Latest Odisha News

BREAKING NEWS

Browsing Category

ଫିଚର

କଣପାଇଁ ଏ ଦୀପ? କାହିଁକି ଏ ଦୀପାବଳି?

ଆନନ୍ଦ ଆଲୋକର ପର୍ବ ଦୀପାବଳି । ସମଗ୍ର ଭାରତ ବର୍ଷରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏହି ଉତ୍ସବକୁ 'ଆଲୋକ ଆଗମନ ଦିବସ' ଭାବେ ମହାସମାରୋହରେ ପାଳନ କରିଥାନ୍ତି । ଦୀପ+ଆବଳି = ଦୀପାବଳି । ଦୀପ ସମୂହକୁ ଆମେ ଦୀପାବଳି କହିଥାଉ । ଆଲୋକ ଅନ୍ଧାରକୁ ଦୁରୀଭୂତ କରିଥାଏ। ଏହା ପ୍ରାଚୁର୍ଯ୍ୟର…

ଗୁଡ଼ିଗୀତ ବଜାରକୁ ଆସିବା ପରେ କେବଳ ‘ଲଚକମାଣି ଗୁଡ଼ି’ ବିକ୍ରି ହେଉଥିଲା

ଉଡ଼ି ଉଡ଼ି ଉଡ଼ି... ଯା’ରେ ଗୁଡ଼ି ସୂର୍ଯ୍ୟ ଦେଓ ଖାସ କଟକିଆମାନଙ୍କ ଦୁଇଟି ସଉକ । ପାରା ଉଡ଼ାଇବା ଓ ଗୁଡ଼ି ଉଡ଼ାଇବା । ୧୯୮୬ ମସିହାର ‘କିଏ କାହାର’ ଚଳଚ୍ଚିତ୍ରରେ ଯେଉଁ ଗୁଡ଼ି ଗୀତଟି ସଂଯୋଗ କରାଗଲା ତାହାର ପ୍ରଚ୍ଛଦରେ ଯେଉଁମାନେ ଥିଲେ, କେବଳ ଜଣକୁ ଛାଡ଼ି ଅନ୍ୟମାନେ ଥିଲେ ଖାସ୍ କଟକିଆ…

ଦେଖନ୍ତୁ ଭିଡ଼ିଓ: ଚଳନ୍ତା ଟ୍ରେନରୁ ଖସି ପଡିଥିଲେ ଜଣେ ଯୁବକ, ମୃତ୍ୟୁମୁଖରୁ ଟାଣିଆଣିଲେ ‘ଆରପିଏଫ’ ଯବାନ

କୋଏମ୍ବାଟୁର: ଦ୍ରୁତଗତିରେ ଟ୍ରେନଟିଏ ଚାଲୁଥିଲା ବେଳେ ଜଣେ ଯୁବକ ବଗିରେ ଚଢିବାକୁ ଚେଷ୍ଟା କରୁଥିଲେ । ମାତ୍ର, ଦେଖୁ ଦେଖୁ ଖସିପଡ଼ିଲେ ଚଳନ୍ତା ଟ୍ରେନରୁ । ଟ୍ରେନ ଚକା ତଳେ ପଡ଼ି ପ୍ରାଣ ହରାଉଥିବାର ଏକ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କଲେ ସେଠାରେ ଉପସ୍ଥିତ ଥିବା ଜଣେ ଆରପିଏଫ ଜବାନ ।…

ଗଭୀର ସମୁଦ୍ରରେ ଫସିଯାଇଥିଲେ ୧୧ଜଣ ନାବିକ; କିପରି ଉଦ୍ଧାର ହେଲେ, ଜାଣନ୍ତୁ

ଧାମରା: ଭଦ୍ରକ ଜିଲ୍ଲାରେ ଥିବା ଧାମରା ବନ୍ଦରରେ ୧୧ ଜଣ ନାବିକଙ୍କୁ ପୋର୍ଟ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି । ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୧୧ ଜଣ ନାବିକ ଜଳବନ୍ଦୀ ହୋଇ ଫସିଯାଇଥିଲେ । ପ୍ରାପ୍ତ ସୂଚନାନୁଯାୟୀ, ଶନିବାର ଦିନ ଦ୍ୱିପ୍ରହରରେ ବଙ୍ଗୋପସାଗରର ଧାମରା ପୋର୍ଟ…

ପୋଲିସକୁ ମିଳିଲା ବଡ଼ ସଫଳତା; ସୋନପୁରରେ ବେଆଇନ ବନ୍ଧୁକ କାରଖାନା ଠାବ, ୨ ଗିରଫ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବେଆଇନ ବନ୍ଧୁକ କାରଖାନାକୁ ଠାବ କରିଛି ସୋନପୁର ପୋଲିସ । ବିଭିନ୍ନ ମାରଣାସ୍ତ୍ର ସହିତ ପୋଲିସ ଏନେଇ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମିଳିଥିବା ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତେଲନଦୀ ବ୍ରିଜ ନିକଟରେ ଜଣେ ସଂଦିଗ୍ଧ…

ଦୀପିକାଙ୍କ ‘ମହାଭାରତ’ !

ମୁମ୍ବାଇ: ଶୀର୍ଷକଟି ପଢି ଦ୍ଵନ୍ଦରେ ପଡିଗଲେ କି ? ଆମେ ଆପଣଙ୍କୁ କହି ରଖୁଛୁ ବି-ଟାଉନର ମୋଷ୍ଟ ଟ୍ୟାଲେଣ୍ଟେଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଯୋଜନା କରିବେ ଏକ ଚଳଚ୍ଚିତ୍ର । ଯାହାର ନାମ ମହାଭାରତ ଦେବେ ବୋଲି ଶୁଣିବାକୁ ମିଳିଛି । ତେବେ ସୁନ୍ଦରୀ ଦୀପିକାଙ୍କ ପ୍ରଯୋଜନାରେ ନିର୍ମିତ…

ସୁରକ୍ଷିତ ଦୀପାବଳି ଉତ୍ସବ ଲାଗି ଅଗ୍ନିଶମ ବିଭାଗ ପ୍ରସ୍ତୁତ

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ରାଜ୍ୟରେ ଦୀପାବଳି ଉତ୍ସବ ପାଳନର ଅବ୍ୟବହିତ ପୂର୍ବରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ଶନିବାର ଦିନ ସୂଚନା ପଦାନ କରିଛନ୍ତି । ରାଜ୍ୟର କଟକ, ଭୁବନେଶ୍ୱର ଏବଂ ଅନ୍ୟ ସହରମାନଙ୍କରେ…

ଲଗାଣ ବର୍ଷା ଯୋଗୁଁ କ୍ଷୟକ୍ଷତି ଆକଳନ ଲାଗି ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ନ୍ର: ରାଜ୍ୟରେ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଚାଷ ସମେତ ଅନେକ କ୍ଷୟକ୍ଷତି ଘଟିଛି । ପ୍ରବଳ ବର୍ଷା ଫଳରେ ଏହି କ୍ଷୟକ୍ଷତିର ଆକଳନ କରିବା ନେଇ ରାଜ୍ୟ ସରକାର ଶନିବାର ଦିନ ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର ରିଲିଫ…

ଆବାସ ଯୋଜନା: ଫିଡ଼ବ୍ୟାକ୍ ଲାଗି ସରକାର ଖୋଲିବେ କଲ୍ ସେଣ୍ଟର

ଭୁବନେଶ୍ୱର: ଆବାସ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ପରିଚାଳିତ ହେଉଛି କି ନାହିଁ ସେବିଷୟରେ ହିତାଧିକାରୀଙ୍କ ଠାରୁ ଫିଡ଼ବ୍ୟାକ୍ ଗ୍ରହଣ କରିବେ ଓଡ଼ିଶା ସରକାର । ତେଣୁ ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକରେ ଓଡ଼ିଶା ସରକାର କଲ୍ ସେଣ୍ଟର୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି…

କାର୍ଯ୍ୟରୁ ବରଖାସ୍ତ ହେଲେ ୨ ସରକାରୀ ଅଧିକାରୀ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଅଭିଯାନ ଜାରି ରହିଥିବା ବେଳେ ଶନିବାର ଦିନ ଓଡିଶା ପ୍ରଶାସନିକ ସେବା(ଓଏଏସ୍)ର ୨ ଜଣ ଅଫିସରଙ୍କୁ ବରଖାସ୍ତ କରିଛନ୍ତି ରାଜ୍ୟ ସରକାର । ବରଖାସ୍ତ ହୋଇଥିବା ୨ ଅଧିକାରୀ ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ପୂର୍ବତନ ତହସିଲଦାର ବିଜୟିନୀ ବିଶ୍ୱାଳ ଏବଂ…