Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା କିଏ ସେ ସାଜିଛନ୍ତି ଭାରତର ନ୍ୟାଶନାଲ କ୍ରଶ

ମୁମ୍ବାଇ: ସର୍ଚ୍ଚ ଇଞ୍ଜିନ ଗୁଗଲରେ ଏବେ ଟ୍ରେଣ୍ଡ କରୁଛି ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ନାମ । ଏପରିକି ଗୁଗୁଲରେ ୨୦୨୦ରେ ଭାରତର ନ୍ୟାଶନାଲ କ୍ରଶ ଖୋଜିଲେ ରଶ୍ମିକାଙ୍କ ନାମ ଆସୁଛି । ସୋସିଆଲ ମିଡିଆରେ ସେ ସର୍ବଦା ସକ୍ରିୟ ରହିଥାନ୍ତି । ରଶ୍ମିକା କନ୍ନଡ, ତାମିଲ ଓ ତେଲୁଗୁ ଫିଲ୍ମରେ…

ସାରୁଅ ଜମି ଦୁର୍ନୀତି: ଓଆଇପିଏଲରୁ ଇସ୍ତଫା ଦେଲେ ନିହାର ଭୁୟାଁ

ଭୁବନେଶ୍ୱର: ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ (ଓଆଇପିଏଲ୍)ର ଆଉ ଜଣେ ନିର୍ଦ୍ଦେଶକ ଇସ୍ତଫା ଦେଇଛନ୍ତି। ସାରୁଅ ଜମି ଦୁର୍ନୀତି ମାମଲାରେ ଗତ ନଭେମ୍ବର ୧୭ରେ କ୍ରାଇମ ବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତାଙ୍କୁ ଜେରା କରିଥିଲା। ଯାହା ପରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ…

ବସରୁ ଜବତ ହେଲା ଶହଶହ ପକ୍ଷୀ, ୨ ଅଟକ

କଟକ: ଘରୋଇ ବସରେ ଶତାଧିକ ପକ୍ଷୀ ଓ ଠେକୁଆ ଚୋରା ଚାଲାଣ ହେଉଥିବା ବେଳେ ଉଦ୍ଧାର କରିଛି ବାଦାମବାଡି ପୋଲିସ । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ପିପୁଲ ଫର ଆନିମଲ ସଂସ୍ଥା ପକ୍ଷରୁ ଏହି ପକ୍ଷୀ ଓ ଠେକୁଆଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ପଶୁ ଡାକ୍ତରଖାନା ନିଆଯାଇଛି। ଉଦ୍ଧାର…

ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇ

ଗୌହାଟୀ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗଇଙ୍କର ପରଲୋକ । ଆଜି ଅପରାହ୍ନରେ ଗୌହାଟୀ ମେଡିକାଲ ସାଇନ୍ସ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତୁୟ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଗତ ତିନି ମାସ ତଳେ ସେ କରୋନାରେ…

ମହାରାଷ୍ଟ୍ର ଯିବା ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆବଶ୍ୟକ, ନୂଆ ଗାଇଡଲାଇନ୍ ଜାରି କଲେ ସରକାର

ଦିଲ୍ଲୀ ପରେ ମହାରାଷ୍ଟ୍ରରେ ପୁଣି ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ବାହାରୁ ବିମାନ ଓ ସଡକ ପଥରେ ଆସୁଥିବା ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଘରୋଇ ବିମାନରେ ଦିଲ୍ଲୀ ଏନସିଆର, ରାଜସ୍ଥାନ,…

ଆଇପିଏଲ ମାଧ୍ୟମରେ କରୋନା କାଳରେ ବିସିସିଆଇର ମୋଟା ଅଙ୍କର ଆୟ

ମୁମ୍ବାଇ:କରୋନା ମହାମାରୀ ଯୋଗୁ ସମସ୍ତେ କ୍ଷତିରେ ରହୁଥିବା ବେଳେ ବିସିସିଆଇ କିନ୍ତୁ ଫାଇଦାରେ ରହିଛି । କରୋନା କାଳରେ ବିସିସିଆଇ ଆଇପିଏଲ ମାଧ୍ୟମରେ ୪୦୦୦ କୋଟି ଟଙ୍କାର ଆୟ କରିଛି । ସୂଚନାଯୋଗ୍ୟ, ଆଇପିଏଲର ୧୩ତମ ସଂସ୍କରଣ ଏଥର ୟୁଏଇରେ ଆୟୋଜିତ ହୋଇଥିଲା । ଭ୍ୟୁୟରଶିପରେ ଏଥର ୨୩ ପ୍ରତିଶତ…

ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆଙ୍କୁ ମୁମ୍ଵାଇର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସେମାନଙ୍କ ଘରୁ ଗଞ୍ଜେଇ ମିଳିବା ପରେ ଶନିବାର ଭାରତୀ ଓ ରବିବାର ହର୍ଷଙ୍କୁ ଗିରଫ କରିଥିଲା ଏନସିବି । ଉଭୟଙ୍କୁ ମାରାଥନ ଜେରା ପରେ କୋର୍ଟ ଚାଲାଣ…

ସ୍କୁଲ ଫି ହ୍ରାସ ମାମଲାରେ ସରକାରଙ୍କୁ ଜବାବ ମାଗିଲେ କୋର୍ଟ

କଟକ: ସ୍କୁଲ ଫି ମାମଲାରେ ହାଇକୋର୍ଟଙ୍କ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି କମାଇ ହେବ, ତାହା ସତ୍ୟପାଠ ଜରିଆରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ…

ପଞ୍ଚଭୂତରେ ଲୀନ ହେଲେ ସୁଶୀଳା ଦେବୀ

ପୁରୀ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରଠାରେ ଶେଷ ହୋଇଛି । ସାନପୁଅ ତାଙ୍କୁ ମୁଖାଗ୍ନୀ ଦେଇଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ…

ଅଷ୍ଟ୍ରେଲିଆରେ ଇତିହାସ ରଚିବା ଲକ୍ଷ୍ୟରେ ବିରାଟ କୋହଲି

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସିରିଜ ଟିମ୍ ଇଣ୍ଡିଆ ଏବଂ ଅଧିନାୟକ ବିରାଟ କୋହଲିଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ଗସ୍ତରେ କୋହଲିଙ୍କ ନିକଟରେ ଅନେକ ରେକର୍ଡ କରିବା ସୁଯୋଗ ରହିଛି । କୋହଲି ଏବେ ଇଂଲଣ୍ଡର ପୂର୍ବ କ୍ରିକେଟର ଜ୍ୟାକ୍ସ ହବ୍ସଙ୍କ ଅଷ୍ଟ୍ରେଲିଆ ମାଟିରେ ୯ ଶତକ ରେକର୍ଡ…