ଭ୍ୟାନ୍‌, ଦୁଇ ଜଣଙ୍କର ମୃତ୍ୟୁ

ନବରଙ୍ଗପୁର: ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘର ଭିତରେ ପଶିଗଲା ପିକଅପ୍ ଭ୍ୟାନ୍ । ନିଆଁ ପୁଇଁ ହେଉଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା । ଏଥିରେ ଦୁଇ ଜଣଙ୍କ ଶିଶୁଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ।…

ଭୂମି ପେଡନକରଙ୍କ ଦୁର୍ଗାବତୀ ଫିଲ୍ମର ନାମ ବଦଳିଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୂମି ପେଡନକରଙ୍କ ଅଭିନୀତ ଦୁର୍ଗାବତୀ ଫିଲ୍ମର ନାମ ବଦଳାଯାଇଛି । ଏବେ ଏହାର ନାମ ଦୁର୍ଗାମତୀ ଦି ମିଥ ରଖାଯାଇଛି । ଆସନ୍ତା ମାସରେ ଫିଲ୍ମ ରିଲିଜ ହେବ । ଏହା ତେଲୁଗୁ ସୁପରହିଟ ଫିଲ୍ମ ଭାଗମତୀର ରିମେକ । ଭୂମି ସୋସିଆଲ ସାଇଟରେ ଏହି ପୋଷ୍ଟର ଶେୟାର କରିବା ସହ…

ଓଡ଼ିଶାରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ପଶ୍ଚିମ ଓଡ଼ିଶାରୁ କେବଳ ୧୨ ଜଣ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । କିନ୍ତୁ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୭ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ୭ଟି ଜିଲ୍ଲାର କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ୧୭ ମୃତକଙ୍କ ଭିତରେ…

କମୁଛି କରୋନା ଟ୍ରେଣ୍ଡ: ରାଜ୍ୟରୁ ଦିନକରେ ୬୬୮ ନୂଆ ଆକ୍ରାନ୍ତ, ନୂଆପଡ଼ାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କେସ୍ । ସୁସ୍ଥ ହାର ବଢି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ସାରା ରାଜ୍ୟରୁ ଚିହ୍ନଟ ହୋଇଛନେତି ୬୬୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୮୫ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୨୮୩ଟି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୮ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ…

ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ, ୩ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର: ରାଜ୍ୟପାଳ ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ସେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତାଙ୍କ ସମେତ ଅନ୍ୟ…

ଶୀତ ଲହରି: ୧୫ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ତାପମାତ୍ରା

ଭୁବନେଶ୍ୱର: ଖସୁଛି ପାରଦ । ବଢୁଛି ଥଣ୍ଡା । ଜାଡ଼ରେ ଥରିଲାଣି ଓଡ଼ିଶା । ଦକ୍ଷିଣରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ ହେଲାଣି । ୮ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ୧୧.୨° ସେଲସିୟସ ତାପମାତ୍ରା ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେହିପରି କନ୍ଧମାଳ…

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ ଓ୍ଵାର୍ଡରେ ଭୟାବହ ଅଗ୍ନିକାଣ୍ଡ

ବରଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ଓ୍ୱାର୍ଡରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଛି । ଜଳିଯାଇଛି ବହୁ ଔଷଧପତ୍ର ଓ ଅନ୍ୟାନ୍ୟ ଜିନିଷ । ଗତକାଲି ବିଳମ୍ବିତ ରାତିରେ ଉପର ମହଲାରେ ଥିବା ଶିଶୁ ବିଭାଗ ଓ୍ଵାର୍ଡରେ ନିଆଁ ଲାଗିଥିଲା । ଖବର ପାଇ…

ଦେଶରେ ୯୧ ଲକ୍ଷ ପାର କଲା କରୋନା ସଂକ୍ରମଣ, ସୁସ୍ଥହାର ୯୩%

ନୂଆଦିଲ୍ଲୀ: ଦେଶେର କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଆଉ ୪୪ ଲକ୍ଷ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୬ । ବଢୁଛି ମୃତ୍ୟୁସଂଖ୍ୟା । ଦେଶରେ ୧ ଲକ୍ଷ ୩୩ ହଜାର ୭୩୮ ଜଣଙ୍କର ଜୀବନ…

ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ଲାଗିଲା ୧୪୪ ଧାରା

ଆଠଗଡ଼: ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା ଜାରି । କାର୍ତ୍ତିକ ପୂର୍ଣ୍ଣିମା ଯାଏ କଟକଣା ଜାରି କଲା ପ୍ରଶାସନ । ପାଇକରାପୁର ଛକରୁ ମଞ୍ଚେଶ୍ୱର ଛକ ଯାଏ ୧୪୪ ଧାରା ଜାରି କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷା ପାଇଁ ଧବଳେଶ୍ୱର ପୀଠରେ ଭକ୍ତଙ୍କ ସମାଗମ ହୋଇଥାଏ । ଏବର୍ଷ…