Latest Odisha News

BREAKING NEWS

Browsing Category

ଫିଚର

ଜନ୍ମଦିନର ଡ଼ାକ

ଜନ୍ମଦିନର ଡ଼ାକ ପ୍ରତିଭା ଶତପଥୀ ଜନ୍ମଦିନରେ ମୋର, ଡାକିଦେଲା କିଏ ବୋଉର ଡ଼ାକପରି ଶୁଭିଗଲା ତ ସେ ଯେ କେବେ ଠୁଁ ନାହିଁ... ଏମିତି ଗୋଟିଏ ମଗୁଶୀର ଭୋର ମତେ ଜନ୍ମକଲା ଝର୍କା ସେପଟୁ, ଫୁଲବୁଦାମାନଙ୍କୁ ଅନେଇଁ ଥିଲା ଯନ୍ତ୍ରଣାକାତର, ତା’ ପରେ ମନମରା ହୋଇ ପାଳିଲା- ଆଜୀବନ ଗୋଟିଏ…

ଶୀଘ୍ର ପଦକ୍ଷେପ ନିଅ

ପ୍ରତି ବୁଧବାର ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକିସ ଚଳିତ ବିଧାନସଭାରେ ଏକ ଭୟାନକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାର ପରିସଂଖ୍ୟାନ ରାଜ୍ୟରେ ମହିଳାଙ୍କ ପ୍ରତି ସମ୍ମାନ ବିଶେଷ କରି କୁନି କୁନି ଝିଅ ପିଲାଙ୍କ…

ଓଡ଼ିଶାରେ ପୁଣି ଥରେ ଆୟୋଜିତ ହେବ ‘ବିଶ୍ୱକପ ହକି’ !

ଭୁବନେଶ୍ୱର: ଓଡ଼ିଶା ସଫଳତାର ସହ ବିଶ୍ୱକପ ହକି ଆୟୋଜନ କରିବା ପରେ ଏବେ ପୁଣିଥରେ ରାଜ୍ୟକୁ ହକି ବିଶ୍ୱକପ ଆୟୋଜନ କରିବାର ସୁଯୋଗ ମିଳିଛି । ଆଗାମୀ ୨୦୨୩ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟଓଡ଼ିଶାରେ ହେବ ବୋଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସମ୍ପର୍କରେ ଏକ ବଡ଼ ଘୋଷଣା…

ଅଯୋଧ୍ୟା ମାମଲାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବେ କଙ୍ଗନା !

ମୁମ୍ବାଇ: ବି-ଟାଉନରୁ ଆସିଛି ଏକ ବଡ଼ ଖବର । ଅଭିନେତ୍ରୀରୁ ପ୍ରଯୋଜିକା ହେବାକୁ ଯାଉଛନ୍ତି ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ । ଅଭିନୟରେ ନିଜର ଦକ୍ଷତା ପ୍ରମାଣ ପରେ ଏବେ କଙ୍ଗନା ଫିଲ୍ମ ପ୍ରଯୋଜନା କରିବେ ବୋଲି ଶୁଣିବାକୁ ମିଳିଛି । ତେବେ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲା ଉପରେ…

ଭାରତରେ ଲଞ୍ଚ୍ କରୁଛି ‘ମି ନୋଟ୍ ଟେନ୍’; ୧୦୮ ମେଗାପିକ୍ସେଲ କ୍ୟାମେରା ସହ ୫୨୬୦ ଏମଏଏଚ ବ୍ୟାଟେରୀ !

ଭୁବନେଶ୍ୱର : ସାଓମି ଭାରତକରେ ଫୁଣି ଏକ ଦମଦାର ଫୋନ ଲଞ୍ଚ କରିବ | ଜାତୀୟ ଗଣମାଧ୍ୟମ ସୂଚନାନୁସାରେ ୨୦୧୯ ଶେଷ ହେବା ପୂର୍ବରୁ ଏହି ଫୋନ ଭାରତରେ ଲଞ୍ଚ କରିବ | ସାଓମି ର ଏହି ଫୋନ ମି ନୋଟ ୧୦ ହୋଇପାରେ କାରଣ ମି ନିଜ ଟିଜର ରେ ୧୦୮ ମେଗା ପିକ୍ସସେଲ କଥା କହିଛି ଯାହା କେବଳ ଏହି ଫୋନରେ ଉପଲବ୍ଧ…

ରାଜ୍ୟସଭାରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କୁ ପୁଣି ପ୍ରଶଂସା କଲେ ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏହିପରି କୌଣସି ପ୍ରସ୍ତାବକୁ ଉପସ୍ଥାପନା କରାଯାଇଥାଏ, ବୋଲି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କୁ ବୁଧବାର ଦିନ ଉଚ୍ଚ ପ୍ରଶଂସା କରିଛନ୍ତି । କଟକର ଐତିହାସିକ ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଉତ୍ସବ…

୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ: ନଭେମ୍ବର ୨୯ରେ କଳିଙ୍ଗ ଷ୍ଟାଡ଼ିୟମ ପରିଦର୍ଶନ କରିବ ଫିଫା ଟିମ୍

ଭୁବନେଶ୍ୱର: ଇଣ୍ଟରନ୍ୟାସନାଲ୍ ଫେଡ଼େରେସନ ଅଫ ଆସୋସିଏସନ ଫୁଟବଲ୍ ‘ଫିଫା’ର ଏକ ପ୍ରତିନିଧି ଦଳ ଏକ ୬ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଫିଫାର ଏହି ପ୍ରତିନିଧି ଦଳ ଭାରତରେ ଅନୁଷ୍ଠିତ ହେଉଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଲାଗି ଆସନ୍ତା ନଭେମ୍ବର ୨୯ ତାରିଖରେ…

ପୂର୍ବତନ ନୌସେନା ମୁଖ୍ୟ ସୁଶୀଲ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ସୁଶୀଲ କୁମାରଙ୍କର ବୁଧବାର ସକାଳେ ନୂଆଦିଲ୍ଲୀସ୍ଥିତ ଏକ ସାମରିକ ହସ୍‌ପିଟାଲ୍‌ରେ ଦେହାନ୍ତ ଘଟିଛି । ସ୍ୱଳ୍ପକାଳୀନ ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ପ୍ରକାଶ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ…

ଝାଡ଼ଖଣ୍ଡରେ ବିଜେପି ଗାଦି ସୁରକ୍ଷିତ ରଖିପାରିବତ?

ଋାଞ୍ଚି: ଆଉ ଦୁଇଦିନ ପରେ ପଡ଼ୋଶୀ ଝାଡ଼ଖଣ୍ଡରେ ଅନୁଷ୍ଠିତ ହେଉଛିି ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଯେଉଁ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ପ୍ରଦିଦ୍ୱନ୍ଦିତା ହେଉଛି ସେହି ଦଳଗୁଡ଼ିକ ହେଲେ ଶାସକ ବିଜେପି ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସର ମେଣ୍ଟଦଳଗୁଡ଼ିକ ମଧ୍ୟରେ ।…

ତାନ୍ତ୍ରିକର ପରିଚୟ ଦେଇ ଅନଲାଇନରେ ୧.୨ ଲକ୍ଷ ଟଙ୍କା ଠକିନେଲେ ଯୁବକ

କୋରାପୁଟ: କୋରାପୁଟ ଜିଲ୍ଲାର ଏକ ବ୍ୟକ୍ତି ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ନିକଟରୁ ୧.୨ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟର ଜିତେନ୍ଦ୍ର କୁମାର ଧୀରଜଙ୍କ ପାଖକୁ ଫେସବୁକରେ ଏକ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା । ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିବା…